ଆଜିର ରାଶିଫଳ
୨୩-୧-୨୦୨୩(ସୋମବାର) ସନ୍ଧ୍ୟା ଘ୬।୪୯ ଗତେ ଅଗ୍ନିକୋଣେ । ଯାତ୍ରା ନାସ୍ତି । ଦେବତାଗଠନ,ନୌକାଗଠନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ,ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ସିଂହ ରାଶିର ଘାତଚନ୍ଦ୍ର । ରାତ୍ରି ଘ୧।୭ ଗତେ ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୨।୨୩ ଗତେ […]