Browsing monthly archive

January 2022

ବନ୍ଧୁକ ମୁନରେ ଲୁଟିଲେ

ବଲାଙ୍ଗୀର,୧୪/୧(ଏସଏସନିୟୁଜ)ସଇଁନ୍ତଲା ଥାନା ଡୁଙ୍ଗୁରିପାଳି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତି ରେ ଡକାୟତି ହୋଇଯାଇଛି । ମୁଖାପିନ୍ଧା ୬ ଜଣ ଦୁର୍ବୁତ ବନ୍ଧୁକ,ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଅଜିତ ସାହୁଙ୍କ  ଆକ୍ରମଣ କରି ଘରୁ ନଗଦ ୬ ଲକ୍ଷ ଟଙ୍କା ଓ ୧୦ଭରି ସୁନା ଅଳଙ୍କାର ନେଇ ଥିବା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗପରେ ପେଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

୩୦ରୁ ଅଧିକ ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

➡୧-ଆଜି ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ପାଇଁ ସ୍ୱତନ୍ତ୍ର ରୀତି ନୀତି ପାଳିତ ହେବ। ଏଥର ମକର ମଉଜ ପଡ଼ିବ ଫିକା: ମେଳାରେ ବାଧକ ସାଜିଲା ମହାମାରୀ, ଉତ୍ସବ ପାଇଁ ଉତ୍ସାହ ଅଛି କିନ୍ତୁ କିଛି ହୋଇପାରୁ ନାହିଁ ➡୨-ଜାନୁଆରି ୧୯ରୁ ଆରମ୍ଭ ହେବ ‘ନିଟ୍-ୟୁଜି’ କାଉନ୍ସେଲିଙ୍ଗ୍ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ କଲେ ଘୋଷଣା । ➡୩-ମକର ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ବେଳାଭୂମି, ଖୋର୍ଦ୍ଧା ପ୍ରସିଦ୍ଧ ଅଟ୍ରି, ମା କାଳିଜାଇ, […]

ଆଜିର ଅନୁଚିନ୍ତା

🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ କୁ କେବେହେଲେ ବଦଳାଇ ପାରେ ନାହିଁ । 🦋ଜୀବନରେ ନିଜ ଅତୀତକୁ ସମୀକ୍ଷା କରି ,ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ” ବର୍ତ୍ତମାନ “ଏହା ନିଶ୍ଚୟ ମନେ ରଖନ୍ତୁ । 🦋ନୀରବତା ଏମିତି ଏକ ଚାବିପେନ୍ଥା ଯାହା ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖେ । 🦋କାହାର ଦୁଃଖ ସମୟରେ ଥଟ୍ଟା ପରିହାସ […]

ଆଜିର ରାଶିଫଳ

 ମାଁ ପରମେଶ୍ବରୀ ନମଃ ,ମକର ସଂକ୍ରାନ୍ତି ,ମାସ- ପୌଷ ,ପକ୍ଷ- ଶୁକ୍ଳ 🎍ତିଥି- ଦ୍ବାଦଶୀ ରାତ୍ରି ଘ୧୦-୨୫ମି ଗତେ ୧୩ଶୀ🎍ସୁର‌୍ୟୋଦୟ-ପ୍ରାତଃ ଘ୦୬-୨୫-୩୦ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫-୨୮-୪୪,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବିଛା ରାଶିର ଘାତ ଚନ୍ଦ୍ର,ଦ୍ବାଦଶୀ ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ ,ନିଷିଦ୍ଧ ଖାଦ୍ୟ- ପୋଇଶାଗ ରାତ୍ରି ଘ,୧୦-୨୯ମି ଗତେ ବାଇଗଣ ଭକ୍ଷଣ ନିଷେଧ,,ମେଷ: ଉଚ୍ଚଆଶା ,ବୃଷ: […]

ସରିଲ ପକ୍ଷୀଗଣନା

ବାରଙ୍ଗ,୧୩/୧(ଏସଏସନିଉଜ)ଚଳିତବର୍ଷ ଚନ୍ଦକା ଅଭୟାରଣ୍ୟ କର୍ତୁପକ୍ଷଙ୍କ ପକ୍ଷରୁ କରାଯାଇଥିବା ପକ୍ଷୀଗଣନା ଗୁରୁବାର ସରିଛି ।ଦିନିକିଆ ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ,ଭେଟନାରୀ କଲେଜ ଛାତ୍ରମାନଙ୍କ ସହ ବିଜେବି କଲେଜ ଅଧ୍ୟାପକ ସବିନ୍ଦ୍ର କୁମାର ସାମଲ ଏହି ପଖିଗଣନା କାର୍ଯ୍ୟକ୍ରର୍ମରେ ଯୋଗ ଦେଇଥିଲେ.ଏମାନଙ୍କୁ ନେଇ ଗଠିତ୧୨ଟିଟିମ୍ ଚନ୍ଦକା ଅଭ୍ୟାରଣ୍ୟର ବିଭିର୍ଣ ଆଦ୍ରଭୂମି, ଜଙ୍ଗଲ ମଝି ସନ୍ତସନ୍ତିଆ ଅନେକ ଜଳାଶ୍ରୟ ଅଞ୍ଚଳକୁ ଯାଇ ପକ୍ଷୀଗଣନା କରିଥିଲେ ।ତେବେ ଶୀତଦିନେ ବିଦେଶାଗତ ପକ୍ଷୀମାନଙ୍କ ଅଗମନ ହୋଇଥାଏ ।ତେବେ ଚଳିତବର୍ଷ ୩୨ପ୍ରଜାତିର ବିଦେଶୀ ପକ୍ଷୀ […]

ହାତୀ ପାଇଁ ବନ୍ଦ ହେଲା ସଫାରୀ

ବାରଙ୍ଗ,୧୩/୧(ଏସଏସନିଉଜ) ପୁଣି କିଛିମାସର ବ୍ୟବଧାନ ପରେ ନନ୍ଦନକାନନରେ ଚନ୍ଦକାହାତୀଙ୍କ ଉପ୍ତାତ ଦେଖିବାକୁ ମିଳିଛି ।ବୁଧବାର ନନ୍ଦନକାନନରେ ଚନ୍ଦକା ଜଙ୍ଗଲର ଦୁଇ ଦନ୍ତାହାତୀ ପ୍ରବେଶ କରି ପରିସର ଜଙ୍ଗଲରେ ରହିଥିବାରୁ ଗୁରୁବାର ଦିନକପାଇଁ ବାଘ,ସିଂହ, ଭାଲୁ ଓ ତୃଣଭୋଜି ସଫାରୀକୁ କର୍ତ୍ତୁପକ୍ଷ ବନ୍ଦ ରଖିଛନ୍ତି।ବୁଧବାର ଦ୍ବିପହରରେ ଚନ୍ଦକା ଜଙ୍ଗଲରୁ ଦୁଇଟି ହାତୀ ଖାଦ୍ୟ ଅନ୍ବେଷଣରେ ନନ୍ଦନକାନନ ପଛପଟ ଦକ୍ଷିଣ-ପଶ୍ଚିମ ପଟ ସୁରକ୍ଷା ପାଚେରି ଭାଙ୍ଗି ଉଦ୍ୟାନ ମଧ୍ୟକୁ ପ୍ରବେଶ କରିଥିଲେ।ହାତୀଦୁଇଟି ପରିସରରେ ଘୂରିବୁଲିବା ସହିତ ହାତୀ ସଫାରୀ ଯାଇ […]

ମକର ସଂକ୍ରାନ୍ତିରେ କାଳିଜାଇ ପୀଠ ଓ ଧବଳେଶ୍ୱର ପୀଠ ବନ୍ଦ

ଭୁବନେଶ୍ୱର,୧୩/୧(ଏସଏସନିଉଜ)ଗୋଟେପଟେ କୋରୋନା ଓ ଓମିକ୍ରୋନ ସଂକ୍ରମଣ ସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ଜନଗହଳିକୁ ରୋକିବାପାଇଁ ପ୍ରଶାସନ ପକ୍ଷରୁ ବିଭିର୍ଣ ପଦକ୍ଷପମାନ ଗ୍ରହଣ କରାଯାଉଛି ।ଏହି ଆଧାରରେ ମକରସଂକ୍ରାନ୍ତିରେ ଭୀଡ ହେବାର ଆଶଙ୍କାକରି ମାଆ କାଳିଜାଇଙ୍କ ପୀଠକୁ ବନ୍ଦ ରଖାଯାଇଥିବାବେଳେ ପ୍ରଭୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି । ଶୁକ୍ରବାର ମକର ସଂକ୍ରାନ୍ତିରେ ଉଭୟପୀଠକୁ ଶ୍ରଦ୍ଧାଳୁମାନେ ଆସିବା ପାଇଁ ବାରଣ କରାଯାଇଛି । ଆଠଗଡ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ପ୍ରଜ୍ଞାପରମିତା ପୃଷ୍ଟି ପୀଠ ପରିସର, ଝୁଲାପୋଲ, ସାଇକେଲ ଷ୍ଟାଣ୍ଡ, […]

ମୋହନା ଡାକ୍ତରଖାନାରେ ୬ଜଣଙ୍କର ପଜିଟିଭ

ମୋହନା,୧୨/୧(ଏସ ଏସ ନିଉଜ)ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି।ଯାହାଫଳରେ ହସ୍ପିଟାଲକୁ ୨୪ ଘଣ୍ଟା ପାଇଁ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ ।ଏହିସମୟ ଭିତରେ ଏମର୍ଜେନ୍ସି ବିଭାଗକୁ ଛାଡ଼ି ଆଉଟ୍‌ଡୋର ଓ ଇନ୍‌ଡୋର ସେବା ବନ୍ଦ ରଖାଯାଇଛି ।ତେବେ ଟିକାକରଣ କେନ୍ଦ୍ରକୁ ବାହାରେ ଷ୍ଟଲ ପକାଇ ଜାରି ରଖାଯାଇଥିବାର ଜଣାପଡିଛି ବୋଲି ମେଡିକାଲ ଅଫିସର ନମିତା ପଣ୍ଡା ସୂଚନା ଦେଇଛନ୍ତି ।

ମକର ସଂକ୍ରାନ୍ତିରେ ତାରିଣୀ ମନ୍ଦିର ବନ୍ଦ

କେନ୍ଦୁଝର,୧୩/୧(ଏସ ଏସ ନିଉଜ) କୋଭିଡ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ୧୪ ତାରିଖ ଦିନ ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିଛି।ମକର ମେଳାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ବିଏମସି କାର୍ଯ୍ୟାଳୟରେ ୨୨ ପଜିଟିଭ

ଭୁବନେଶ୍ୱର,୧୩ ୧(ଡିଏନଏ)ବିଏମସି କାର୍ଯ୍ୟାଳୟରେ ଗତକାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଏହାପରେ ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି କୁହାଯାଉଛି । ୨୨ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି   କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବାର ଜଣାପଡିଛି।