Browsing yearly archive

2022

୩ ସହରରେ ଲାଗିଲା ଲକଡାଉନ

  ଭୁବନେଶ୍ୱର, ୧୩/୩(ଏସ ଏସ ନିଉଜ)କରୋନା ପୁଣି ତାର କରାଳ ରୂପ ଚୀନ୍‌ରେ ଦେଖାଇଛି ।ଦକ୍ଷିଣ ଚୀନର ବୈଷୟିକ ହବ ଭାବେ ବେଶ ପରିଚିତ ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି ।ଏହାସହ ଶାଂଡୋଙ୍ଗ ପ୍ରାନ୍ତର ଚୁଚେଙ୍ଗ ଏବେ ଲକଡାଉନରେ ରହିଛି।ଫଳରେ ସହରରେ ବସବାସ କରୁଥିବା ପାଖାପାଖି ୧କୋଟି ୭୦ ଲକ୍ଷ ଲୋକେ ଘରେ କବାଟ କିଳି ରହିବାକୁ ବାଧ୍ୟ ହୋଇଛନ୍ତି। ସେପଟେ ଚୀନ୍‌ର ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି। […]

ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଦୁଇ ଯୁବକ

ଖୁଣ୍ଟୁଣୀ, ୧୩/୩ ( ଏସ ଏସ ନିଉଜ) ଶନିବାର ରାତିରେ ଜଣେ ବିବାହିତ ମହିଳା ଘରେ ଏକୁଟିଆ ଥିବାବେଳେ ଦୁଇ ଯୁବକ ଘରେ ପଶି ବଳାତ୍କାର ଉଦ୍ୟମ କରିଥିବାର ଅଭିଯୋଗ ଗୁରୁଡ଼ିଝାଟିଆ ଥାନାରେ ହୋଇଥିଲା। ଏହି ଘଟଣା କୋଲଥପଙ୍ଗି ଗ୍ରାମରେ ଘଟିଥିଲା ।ମହିଳାଙ୍କ ସ୍ୱାମୀ ନିକଟସ୍ଥ ଏକ କାରଖାନାରେ କାର୍ଯ୍ୟ କରୁଥିବାରୁ ସେ କୋଲଥପଙ୍ଗି ଗ୍ରାମରେ ଭଡାରେ ରହୁଛନ୍ତି । ଶନିବାର ତାଙ୍କ ସ୍ୱାମୀ କାରଖାନାକୁ ଯାଇଥିବା ବେଳେ ଯୁବକ ଦୁଇଜଣ ମହିଳାଙ୍କୁ ଏକାକୀ ଦେଖି ତା […]

ଖାକିରେ ଲାଗିଲା ଦାଗ

ମାଲକାନଗିରି,୧୩/୩(ଏସଏସନିଉଜ) ପୁଣି ଖାକିରେ ଲାଗିଲା ଦାଗ ।ମାଲକାନଗିରିରେ ଏହିପରି ଘଟଣା ଘଟିଛି । ଗଂଜେଇ ମାଫିଆଙ୍କ ସହ ମିଶି ଗଂଜେଇ ବେପାରରେ ସହେଯାଗ କରିିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ପୁଲିସ ଜଣେ ପୁଲିସ ଏଏସଆଇ ସମେତ ତିନି ଜଣ ଯୁବକକୁ ଗିରଫ କରିଛି। ଏମାନଙ୍କ ଠାରୁ ୪୨୦ କିଲୋ ଗଂଜେଇ ସହ ୧୦ ହଜାର ଟଂକା ନଗଦ,ଗୋଟିଏ ଲ୍ୟାପଟପ,ଗୋଟିଏ କାର,ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଛି।ସେମାନେ ହେଲେ ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର […]

