ପିଲା ଚୋରିକରିଥିବା ମହିଳା ଅଟକ

କଟକ,୨୭/୯(ଏସଏସ ନିଉଜ)କଟକ SCBରୁ ପିଲା ଚୋରି ଘଟଣାରେ ସମ୍ପୃକ୍ତ ମହିଳା ଅଟକ ରହିଥିବାର ଜଣାପଡିଛି।ଚୋରି ହୋଇଥିବା ନବଜାତକୁ ଫେରାଇବାକୁ ଆସିଥିବା ପ୍ରତାପନଗରୀ ଅଞ୍ଚଳର ମହିଳାଜଣଙ୍କ ଅଟକ ହୋଇଛନ୍ତି।ଭୁଲ ବଶତଃ ଜନ୍ମିତ ପୁଅ ବଦଳରେ ଝିଅ ନେଇଥିବା କଥାକୁ ସ୍ୱୀକାର କରିଥିବା ବେଳେ ମହିଳାଙ୍କ କଥାକୁ ମେଡିକାଲ ପ୍ରଶାସନିକ ଅଧିକାରୀ ଅସ୍ୱୀକାର କରିଛନ୍ତି।ସମ୍ପୃକ୍ତ ମହିଳା ଜଣଙ୍କ SCBରେ ଆଡମିଶନ ହୋଇ ପ୍ରସବ କରି ନଥିବାବେଳେ ମହିଳା ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ନେଇ ଥିବାର ପ୍ରାଥମିକ ତଦନ୍ତରୁ
ପୋଲିସ ଜାଣିବାକୁ ପାଇଛି।

Comments (0)
Add Comment