ସ୍ତ୍ରୀକୁ ପନିକିରେ ହାଣି ସ୍ୱାମୀ ଫେରାର
ଯାଜପୁର,୨୨।୨(ଏସଏସ ନିଉଜ) ସ୍ତ୍ରୀକୁ ପନିକିରେ ହାଣି ସ୍ୱାମୀ ଫେରାର ହୋଇଯାଇଛି। ମଙ୍ଗଳପୁରଥାନା ହେମତପୁର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚିବାସହ ଛାନଭିନ୍ ଆରମ୍ଭ କରିଛି।
Browsing monthly archive
ଯାଜପୁର,୨୨।୨(ଏସଏସ ନିଉଜ) ସ୍ତ୍ରୀକୁ ପନିକିରେ ହାଣି ସ୍ୱାମୀ ଫେରାର ହୋଇଯାଇଛି। ମଙ୍ଗଳପୁରଥାନା ହେମତପୁର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚିବାସହ ଛାନଭିନ୍ ଆରମ୍ଭ କରିଛି।
ମାଲକାନଗିରି,୨୨।୨(ଏସଏସ ନିଉଜ)ମାଲକାନଗିରି SP ଅଫିସ ପାଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳାପତାକା ପ୍ରଦର୍ଶନ କଲେ ଯୁବ କଂଗ୍ରେସକର୍ମୀ। ମାଲକାନଗିରି କଲେଜ ବାର୍ଷିକ ଉତ୍ସବକୁ ଗଲାବେଳେ ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି।
ସାଲେପୁର,୨୨।୨(ଏସଏସ ନିଉଜ) ବୁଡ଼ିଯାଇ ବଡ଼ଭଉଣୀ ମୃତୁବରଣ କରିଥିବାବେଳେ ସାନଭଉଣୀ ଉଦ୍ଧାର ହୋଇଛି।ନିଶ୍ଚିନ୍ତକୋଇଲି ଥାନା ସାଧକ ନଗରଗାଁରେ ଏକାଦଶାହ ଶୁଦ୍ଧି କ୍ରିୟା ବେଳେ ଏହି ଅଘଟଣ ଘଟିଛି।
ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ଥାନାIICଙ୍କ ବିରୋଧରେ SIଙ୍କ ଅଭିଯୋଗIICଙ୍କ ବ୍ୟବହାରରେ ଅତିଷ୍ଠ ହୋଇ SI ଚାକିରିରୁ ଅବସର ପାଇଁ ଆବେଦନ କରିଛନ୍ତି।ଧର୍ମଶାଳା SI ରାଧାନାଥ ଦାଶ ଯାଜପୁର SPଙ୍କୁ ଆବେଦନ କରିଚନୀ।IIC ରାକେଶ ତ୍ରିପାଠୀଙ୍କ ନାଁରେ SI ରାଧାନାଥଙ୍କ ଅଭିଯୋଗ କରିଛନ୍ତି।IIC ରାକେଶ SI ରାଧାନାଥଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।ଅଧିକ କର୍ମଚାପ ସୃଷ୍ଟି ସହ ଛୁଟି ଦେଉନଥିଲେIIC ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ସୋର,୨୨।୨(ଏସଏସ ନିଉଜ)ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଅସୁସ୍ଥ ହୋଇପଡିଛନ୍ତି।୫ ଅସୁସ୍ଥ ଅନ୍ତେବାସୀଙ୍କୁ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।ବାଲେଶ୍ୱରରେ ଚିକିତ୍ସାଧୀନ ଅସୁସ୍ଥ ଅନ୍ତେବାସୀଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।ସୋର ମେଡିକାଲ୍ରେ ୧୪ ଅନ୍ତେବାସୀ ଙ୍କର ଚାଲିଛି ଚିକିତ୍ସା।କନ୍ୟାଶ୍ରମରେ ଆଉ କିଛି ଅସୁସ୍ଥଙ୍କ ଚିକିତ୍ସା ହେଉଥିବା ବେଳେ
ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ବାମରା ଷ୍ଟେସନ୍ରେ ଏକ୍ସପ୍ରେସ୍ ରହଣି ଦାବିରେ ରେଳରୋକ ହୋଇଛି।ପୂର୍ବରୁ ରହୁଥିବା ଏକ୍ସପ୍ରେସ୍ ପୁନର୍ବାର ରହଣି ଦାବିରେ ଆନ୍ଦୋଳନ କରାଯାଇଛି।ବାମରା ରେଳ କ୍ରିୟାନୁଷ୍ଠାନ କମିଟିପକ୍ଷରୁ ସକାଳ୬ରୁ ଆନ୍ଦୋଳନ ଆରମ୍ଭ ହୋଇଛି।ରେଳଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳାଙ୍କ ଧାରଣାରେ ବସିଛନ୍ତି।
ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଅଧିବେଶନ ଆରମ୍ଭରୁ ପ୍ରବଳ ହତଗୋଳ ସାଙ୍ଗକୁ ପ୍ରତିବାଦ କରାଯାଇଛି । ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଏହି ପ୍ରତିବାଦ କରାଯାଇଛି।ଯାହାଫଳରେ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ କରିବାକୁ ପଡିଥିଲା ।
ପ୍ରେବୃଆରୀମାସ ୨୨ତାରିଖ ୨୦୨୩ମସିହା(ବୁଧବାର) ଫାଲଗୁନମାସ-ଶୁକ୍ଳପକ୍ଷ,ତିଥି- ତୃତୀୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/ ୦୯, ଧନୁରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ପୋଟଳ ଭକ୍ଷଣ ନିଷେଧ। 🐏ମେଷ-ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟର ଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି। 🐮ବୃଷ-କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ ଶୁଣନ୍ତୁ। ଅଫିସରେ […]
୨୧-୨-୨୦୨୩(ମଙ୍ଗଳବାର)ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ମୀନ ମେଷ ବୃଷ ମିଥୁନ କନ୍ୟା ତୁଳା ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର ।ମକର ରାଶିର ଘାତବାର । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କୁଷ୍ମାଣ୍ଡ ଦିବା ଘ୯।୨୩ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ ।ଆଜିର ରାଶିଫଳ ମେଷ:-ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର […]
ବାରଙ୍ଗ,୨୦।୨(ଏସଏସ ନିଉଜ)ଗାଡ଼ି ଚୋରି କରିଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ସୋମବାର ଦିନ ଦୁଇଜଣ ଗାଡି ଚୋରକୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ହେଲେ ବଡମ୍ବା ଅଞ୍ଚଳର ବିଜୟ ପ୍ରଧାନ (୨୧) ଓ ରଞ୍ଜିତ ବାରିକ (୨୦)। ସେମାନଙ୍କଠାରୁ ୫ଟି ଚୋରା ବାଇକକୁ ଜବତ କରିବା ସହିତ ୭ଟି ବିଭିନ୍ନ ଗାଡ଼ିର ଚାବିକୁ ଜବତ କରି କୋର୍ଟ ଚାଲାଣ କରିଛି । ପ୍ରକାଶଯେ , ଗଞ୍ଜାମ ଅଞ୍ଚଳର ଦିପୁ ପ୍ରଧାନ ତ୍ରିଶୁଲିଆ ଛକରେ କିଛି କାମରେ ଆସିଥିବା ବେଳେ […]