ପୁଣି ମୂର୍ତ୍ତି ଚୋରି

ପୁରୀ, ୧୩/୩(ଏସଏସନିଉଜ) ବୀରନରସିଂହପୁରର ଗୋପୀନାଥଙ୍କ ମନ୍ଦିର ଗ୍ରିଲ୍ କାଟି ଦୁର୍ବୃତ୍ତମାନେ ଗୋପୀନାଥଙ୍କ ଚଳନ୍ତି ପ୍ରତିମା, ବାବା ଲୋକନାଥ, ଦୋଳଗୋବିନ୍ଦ, ମା’ ବନଦୁର୍ଗା ଓ କନକ ଦୁର୍ଗାଙ୍କ ୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେଇଥିବାନେଇ ପୁଜକ ବିଜୟାନନ୍ଦ ପଣ୍ଡା ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତେବେ ଚୋରୀ ହୋଇଥିବା ଅଷ୍ଟଧାତୁ ମୂର୍ତ୍ତିର ଓଜନ ଦେଢ଼ ଟନ୍‌ରୁ ଅଧିକ ଓ ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଖବର ପାଇ ଥାନା ଅଧରକାରୀଙ୍କ ସହ ଏସ୍‌ଡିପିଓ […]

ଆସିକାରେ ରକ୍ତାକ୍ତ ସଂଘର୍ଷ

ଆସିକା, ୧୩/୩(ଏସଏସନିଉଜ) ଗଞ୍ଜାମ ଜିଲ୍ଲା ଆସ୍କାରେ ନିର୍ବାଚନର ପରବର୍ତ୍ତୀ ସମୟରେ ରକ୍ତପାତ ଘଟିଛି । ନିର୍ବାଚନରେ ପରାଜିତ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବିଜୟୀ ଗୋଷ୍ଠୀ ଜଣେ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଗାଙ୍ଗପୁର ଥାନା ଅଧୀନ କେନ୍ଦୁପଦର ଗ୍ରାମ‌ରେ ଶନିବାର ରାତିରେ ଏପରି ଘଟିଛି ।ଏହି ଆକ୍ରମଣରେ ଅବିନାଶ ବରାଡ଼, ଦୁର୍ଗାପ୍ରସାଦ ପାଣିଗ୍ରାହୀ ଓ ବଳରାମ ପଲେଇ ତିନି ଜଣ ଗୁରୁତର ଆହତ ହୋଇ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ସଂକଟାପନ୍ନ ବୁଲୁ […]

ମହିଳାଙ୍କୁ ସାମର୍ଥ୍ୟ ଯୋଗାଇଦେବା ଲକ୍ଷ୍ୟରେ ଡବ୍ଲ୍ୟୁଟିସି

ଭୁବନେଶ୍ୱର,୧୨/୩(ଏସ ଏସ ନିଉଜ)ଡବ୍ଲ୍ୟୁଟିସି ଭୁବନେଶ୍ୱର ଏକ ବାଣିଜ୍ୟ ସୁବିଧାଜନକ ସଂସ୍ଥା ଭାବରେ ସକ୍ରିୟ ଭାବେ ଜଡ଼ିତ ହୋଇଅଛି ଯାହାକି ଓଡ଼ିଶାର ବିଶ୍ୱବ୍ୟାପୀ ପ୍ରୋତ୍ସାହନ ଦେବା ସହିତ ଏମଏସଏମଇଗୁଡ଼ିକୁ ସ୍ଥାନୀୟ ଭାବେ ଆବଶ୍ୟକୀୟ ସାମର୍ଥ୍ୟ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛି | ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ଏହିପରି MSME DI ସହିତ ମିଳିତ ଭାବରେ କଟକ ରେ 11 ମାର୍ଚ୍ଚ 2022 ରେ IDCO ଟାୱାରରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । […]

ବାଣପୁର ଏନଏସି ଅଞ୍ଚଳରେ ୧୪୪

ବାଣପୁର,୧୨/୩(ଏସଏସନିଉଜ)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାପରେ ଉତ୍ତେଜନା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବାର ସୁଚନା ଦେବାସହ ସନ୍ଧ୍ୟା ୬ଟା ପରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ ପରାମର୍ଶ ଦେଇଛନ୍ତି ।ଏହି ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ, ୧୫ ଜଣ […]

