Browsing daily archive

April 11, 2022

ମଧୁପୁରରେ ଆରମ୍ଭ ହେଲା ବହିପୁଜା

ବାରଙ୍ଗ,୧୧/୪(ଏସଏସନିଉଜ) ପରମ୍ପରାକୁ ବଞ୍ଚାଇ ରଖିଥିବା ଗାଁ ହେଉଛି ମଧୁପୁର।ଗ୍ରାମର ଯୁବକମାନେ ଏକାଠି ହୋଇ କାହିଁ କେଉଁକାଳରୁ ଶ୍ରୀ ଶ୍ରୀ ସୀତାକାନ୍ତ ରାମଲୀଳା ସମିତି ଗଠନ କରିଛନ୍ତି।ଏହି ସମିତିର ସଦସ୍ୟମାନେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉପରେ ଆଧାରିତ କଥାବସ୍ତୁକୁ ନେଇ ରାମଲୀଳା କରିଥାନ୍ତି ।ଏଥି ପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥାନ୍ତି ।କର୍ମମୟ ଜୀବନ ଜଞ୍ଜାଳ ଭିତରେ ସମୟ ବାହାରକରି ପ୍ରଭୁଙ୍କ କଥାକୁ ସାଧାରଣରେ ପରିପ୍ରକାଶ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷରେ ଆଗେଇଛନ୍ତି ମଧୁପୁର ଗ୍ରାମରଯୁବକମାନେ।ରାମନବମୀ […]

ଆରମ୍ଭ ହେଲା ପାଣିତୋଳା,ଚାଲିବେ ଝାମୁ

ବାରଙ୍ଗ,୧୧/୪(ଏସଏସନିଉଜ) ମହାବିଷୁବ ସଂକ୍ରାତି ରେ ବିଭିର୍ଣ ସ୍ଥାନରେ ଅଘୋର ତପ,ଝାମୁଚଲା ,ଦଣ୍ଡଯାତ୍ରା ହୋଇଥାଏ।ଏହି ଯାତ୍ରାର ଶୁଭାରମ୍ଭ ପାଇଁ ମେଣ୍ଢାଶାଳ ଗ୍ରାମରେ ପାଣିତୋଳା ଉସ୍ତଵ ଅନୁଷ୍ଠିତ ହୋଇଯାଇଛି।ଯାତ୍ରା ପୂର୍ବରୁ ଦଣ୍ଡୁଆମାନେ ୭ଦିନ ପୂର୍ବରୁ ବିଳମ୍ବିତ ରାତିରେ ସ୍ନାନାଦି କାର‌୍ୟ୍ୟ ସମାପନ ପରେ ବ୍ରତ ଧାରଣ କରି ଏହି ଯାତ୍ରାରେ ମିସିଥାନ୍ତି।ସେହିଦିନଠାରୁ ଗୃହରୁ ଅଲଗା ରହି ଶିବିମନ୍ଦିରରେ ରହି ବିଷୁବ ସଂକ୍ରାନ୍ତି ପରେ ଘରକୁ ପ୍ରତ୍ୟବର୍ତନ କରିଥାନ୍ତି ।ପାଟୁଆମାନେ ଦଣ୍ଡଧାରୀ ଚଢ଼େୟା ନାଚ ପଦର୍ଶନ କରି ଘରକୁ ଘର ଯାଇ […]

ଟାଟାଏସି ସହ ହାଇଓା ମୁହାଁମୁହଁଧକ୍କା

ବାରଙ୍ଗ ୧୧/୪(ଏସଏସନିଉଜ) ସୋମବାର ଅପରାହ୍ମରେ ଗୋଡିସାହି ଫାଣ୍ଡି ନିକଟସ୍ଥ ଷଣ୍ଢପୁର ରେଳ ପୋଲ ନିକଟରେ ଏକ ହାଇଓା ଟ୍ରକ ସହିତ ଟାଟାଏସି ମୁହାଁ ମୁହିଁ ଧକ୍କା ହୋଇଛି । ସୋମବାର ଅପରାହ୍ମରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଭୂବନେଶ୍ୱର ଅଭିମୁଖେ ଓଡି ୦୨ବିଏଚ୬୮୫୯ ଟାଟାଏସି ଯାଉଥିବା ବେଳେ ତ୍ରିଶୂଳିଆରୁ ରାମଦାସପୁର ମୋହରମ ଖଣିକୁ ଦୃତଗତିରେ ଅସୁଥିବା ଓଡି ୫ବିଡି ୧୬୧୩ ହାଇଓା ଗାଡିଟି ରେଳପୋଲ ନିକଟରେ ସାମ୍ନା ସାମ୍ନି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ […]

ବାଇକ ସହ ମୋବାଇଲ ଲୁଟେରା ଗିରଫ

ବାରଙ୍ଗ ୧୧/୪(ଏସଏସନିଉଜ) ବାରଙ୍ଗ ଥାନା ପୋଲିସ ରବିବାର ରାତ୍ରିରେ ଦୁଇ ଜଣମୋବାଇଲ ଲୁଟେରା ଗିରଫ କରିବା ସହିତ ଗୋଟିଏ ବାଇକ ଓ୧୨ଟି ମୋବାଇଲଫୋନ ଜବତ କରିଛି । ଗିରଫ ଲୁଟେରା ହେଲେ ଅନୁଗୁଳ ଜିଲ୍ଲା କଣିହା ଅଂଚଳର ପାପୁନ ସାହୁ (୨୩) ଓରଫ ପପୁ ଏବଂ ତାଳଚେର ଅଂଚଳର ସୌରଭ ସିଂ(୨୧) ।ଗତଶନିବାରଦିନ ରଘୁନାଥପୁର ଜଳିର ତାରିଣି ମନ୍ଦିର ପାଖରେ ରହୁଥିବା ଗଙ୍ଗାଧର ଲେଙ୍କା ନାମକ ବ୍ୟକ୍ତି ଦିହିପହରରେ କଟକ ଯାଉଥିଲେ ।ସେ ଫୁଲପୋଖରୀ ଗାଁପାଖରେ ପହଁଚିଥିବାବେଳେ […]

