୧୮ରେ ଆଉଏକ ଲଘୁଚାପ

ଭୁବନେଶ୍ୱର,୧୩/୯(ଏସଏସ ନିଉଜ)୧୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ଦେଖଦେଇଛି।ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୧୮ରୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ।ଆଜିଠୁ କମିବ ବର୍ଷାର ପରିମାଣ ।ଲଘୁଚାପ ମଧ୍ୟପ୍ରଦେଶ ଆଡକୁ ଯିବା ପରେ କମିଲା ପ୍ରଭାବ।
ଆଜିଠାରୁ ରାଜ୍ୟରେ କମିବ ଲଘୁଚାପ ବର୍ଷାର ପରିମାଣ।
ସକ୍ରିୟ ମୌସୁମୀ ଯୋଗୁଁ ୨ ଦିନ ଯାଏଁ କିଛି ଅଞ୍ଚଳରେ ବର୍ଷା ହୋଇପାରେ ।

Comments (0)
Add Comment