ହାତୀ ଦଳିଦେଲା!

ଢେଙ୍କାନାଳ,୧୮।୨(ଏସଏସ ନିଉଜ)ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ସଦର ରେଞ୍ଜ୍‌ କାକୁଡ଼ିଭାଗ ଗାଁର ବୋଲି ଜଣାପଡିଛି।

Comments (0)
Add Comment