ଆଜିର ଅନୁଚିନ୍ତା
ଆଜିର ନୀତିବାଣୀ ➡️କ୍ରୋଧକୁ ନିଜ ଭିତରେ ଧରି ରଖିବା, ଗରମ ଅଙ୍ଗାରକୁ ଧରି ରଖି ଅନ୍ୟ ଉପରକୁ ଫୋପାଡିବା ଉଦ୍ଧେଶ୍ୟ ସହ ସମାନ; ତୁମେ ସେହି ଯିଏକି ଜଳିଯିବ !! ➡️ଯଦ୍ୟପି ଅନେକ ପବିତ୍ର ଶବ୍ଦ ତୁମେ ପଢିଥାଇ ପାର, ଯଦ୍ୟପି ଅନେକ ତୁମେ ତାକୁ କୁହ, ତୁମେ ତାକୁ ଯଦି କାର୍ଯ୍ୟରେ ନ ଲଗେଇବ ସେଥିରୁ କି ଲାଭ ମିଳିବ? !! ➡️ଜିଭ ଗୋଟିଏ ତିଖ୍ନ ଛୁରୀ ପରି… ଯାହା ବିନା ରକ୍ତପାତରେ ହତ୍ୟା କରେ […]