Browsing daily archive

August 24, 2022

ବିଗ ବି ଅମିତାଭ ବଚ୍ଚନଙ୍କୁ ପୁଣି କରୋନା

ଭୁବନେଶ୍ୱର,୨୪/୮(ଏସଏସନିଉଜ) ଦ୍ୱିତୀୟ ଥର ପାଇଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ।ସେ ଟୁଇଟ କରି ସୁଚନା ଦେଇଛନ୍ତି ।ଏହାସହ ତାଙ୍କ ସହ ଯେଉଁମାନେ ମିଶିଛନ୍ତି ଦୟାକରି ପରୀକ୍ଷାକରାଇନେବାକୁ ପରାମର୍ଶ ଦେଇଛନ୍ତି । ଜୁଲାଇ, ୨୦୨୦ରେ ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଥିଲେ ।ସେହିସମୟରେ ତାଙ୍କ ପୁଅ ଅଭିଶେକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଥିଲେ । ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ନାନାବତୀ ଡାକ୍ତରଖାନାରେ ଚିକିସ୍‌ିତ ହୋଇଥିଲେ ।ସେଠାରେ ସେ ଦୁଇ ସପ୍ତାହରୁ […]

ମେଘନା ରାଜ ପୁଣି ବିବାହ କରିବେ କି?

ଭୁବନେଶ୍ୱର,୨୪/୮(ଏସଏସନିଉଜ)ଅଭିନେତ୍ରୀ ମେଘନା ରାଜଙ୍କ ସ୍ୱାମୀ ତଥା ଅଭିନେତା ଚିରଞ୍ଜୀବୀ ସରଜାଙ୍କ ୨୦୨୦ଜୁନ୭ତାରିଖରେ ଦେହାନ୍ତ ପରେ ମେଘନା ରାଜ ପୁଣି ଦ୍ୱିତୀୟ ଥର ବିବାହ କରିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।ସ୍ୱାମୀଙ୍କ ଦେହାନ୍ତପରେ ମେଘନା ରାଜଙ୍କର ଦୁଇ ବର୍ଷ କଷ୍ଟରେ କଟିଥିଲା ।୩୯ ବର୍ଷ ବୟସରେ ହୃଦଘାତରେ ପୀଡିତ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ତାଙ୍କ ସ୍ୱାମୀ । ସେସମୟରେ ମେଘନା ସେମାନଙ୍କର ପ୍ରଥମ ସନ୍ତାନ ସହିତ ପାଞ୍ଚ ମାସ ଗର୍ଭବତୀ ହୋଇଥିଲେ।ନିକଟରେ […]