Browsing monthly archive

June 2022

ଜଙ୍ଗଲରୁ ଗଳିତ ଶବ ଉଦ୍ଧାର

ବିନିକା, ୨୦/୬(ଏସଏସନିଉଜ)ବିନିକା ଥାନା ଅର୍ନ୍ତଗତ ବାଉଁଶୁଣି ଜଙ୍ଗଲରେ ଗତକାଲି ସନ୍ଧ୍ୟାରେ ପଡ଼ିଥିବା ଏକ ଗଳିତ ମୃତଦେହ ଓ ପାଖରେ ଥିବା ଏକ ସାଇକେଲକୁ ଜବତ କରିଛି ।ସୋମବାରଦିନ ଗଳିତ ମୃତଦେହକୁ ଚିହ୍ନଟ କରାଯିବାପରେ ପରିବାରକୁ ମୃତଦେହକୁ ହସ୍ତାନ୍ତର କରିଛି ।ମୃତକ ହେଉଛନ୍ତି ବାଉଁଶୁଣି ଗ୍ରାମର ନେତ୍ର ଭୋଇଙ୍କ ପୁତ୍ର ସୁରେଶ ଭୋଇ। ସୁରେଶ+୩ ରେ ଅଧ୍ୟୟନରତ ଥିବାବେଳେ ମାନସିକ ରୋଗୀ ହୋଇଥିବାରୁ ଗତ ୩ ତାରିଖରୁ ନିରୁଦ୍ଦିଷ୍ଟ ଥିବାନେଇ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲାବୋଲି […]

ମଦ ଦୋକାନରୁ ଲୁଟ୍

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ଜୟଦେବବିହାର ଅଞ୍ଚଳରେ ଥିବା ଏକ ମଦ ଦୋକାନରୁ ଲୁଟ୍ ହୋଇଥିବାର ଜଣାପଡିଛି ।ମଦଦୋକାନରୁ ଦାମୀ ମଦ ସହ ନଗଦ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଛନ୍ତୁ ଦୁର୍ବୁତ ।ଲୁଟ ମସୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।  

ସସପେନ୍ସରେ ଅଭିନେତ୍ରୀ ରଶ୍ମିଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ସସପେନ୍ସ ମଧ୍ୟରେ ରହିଛି ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ । ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ ଗତକାଲି ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତକରିବା ସହ ସେଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ ରହିଛି । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ସସ୍‌ପେନ୍ସ […]

କାଲିଠୁ ଘରଘର ବୁଲି ରୋଗୀ ଚିହ୍ନଟ

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣ ପାଇଁ କାଲିଠୁ ଘରଘର ବୁଲି ରୋଗୀ ଚିହ୍ନଟ ପ୍ରକିୟା ଆରମ୍ଭ ହେବାକୁ ଯାଉଛି । ପୁରୁଣା ଷ୍ଟ୍ରାଟେଜି ଆପଣେଇଛୁ, ଟିକା ଓ ସର୍ଭେଲାନ୍ସ ଜୋରଦାର ହୋଇଛି ।କାଲିଠୁ ଇଣ୍ଟିଗ୍ରେଟେଡ ସର୍ଭେଲାନ୍ସ, ଘର ଘର ବୁଲି ରୋଗୀ ଚିହ୍ନଟ ହେବାସହ ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି, ୪୦% ସ୍ୱାସ୍ଥ୍ୟକର୍ମୀ, ୧୦% ସମ୍ମୁଖ ଯୋଦ୍ଧା […]

୧୦ଲୁଟେରା ଗିରଫ ୧୫ଲକ୍ଷ ଜବତ

ଜଳେଶ୍ୱର, ୨୦/୬(ଏସଏସନିଉଜ)୨ ଦିନ ତଳେ ଯାଜପୁରରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ ରିଛି ପୋଲିସ ।ଏହି ଘଟଣାରେ ୧୦ ଲୁଟେରା ଗିରଫ କରିବାସହ ୧୫ ଲକ୍ଷ ଟଙ୍କା ଓ ୨ଟି ଗାଡ଼ି ଜବତ କରିଛି ।ଜଳେଶ୍ୱର ଦେଇ ପଶ୍ଚିମବଙ୍ଗ ଖସିଲା ବେଳେ ଜଳେଶ୍ୱର ପୋଲିସ ହାତରେ ଏମାନଏ ଧରାପଡିଥିଲେ ।  

ଫରେଷ୍ଟଗାର୍ଡ ନିଲମ୍ବିତ

ଆଠଗଡ଼, ୨୦/୬(ଏସଏସନିଉଜ) ହାତୀ କଙ୍କାଳ ମିଳିବା ଘଟଣାରେ ବନ ବିଭାଗର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ବଡ଼ମ୍ବା ରେଞ୍ଜ ଗୋପପୁର ସେକ୍ସନ ଫରେଷ୍ଟ ଗାର୍ଡ ପ୍ରଭାତ କୁମାର ପ୍ରଧାନଙ୍କୁ ନିଲମ୍ବନ ସହ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।  

ରାଜ୍ୟକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର, ୨୦/୬(ଏସଏସନିଉଜ) ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ପ୍ରବାହିତ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।ଏହାର ପ୍ରଭାବରେ ଆଜିଠୁ ୫ ଦିନ ଯାଏଁ ରାଜ୍ୟର ଉପକୂଳ ଓଡ଼ିଶା ଯଥା, ବାଲେଶ୍ୱର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଗଜପତି, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ଆଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  

ଆଜିର ରାଶିଫଳ

ଜୁନ ମାସ ୨୦ ତାରିଖ ୨୦୨୨ ମସିହା(ସୋମବାର)ଆଷାଢ଼-କୃଷ୍ଣପକ୍ଷ ,ତିଥି- ସପ୍ତମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୯ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ମି ଥୁନ ରାଶିର ଘାତବାର ,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ଭକ୍ଷଣ ନିଷେଧ । ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ […]

ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ

ଭୁବନେଶ୍ୱର,୧୯/୬(ଏସ ଏସ ନିଉଜ)ସାରା ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ପ୍ରାକ୍ ମୌସୁମୀ ବର୍ଷା ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ।ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ହେଉଥିବା ବେଳେ ଆଗାମୀ ୫ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାର ଜଣାପଡିଛି ।

ଷ୍ଟେସନରୁ ୩୨କେଜି ଗଂଜେଇ ଜବତ

ଜଟଣୀ,୧୯/୬(ଏସ ଏସ ନିଉଜ) ଅପରେସନ ନାର୍କସ ମାଧ୍ୟମରେ ରେଳସୁରକ୍ଷା ବଳ ଜଟଣୀ ଷ୍ଟେସନରୁ ୩୨କେଜି ଗଂଜେଇ ଭର୍ତି ପ୍ଲାଷ୍ଟିକ ବ୍ୟାଗକୁ ଜବତ କରିଛନ୍ତି ।୪ଓ ୫ନମ୍ବର ପ୍ଲାଟଫର୍ମ ର ଶେଷଭାଗ ଆଡ଼କୁ ନୀଳ ଓ ଗୋଲାପୀ ରଙ୍ଗର ବ୍ୟାଗ ଥୁଆହୋଇଥିଲା ।ଏହି ବ୍ୟାଗକୁ କେହି ନବାକୁ ଆସିନ ଥିଲେ ।ଦୀର୍ଘ ୨୧ଘଣ୍ଟା କାଳ ସୁରକ୍ଷା ବଳର ସିପାହି ମାନେ ବ୍ୟାଗ ଉପରେ ଦୃଷ୍ଟି ଦେଇଥି ଲେ ।କେହି ନଆସିବାରୁ ବ୍ୟାଗକୁ ଜବତ କରିବାପରେ ସେଥିରୁ ୩୨ କେଜି୩୫୦ଗ୍ରାମ […]