Browsing daily archive

May 22, 2022

ଆଜିର ରାଶିଫଳ

ମଇ ମାସ ୨୩ ତାରିଖ ୨୦୨୨ ମସିହା(ସୋମବାର) ଜ୍ୟେଷ୍ଠ -କୃଷ୍ଣପକ୍ଷ,ତିଥି- ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୩/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୫୯,ମିଥୁନ  ଓ ମୀନ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ ଦିବା ଘ ୧୨/୦୦ ଗତେ ଲାଉ ଭକ୍ଷଣ ନିଷେଧ। 👉ମେଷ : ଆଜି କୋର୍ଟ -କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା […]

ସଫାରୀ କର୍ମଚାରୀଙ୍କ ଦାଦାଗିରି , ପର୍ଯ୍ୟଟକଙ୍କୁ ଛେଚିଲେ

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନ ରେ ଘରୋଇକରଣରେ ଦିଆଯାଇଥିବା ସଫାରୀକୁ ନେଇ ଏବେ ବିବାଦ ଛାଡୁନାହିଁ ।ଟେଣ୍ଡର ସମୟରେ ହୋଇଥିବା ସର୍ତକୁ ଖିଲାପ କରି ବିନାକାଗଜପତ୍ରରେ ବିପଦସଂକୁଳ ଅବସ୍ଥାରେ ଚାଲୁଥିବା ବସରେ ପର୍ଯ୍ୟଟକ ମାନଙ୍କୁ ନେଇ ଯାତ୍ରାକରିବା ବିବାଦରେ ଛନ୍ଦି ହୋଇଥିବାବେଳେ ରବିବାରଦିନ ପର୍ଯ୍ୟଟକ ମାନଙ୍କୁ ମରଣାତ୍ମ‌କ ଆକ୍ରମଣ କରିବା ଘଟଣା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକଶ ଯେ,ରବିବାର ଦିନ ଛତିଶଗଡ ରାୟପୁର ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସି ସଫାରୀରେ ବୁଲିବାପାଇଁ ଅପରାହ୍ନ ସୁଦ୍ଧା ସଫାରୀ […]

ଧନ୍ୟବାଦ ! ନନ୍ଦନକାନନ ଡାକ୍ତରବାବୁ

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନକର୍ତୁପକ୍ଷ ଜବନ୍ତୁମାନଙ୍କ ସ୍ୱସ୍ଥ୍ୟରେ ଉନ୍ନତି ଆଣିବାପାଇଁ ବହୁବିଧ ଯୋଜନା କରିଛନ୍ତି ।ବିଶେଷଜ୍ଞମାନଙ୍କଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ଗାଡି ଓ ସବୁପ୍ରକାରର ସୁବିଧା ମଧ୍ୟ କରିଛନ୍ତି ।ଏହାପରେ ବି ସେମାନଙ୍କର କେତେ ଖାମଖିଆଲ ମନୋଭାବ ରହିଛି ତହା ଆଜି ପ୍ରମାଣ ଦେଇଛି ।ପ୍ରାଣୀଉଦ୍ୟାନ ନନ୍ଦନକାନନ ଚିକିତ୍ସକଙ୍କ ଦାୟିତ୍ବହୀନତା ଯୋଗୁଁ ୬୩ନମ୍ବର ଏନକ୍ଲୋଜରରେ ଥିବା ଏକ ମାଈ ଜଳହସ୍ତୀକୁ ଦୁର୍ଦଶା ଭୋଗିବାକୁ ପଡିଛି ।୪ବର୍ଷର ଏହି ଜଳହସ୍ତୀଟି ଅସୁସ୍ଥ ଥିବାର ଖବର ପାଇ ରବିବାରଦିନ ସକାଳେ ତାର […]

