Browsing daily archive

September 27, 2022

ପିଲା ଚୋରିକରିଥିବା ମହିଳା ଅଟକ

କଟକ,୨୭/୯(ଏସଏସ ନିଉଜ)କଟକ SCBରୁ ପିଲା ଚୋରି ଘଟଣାରେ ସମ୍ପୃକ୍ତ ମହିଳା ଅଟକ ରହିଥିବାର ଜଣାପଡିଛି।ଚୋରି ହୋଇଥିବା ନବଜାତକୁ ଫେରାଇବାକୁ ଆସିଥିବା ପ୍ରତାପନଗରୀ ଅଞ୍ଚଳର ମହିଳାଜଣଙ୍କ ଅଟକ ହୋଇଛନ୍ତି।ଭୁଲ ବଶତଃ ଜନ୍ମିତ ପୁଅ ବଦଳରେ ଝିଅ ନେଇଥିବା କଥାକୁ ସ୍ୱୀକାର କରିଥିବା ବେଳେ ମହିଳାଙ୍କ କଥାକୁ ମେଡିକାଲ ପ୍ରଶାସନିକ ଅଧିକାରୀ ଅସ୍ୱୀକାର କରିଛନ୍ତି।ସମ୍ପୃକ୍ତ ମହିଳା ଜଣଙ୍କ SCBରେ ଆଡମିଶନ ହୋଇ ପ୍ରସବ କରି ନଥିବାବେଳେ ମହିଳା ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ନେଇ ଥିବାର ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ […]

ଏନଡିଆରଏଫରେ ସ୍ପୋର୍ଟସ ପ୍ରତିଯୋଗିତା ଉଦଯାପିତ

ବାରଙ୍ଗ,୨୬/୯(ଡିଏନଏ) ମୁଣ୍ଡଳିସ୍ଥତ ଏନଡିଆରଏଫର ତୃତୀୟବାଟାଲିଅନ କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଥିବା ତୃତୀୟତମଇଣ୍ଟର ବ୍ୟାଟାଲିଅନ୍ ଜୋନାଲ୍ ସ୍ପୋର୍ଟସ୍ ପ୍ରତିଯୋଗିତା ସୋମବାରଦିନ ଉଦଯାପିତ ହୋଇଯାଇଛି । ସିନିୟର କମାଣ୍ଡାଣ୍ଟ ଶ୍ରୀ ଯାଦବ କିସପୋଟା ମୁଖ୍ୟଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦ୍‌ଯାପିତ କରିଛନ୍ତି । ଏହି କ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ଏନଡିଆରଏଫ୍ ବାଟାଲିୟନର ପ୍ରାୟ ୧୨୦ଜଣ ସିପାହୀ ଅଂଶଗ୍ରହଣ କରିଥିଲେ ।ସେଥିମଧ୍ୟରେ ମୁଣ୍ଡଳିଏନ୍‌ଡିଆରଏଫ୍‌,ତାମିଲନାଡୁର ୪ର୍ଥବାଟାଲି ଅନ,ମହାରାଷ୍ଟ୍ରର ୫ମବାଟାଲିଅନ,ଆଦ୍ଧ୍‌ପ୍ରଦେଶର ୧୦ମବାଟାଲିଅନରୁ ସିପାହୀମାନେ ଯୋଗଦେଥିଲେ ।ଏହିଅବସରରେ ସିନିୟର କମାଣ୍ଡାଣ୍ଟ ଶ୍ରୀ ଯାଦବ ସମସ୍ତ ଅଂଶଗ୍ରହଣକାରୀଙ୍କୁ […]