ଆଜିର ରାଶିଫଳ
ଅଶ୍ଵପଞ୍ଚମୀ,୨୦୨୨ ମସିହା ସେପ୍ଟେମ୍ବର ମାସ ୧୪ ତାରିଖ (ବୁଧବାର)ଆଶ୍ଵିନମାସ –କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ଦିବା ଘ୧୦/୧୭ ପର୍ୟ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୩୦ ,ସୂର୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୪୭/୩୪ ,କର୍କଟରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ପଞ୍ଚମୀର ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ମୂଳା ଦିବା ଘ୧୦/୧୭ ଗତେ ବେଲ ଭକ୍ଷଣ ନିଷେଧ । ମେଷ-ମେଷ ଲୋକଙ୍କ ପାଇଁ ଆଜି ବହୁତ ଶୁଭଦିନ । କାର୍ଯ୍ୟରେ ନିରନ୍ତର ସଫଳତା ହାସଲହେବ । କ୍ୟାରିୟରକ୍ଷେତ୍ରରେ ଆଗକୁ ଯିବାର ଉପାୟ ଅଛି […]