ଉଦଯାପିତ ହେଲା ଜେପିଏଲ କ୍ରିକେଟଟୁର୍ଣାମେଂଟ

ବାରଙ୍ଗ,୨୨/୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଜରିପାଟଣା ଗାଁରେ ମା ସୁନାଦେଇ କ୍ରିକେଟକ୍ଲବ ଆନୁଲୁଲ୍ୟରେ ଚାଲିଥିବା ଜେପିଏଲ କ୍ରିକେଟଟୁର୍ଣାମେଂଟ ରବିବାରଦିନ ଉଦଯାପିତ ହୋଇଯାଇଛି ।ଦିନିକିଆ ଏହି ଟୁର୍ଣାମେଂଟରେ ଅଯୋଧ୍ୟା ୱାରିୟର,ସାଇଲେଂଟକିଲର ଓମଗହାବୀରଫାଇଟର ନାମକ ତିନଟି ଟିମ ଅଂଶଗ୍ରହଣ କରିଥିଲା ।ଏଥିରେ ଅଯୋଧ୍ୟା ୱାରିୟର ବିଜୟ ଲାଭ କରିଥିବାବେଳେ ସାଇଲେଂଟକିଲର ରନ୍ସର୍ସଅପ ହୋଇଥିଲା ।ସନ୍ଧ୍ୟାରେ ଆୟୋଜିତ ପୁରସ୍କାରବିତରଣୀ ସଭାରେ ମୁଖ୍ୟଅତିଥିଭାବେ ଆଇନଜୀବୀ ତଥା ପୂର୍ବତନ ସରପଞ୍ଚ ସୁବ୍ରତ ମହାପାତ୍ର ଯୋଗଦେଇ ବିଜୟୀଦଳକୁ ଟ୍ରଫିସହ ନଗଦ ୫ହାଜରେଟଙ୍କା ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ବେହେରା.କୈଳାଶ ସାହୁ,ଝୁଲିଆ ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।

Comments (0)
Add Comment