ଶ୍ରୀରାମଲୀଳା ମଣ୍ଡପର ହେଲା ଭୁମିପୁଜା 

ବାରଙ୍ଗ,୨୨/୫(ଏସଏସନିୟୁଜ) ବାରଙ୍ଗଅଂଚଳର ଅଗ୍ରଣୀ ରାମଳିଳା ଅନୁଷ୍ଠାନ ମଧୁପୁରର ଶ୍ରୀଶ୍ରୀସୀତାକାନ୍ତ ରାମଳୀଳାସମିତି ପାଇଁ ମଧୁପୁର ଗ୍ରାମ୍ୟକମିଟି ତରଫରୁ ରବିବାର ସକାଳେ ଶ୍ରୀରାମଲୀଳା ମଣ୍ଡପର ଭୁମିପୁଜା ଉସ୍‌ବ ଅନୁଷ୍ଠିତହୋଇଯାଇଛି ।ଏହି ଭୁମିପୁଜା ଉସ୍‌ବରେ ଗାଁର ମୁରବୀମାନେ ଯୋଗଦେଇଥିଲେ ।ଭାସ୍କର ଚନ୍ଦ୍ର ପ୍ରଧାନ କର୍ତା ରୂପେ ଯୋଗଦେଇ ପୂଜର୍ଜନା କରିଥିଲେ।ସନ୍ଧ୍ୟାରେ ଗ୍ରାମ୍ୟକମିଟି ତରଫରୁ ରାମଳୀଳାସମିତିର ଯୁବକମାନଙ୍କଦ୍ୱାରା ଗ୍ରାମବାସୀ ମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରିଥିଲେ ।ଏଥିରେ ବହୁ ଲୋକପ୍ରତିନିଧିମାନଙ୍କ ସହ ଆଖପାଖ ଗାଁର ବହୁ ମୁରବୀମାନେ ଯୋଗଦଇଥିଲେ ।ସନ୍ଧ୍ୟା ସମୟରେ ଗ୍ରାମର […]

ଉଦଯାପିତ ହେଲା ଜେପିଏଲ କ୍ରିକେଟଟୁର୍ଣାମେଂଟ

ବାରଙ୍ଗ,୨୨/୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଜରିପାଟଣା ଗାଁରେ ମା ସୁନାଦେଇ କ୍ରିକେଟକ୍ଲବ ଆନୁଲୁଲ୍ୟରେ ଚାଲିଥିବା ଜେପିଏଲ କ୍ରିକେଟଟୁର୍ଣାମେଂଟ ରବିବାରଦିନ ଉଦଯାପିତ ହୋଇଯାଇଛି ।ଦିନିକିଆ ଏହି ଟୁର୍ଣାମେଂଟରେ ଅଯୋଧ୍ୟା ୱାରିୟର,ସାଇଲେଂଟକିଲର ଓମଗହାବୀରଫାଇଟର ନାମକ ତିନଟି ଟିମ ଅଂଶଗ୍ରହଣ କରିଥିଲା ।ଏଥିରେ ଅଯୋଧ୍ୟା ୱାରିୟର ବିଜୟ ଲାଭ କରିଥିବାବେଳେ ସାଇଲେଂଟକିଲର ରନ୍ସର୍ସଅପ ହୋଇଥିଲା ।ସନ୍ଧ୍ୟାରେ ଆୟୋଜିତ ପୁରସ୍କାରବିତରଣୀ ସଭାରେ ମୁଖ୍ୟଅତିଥିଭାବେ ଆଇନଜୀବୀ ତଥା ପୂର୍ବତନ ସରପଞ୍ଚ ସୁବ୍ରତ ମହାପାତ୍ର ଯୋଗଦେଇ ବିଜୟୀଦଳକୁ ଟ୍ରଫିସହ ନଗଦ ୫ହାଜରେଟଙ୍କା ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପବିତ୍ର […]

୧୨ବର୍ଷପରେ ମିଳିଲା ହଜିଲା ପୁଅ

ଖୁଣ୍ଟୁଣୀ,୨୨/୫(ଏସଏସନିଉଜ) ପରିବାର ଚଳାଇବା ପାଇଁ କଲିକତାରେ ଯାଇ ହୋଟେଲରେ କାମକରୁଥିଲେ ।ସେଠାରେ ମାନସିକ ବିକୃତି ଦେଖାଦେଇଥିଲା ।ଯାହାଫଳରେ ରାସୋଳ ଥାନା ଅଧିନ କଳିଙ୍ଗା ଅଞ୍ଚଳର ମୋହନ ଗୋଚ୍ଛାୟତ ନାମକ ଯୁବକ ସେଠାରୁ ନିଖୋଜ ହୋଇଯାଇଥିଲେ ।ବହୁ ଖୋଜାଖୋଜି କରିବାପରେ ପରିବାର ଲୋକ ନିଖୋଜ ହେଇଥିବା ଏକମାତ୍ର ପୁଅର ସନ୍ଧାନ ପାଇପାରିନଥିଲେ ।ଏହାଭିତରେ ୧୨ବର୍ଷ ବିତିଯାଇଥିଲା ।ତେବେ ମୋହନଙ୍କ ଘରପାଖର ଜଣେ ମହିଳା ବାପଘର ଖୁଣ୍ଟୁଣୀ ଥାନା ଡାଳୁଆ ଗ୍ରାମକୁ ଆସିଥିବାବେଳେ ମୋହନକୁ ଖୁଣ୍ଟୁଣୀ ବସ୍‌ଷ୍ଟାଣ୍ଡରେ ଦେଖିବାକୁ ପାଇଥିଲେ […]

ବାରାକ୍ ନମ୍ବର ୧୦ରେ ସିଦ୍ଧୁ

ଭୁୁବନେଶ୍ୱର,୨୨/୫(ଏସଏସନିଉଜ) ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ଅନ୍ୟ ୮ କଏଦୀଙ୍କ ସହ କଂଗ୍ରେସର ନବଜୋତ ସିଂହ ସିନ୍ଧୁଙ୍କ ଦିନ କଟୁଛି । ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା ।ହେଲେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଖାଇନଥିଲେ । କେବଳ ସାଲାଡ ଓ ଫଲ ଖାଇଥିଲେ ।

ଗୋରୁ ପାଇଁ ଗୁଳିମାଡ଼

ଯଶିପୁର, ୨୨/୫(ଏସଏସନିଉଜ) ଗୋରୁ ବୋଝେଇ ଟ୍ରକ୍‌କୁ ରୋକିବା ଯୋଗୁ ଗୁଳିମାଡର ଶିକାର ହୋଇଛନ୍ତି କଟକ ଖପୁରିଆ ଅଞ୍ଚଳର ଦୀପକ ସାହୁ, ରାଣୀହାଟ ଅଞ୍ଚଳର ଶଶିକାନ୍ତ ବେହେରା ନାମକ ୨ ଜଣ ଗୋସୁରକ୍ଷା କର୍ମୀ । ଶନିବାର ଭୋର୍ ସମୟରେ ଯଶିପୁର ବଜାରଠାରୁ ୭ କିମି ଦୂର ୪୯ ନଂବର ଜାତୀୟ ରାଜପଥର ବେଗୁନିଆ ଗାଁ ପାଖରେ ନିର୍ମାଣାଧୀନ ଏକ ଟୋଲ୍‌ଗେଟ୍ ନିକଟରେ ଆସୁଥିବା ଗୋରୁ ବୋଝେଇ ଟ୍ରକକୁ ରେକିବା ସହ ପ୍ରତିବାଦ କରିଥିଲେ ।ଏହିସମୟରେ ଗୋରୁଗାଡ଼ିକୁ ସୁରକ୍ଷା […]

ଗଛରେ ପିଟି ହେଲା କାର୍ ଚାଲିଗଲା ୨ଜଣଙ୍କ ଜୀବନ

ବ୍ରହ୍ମଗିରି, ୨୨/୫(ଏସଏସନିଉଜ) ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। କରଟି ଭାରସମ୍ୟ ହରାଇ ଗଛରେ ପିଟିହୋଇଯିବାରୁ ଡ୍ରାଇଭର ଓ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି ।ବିଳମ୍ବିତ ରାତିରେ ବ୍ରହ୍ମଗିରିକୁ ଫେରୁଥିବା ବେଳେ ରାଜପଥର ମଠପାଟଣା ଛକଠାରେ ଏହି ଦୁର୍ଘଟଣ।। ଘଟିଛି । ମୃତ୍ୟୁ ଡ୍ରାଇଭର ବ୍ରହ୍ମଗିରି ଥାନା ଭଗବାନପୁରରେ ହୋଇଥବା ବେଳେ ଅନ୍ୟ ଜଣେ ମୃତକ ଅରଖକୁଦା ମେରାଇନ ଥାନା ସହଦେଵପୁରରେ ବୋଲି ଜଣାପଡ଼ିଛି।

ଧକ୍କାଦେଲା ଟ୍ରକ-ଚାଲିଗଲା ବାଇକ୍ ଚାଳକର ଜୀବନ

ମାଲକାନଗିରି ,୨୨/୫(ଏସଏସନିଉଜ) ଆଜି ସକାଳେମୋଟୁ ଥାନା ଅନ୍ତର୍ଗତ ଏମଭି ୮୨ ଗ୍ରାମ ନିକଟରେ ଗଙ୍ଗା ପଡିଆମୀ ନାମକ ଯୁବକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଖବରପାଇ ମୋଟୁ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।