ଆଜିର ରାଶିଫଳ
୨୦-୨-୨୦୨୩(ସୋମବାର)କୁମ୍ଭ ଦି୮ନ,ଅମାବାସ୍ଯା ଦ୧୬। ମିଥୁନ ଓ ମୀନରାଶିମାନଙ୍କର ଘାତଚନ୍ଦ୍ର। ମିଥୁନରାଶିର ଘାତବାର ।ଅମାବାସ୍ୟାର ସାମ୍ବସ୍ଥରିକଶ୍ରାଦ୍ଧ ମହାଳୟା ବିଧିରେ ହେବ । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ସ୍ତ୍ରୀ ତୈଳ ବର୍ଜନ । ମତ୍ସ୍ୟ ମାଂସ ଦିବା ଘ୧୨।୫୦ ଗତେ ପାଣି କଖାରୁ ଭକ୍ଷଣ ନିଷେଧ । ଅମାବାସ୍ୟା କୃତ୍ୟ । ମେଷ:-ପୂଜାପାଠରେ ସମୟ ବିତିବ। ଆପଣ ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ବଡ଼ ମାନଙ୍କର ସାହାଯ୍ୟ ପାଇବେ। ବୃଷ:-ଶାରୀରିକ ଦୃଷ୍ଟିରୁ ଆପଣ […]