ଆଉ ଏକ ମୃତଦେହ ଉଦ୍ଧାର

କଟକ,୧୧/୪(ଏସଏସନିଉଜ) ମହାନଦୀରେ ଗାଧୋଇବା ବେଳେ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି ଗାଧୋଇବା ବେଳେ ଯୋବ୍ରା ନିକଟ ମହାନଦୀରେ ୩ ଜଣ ବୁଡ଼ି ଯାଇଥିଲୋସେଥିମଧ୍ୟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଜଣେ ନାବାଳକରଏସସିବିରେ ମୃତ୍ୟୁ ହୋଇଥିଲା । ନିଖୋଜ ଥିବା ଅନ୍ୟ ୨ ଜଣଙ୍କୁ ଉଦ୍ଧାର ପାଇଁ ଆଜି ସର୍ଚ୍ଚ ଅପରେସନ୍ ଆରମ୍ଭ. କରାଯାଇଥିଲା ।ସେଥିମଧ୍ୟରୁ ଆଉଗୋଟି ମୃତଦେହକୁ ଉଦ୍ଧାର […]

ରାଜଧାନୀରେ ବିଳମ୍ବିତ ରାତିରେ ମର୍ଡର

ଭୁବନେଶ୍ୱର,୧୧/୪(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନଙ୍କ ଛୁରାମାଡରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପତ୍ନୀ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସୋମବାର ସକାଳୁ ଖାରବେଳନଗର ଥାନା ଲୋୟର ପିଏମଜି ଛକ ନିକଟରେ ଥିବା ଏକ ଏଟିଏମ ସାମ୍ନାରେ ଜଣେ ବ୍ୟକ୍ତିର କ୍ଷତାକ୍ତ ମୃତଦେହ ପଡିଥିବା ବେଳେ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖି ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି […]

ଝିଅର ଶବ ବୋହିଲେ ବାପା

ମାଲକାନଗିରି,୧୧/୪(ଏସଏସନିଉଜ) ଏହି ବ୍ଲକ୍ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତୋଙ୍ଗଗୁଡ଼ା ଗାଁର ଇର୍ମା ମାଢ଼ିଙ୍କ ୪ବର୍ଷର ଝିଅ ରଶ୍ମି ମାଢ଼ି ଗତକାଲି ଗୁରୁତର ଅସୁସ୍ଥ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ପରୀକ୍ଷାନିରିକ୍ଷା ପରେ ରକ୍ତହୀନତା ଅସୁସ୍ଥାତତର କାରଣ ହୋଇଥିବାରୁ ଝିଅକୁ ରକ୍ତଯୋଗଡକରିବାକୁ ଇର୍ମାକୁ ଡାକ୍ତରମାନେ ପରାମର୍ଶ ଦେଇଥଲେ ।କିନ୍ତୁ ରକ୍ତ ଯୋଗାଡ ନହେବା କାରଣରୁ ଝିଅର ଜୀବନ ଡାକ୍ତରଖାନାରେ ଚାଲିଯାଇଥିଲା ।ଗୋଟେପଟେ ଅର୍ଥର ଅଭାବ ଓ ଅନ୍ୟପଟେ ପରିଚିତ ଲୋକନଥିବାରୁ ଝିଅର […]

ବାପାକୁ ଟେକିନେଲା ପୁଲିସ

କଟକ,୧୧/୪(ଏସଏସନିଉଜ)ଜନ୍ମ କଲା ବାପା ଶେଷରେ ସାଜିଲା ପିଶାଚ । ନିଜର କାମବାସନାକୁ ଚରିତାର୍ଥ କରାଇବାପାଇଁ ନିଜ ଝିଅକୁ ଧର୍ଷଣ କରିବାକୁ ପଛାଇନଥିଲା ।ଦିନେକି ଦୁଇଦିନ ନୁହେଁ ୧ମାସ ଧରି ଦୁଷ୍କର୍ମ କରିଥିବାର ଝିଅ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛନ୍ତି ।ଏହି ଲଜ୍ଜାଜନକ ଘଟଣା ବାଦାମବାଡ଼ି ଥାନା ଶଙ୍କରପୁର ମଙ୍ଗଳାଲେନ୍ ରେ ଘଟିଛି ।ପୋଲିସ ପିଡିତାର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିବା ସହ ପିଡିତା ଓ ତାର ୨ ବର୍ଷୀୟ ସାନ ଭଉଣୀକୁ ବି ପୁଲିସ ଉଦ୍ଧାର […]

ଆଜିର ଅନୁଚିନ୍ତା

‼️ସୁପ୍ରଭାତମ୍ ‼️ ୨୦୨୨ ମସିହା ଏପ୍ରିଲ ମାସ ୧୧ ତାରିଖ (ସୋମବାର) ସତର ପଥ ବହୁତ କଠିନ….ଧର୍ମକୁ ରକ୍ଷା କରୁଥିବା ମନୁଷ୍ୟ ବହୁତ ସମସ୍ୟାର ସମୁଖୀନ ହୁଏ….ତଥାପି ସେଇ ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ଏବଂ ଭଗବାନ ତାଙ୍କରି ହୃଦୟରେ ଥାନ୍ତି. 🪔 ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନ […]