Browsing daily archive

August 7, 2022

ଆଜିର ରାଶିଫଳ

ପୁତ୍ରଦା ଏକାଦଶ.୨୦୨୨ ମସିହା ଅଗଷ୍ଟ ମାସ ୮ ତାରିଖ (ସୋମବାର) ଶ୍ରାବଣମାସ –ଶୁକ୍ଳପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୬/୫୨ ର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୮/୩୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୨ ,ମିଥୁନ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ରାତ୍ରି ଘ୬/୫୨ ଗତେ ପୁତିକା(ପୋଇ) ଭକ୍ଷଣ ନିଷେଧ । ମେଷ- ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲା ମାନେ ଆଜି ଆପଣଙ୍କ ଘରୋଇ […]

ଖୋର୍ଦ୍ଧାଜିଲ୍ଲା କମ୍ୟୁନିଷ୍ଟପାର୍ଟିି ୨ଦିନିଆ ସମ୍ମିଳନୀ ଉଦ୍‌ଯାପିତ

ବାରଙ୍ଗ,୭/୮(ଏସଏସନିଉଜ) ଭାରତୀୟ କମ୍ୟୁନିଷ୍ଟପାର୍ଟିର ନବମ ଖୋର୍ଦ୍ଧାଜିଲ୍ଲାର ଦୁଇଦିିନିଆ ସମ୍ମୀଳନୀ ରବିବାରଦିନ ଉଦଯାପିତ ହୋଇଯାଇଛି ।ଶନିବାରଦିନ ଏହାକୁ କେନ୍ଦ୍ରିୟସଦସ୍ୟ ରାମକୃଷ୍ନପଣ୍ଡା ଆନୁଷ୍ଠାନିକଭାବେ ଉଦଯାଟନ କରିଥିଲେ । ନୁଆବନ୍ତସ୍ଥିତ ରାମକୃଷ୍ନପତିଙ୍କ ସ୍ମୃତିପୀଠ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରିୟସଦସ୍ୟ ରାମକୃଷ୍ନପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦେଇ କମ୍ରେଡ ବନମାଳିଜେନାଙ୍କ ପ୍ରତିିମୁର୍ତୀକୁ ଉନ୍ମୋଚନ କରିଥିଲେ ।ପ୍ରାରମ୍ଭରେ ସବୁଠାରୁ ବୟସ୍କ ସଭ୍ୟ ଚିତରଞନସ୍ୱାଇଁ ପତାକା ଉତୋଳନ କରିଥିଲେ । ରାଜ୍ୟ ସରକାର ନିଜ ଦଳର ସ୍ୱାର୍ଥପାଇଁ ଲୋକମାନଙ୍କୁ ଅନ୍ଧାରରେରଖି ମିଛ ଆଲୋକ ଦେଉଥିବାର ଡିଣ୍ଡିମ ପିଟୁଥିବାର […]

ତଳକୁ ଖସିଲା ଗୋରୁବୋଝେଇ ଟ୍ରକ

ଯାଜପୁର,୭/୮(ଏସ ଏସ ନିଉଜ) ଭାରସାମ୍ୟ ହରାଇ ସଂପ୍ରସାରଣ ରାସ୍ତା ତଳକୁ ଖସିପଡିଲା ଗୋରୁ ବୋଝେଇ ଟ୍ରକ।ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରର ବ୍ରଜନଗର ନିକଟରେ ଏହା ଘଟିଛି ।ଟ୍ରକ ଭିତରେ ଥିବା ୧୫ ଗୋରୁ ମୃତୁବାରଣ କରିଥିବାବେଳେ ଦୃଘଟଣା ଘଟାଇ ଟ୍ରକ ଚାଳକ ଫେରାର ହୋଇଯାଇଛି।

କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର,୭/୮(ଏସ ଏସ ନିଉଜ)ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ।୪୮ ଘଣ୍ଟା ଭିତରେ ଅବପାତର ରୂପ ନେବା ସମ୍ଭାବନା ରହିଛି ।ଏଥିପାଇଁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଲାଗି ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।କଳାହାଣ୍ଡି, ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ମହିଳାହକିରେ ଭାରତକୁ ବ୍ରୋଞ୍ଜ ଓ ବକ୍ସିଂରେ ସ୍ୱର୍ଣ୍ଣ

ଭୁବନେଶ୍ୱର,୭/୮(ଏସ ଏସ ନିଉଜ)ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳାଙ୍କ ବ୍ରୋଞ୍ଜ ପଦକ ହାସଲ ହୋଇଛି। ପେନାଲ୍‌ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ । ସେହିଁଭଳି ଭାବେରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ ଭାରତ ଜିତିଲା ସ୍ୱର୍ଣ୍ଣ । ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ ।  

ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ଦାବି କଲେ ନବୀନ

ଭୁବନେଶ୍ୱର,୭/୮(ଏସଏସନିଉଜ)ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିତି ଆୟୋଗ ବୈଠକରେ ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ଦାବି କରିଛନ୍ତି ।.ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଲାଗି ଦେବା.ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ,ଅଧିକାଂଶ ଆଦିବାସୀ ଓ KBK ଜିଲ୍ଲା PMAY ରୁ ବଞ୍ଚିତ ହେଉଥିବାରୁ […]

ବାଇକଧକ୍କାରେ ୬ଆହତ

ଗଞ୍ଜାମ , ୭/୮(ଏସଏସନିଉଜ)ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସୁରମଣୀ ଗାଁ ନିକଟରେ ବାଇକ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିସ୍‌ାପାଇଁ ସୋରଡ଼ା ମେଡିକାଲରେ ଭର୍ତି କରାଯାଇଛି । ନଦୀରୁ ଗାଧୋଇ ଫେରୁଥିବା ବେଳେ ରାସ୍ତା ଉପରେ ଦ୍ରୁତ ଗତିରେ ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ୪ ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ, ବାଇକରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି ।  

ବୋହୂକୁ ପିଟିପିଟି ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା, ୭/୮(ଏସଏସନିଉଜ)ଘର ଭିତରୁ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି ।ସଦର ଥାନା ଚାନ୍ଦୋଳ ଅନନ୍ତପୁର ଗାଁର ଏକ ଘର ଭିତରୁ ଉଦ୍ଧାର ବିଭାହିତ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମହିଳାଙ୍କ ବାପଘର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଥିବାରୁ ପୋଲିସ ମହିଳାଙ୍କ ସ୍ୱାମୀ ଫେରାର, ଶାଶୁ ଓ ଶ୍ୱଶୁର ଥାନାରେ ଅଟକ ରଖିଛି ।

ମାନସିକ ଚାପରେ ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର, ୭/୮(ଏସଏସନିଉଜ) ମାନସିକ ଚାପ ନେଲା ନବବଧୂର ଜୀବନ । ମଳୟବିହାର ଏକ ଭଡାଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ ।ମାନସିକ ଓ ଶାରୀରିକ ନିର‌୍ୟାତନା ସହି ନପାରି ଆତ୍ମହତ୍ୟା କରିଥିବାର ନବବଧୂଙ୍କ ପରିବାର ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ଆରମ୍ଭ କରିଛି । ୨୦୨୨ଜୁନ ୮ ତାରିଖରେ ।ଜିଜିପି କଲୋନୀରେ ଏକ ଭଡାଘରେ ରହୁଥିବା ପ୍ରଜ୍ଞା ପଟିଆଗ୍ରାମର ପ୍ରଶାନ୍ତପାତ୍ରନାମକ ଯୁବକକୁ ବୈଦିକ ରିତୀରେ […]