ମୋହନା,୧୨/୧(ଏସ ଏସ ନିଉଜ)ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି।ଯାହାଫଳରେ ହସ୍ପିଟାଲକୁ ୨୪ ଘଣ୍ଟା ପାଇଁ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ ।ଏହିସମୟ ଭିତରେ ଏମର୍ଜେନ୍ସି ବିଭାଗକୁ ଛାଡ଼ି ଆଉଟ୍ଡୋର ଓ ଇନ୍ଡୋର ସେବା ବନ୍ଦ ରଖାଯାଇଛି ।ତେବେ ଟିକାକରଣ କେନ୍ଦ୍ରକୁ ବାହାରେ ଷ୍ଟଲ ପକାଇ ଜାରି ରଖାଯାଇଥିବାର ଜଣାପଡିଛି ବୋଲି ମେଡିକାଲ ଅଫିସର ନମିତା ପଣ୍ଡା ସୂଚନା ଦେଇଛନ୍ତି ।