ହଟିଲା କଟକଣା, ରବିବାର ବି ଜଗାଦର୍ଶନ

ପୁରୀ, ୧୨/୩(ଏସଏସନିଉଜ) ମାର୍ଚ୍ଚ ୨୦ରୁ ରବିବାର ବି ଶ୍ରୀମନ୍ଦିର ଖୋଲା ରହିବ । ସାଧାରଣ ଭକ୍ତ ସବୁଦିନ ଭଳି ରବିବାର ଦିନ ବି ଜଗା ଦର୍ଶନ କରିପାରିବେ । କରୋନା ପାଇଁ ଲାଗିଥିବା କଟକଣାକୁ ହଟାଯାଇଛି ।ଏହାଫଳରେ ମଙ୍ଗଳ ଆଳତୀରୁ ପହୁଡ଼ ପର୍ଯ୍ୟନ୍ତ ଭକ୍ତଙ୍କୁ ମିଳିବ ଦର୍ଶନ। ବଡ଼ସିଂହାର ବେଶ ଦର୍ଶନ କରି ପାରିବେ ଭକ୍ତ । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଛତିଶା ନିଯୋଗ ବୈଠକରେ ରବିବାର ଦିନ ମଧ୍ୟ ଜଗାଦର୍ଶନକୁ ଅନୁମତି ଦେବାକୁ ଛତିଶାନିଯୋଗ […]

ଉଦ୍ଧାର ବଜ୍ରକାପ୍ତା ଓ ଶାବକ ନନ୍ଦନକାନନ ଆସିଲା

ବାରଙ୍ଗ,୧୨/୩(ଏସ ଏସ ନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିଲା ଦେଓଗଡ଼ରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଓ ଶାବକ।ଗତ ୭ ତାରିଖରେ ଦେଓଗଡ଼ ଜିଲ୍ଲା ବାରାକୋଟ ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଖବର ପାଇ ଦେଓଗଡ଼ ପୋଲିସ ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲା।ଉଦ୍ଧାର ପରଦିନ ଅର୍ଥାତ ୮ ତାରିଖ ଦିନ ଉକ୍ତ ବଜ୍ରକାପ୍ତାଟି ଏକ ଶାବକ ଜନ୍ମ ଦେଇଥିଲା।ମା ଓ ଶାବକର ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଦେଓଗଡ […]

ବାରଙ୍ଗରୁ ସାବିତ୍ରୀ ଓ ଭୁବନେଶ୍ୱରରୁ ନିରୁପମା ହେଲେ ବ୍ଲକ ଅଧକ୍ଷ

ଭୁବନେଶ୍ୱର,୧୨/୩(ଏସ ଏସ ନିଉଜ) ଭୁବନେଶ୍ୱର ବ୍ଲକର ଅଧ୍ୟକ୍ଷ ଅପ୍ରତିଦ୍ବନ୍ଦି ଭାବେ ଇଟିପୁର ପଞ୍ଚାୟତର ସମିତି ସଭ୍ୟା ନିରୁପମା ସାହୁ ନିର୍ବାଚିତ ହୋଇଥିବାର ଜଣାପଡିଛି।ବାରଙ୍ଗ ବ୍ଳକର ଅଧ୍ୟକ୍ଷ ହେଲେ ସାବିତ୍ରୀ ଦଳେଇ।ବାରଙ୍ଗ ବ୍ଲକ ଅକ୍ତିଆର କରିଛି ବିଜେଡି। ନାରାଜ ମାର୍ଥାପୁର ଗ୍ରାମ ପଞ୍ଚୟତର ସମିତି ସଭ୍ୟା ସାବିତ୍ରୀ ଦଳାଇ ହେଲେ ବାରଙ୍ଗ ବ୍ଲକ ଅଧ୍ୟକ୍ଷା । ସେ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବାର ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି ।ସେହିଭଳିଭାବେ କୁରୁଞ୍ଜିପୁର ପଞ୍ଚାୟତର […]