କାନ୍ଥ ଭୁଶୁଡ଼ି ୪ଶିଶୁ ଆହତ !

ଭଞ୍ଜନଗର,୧୯।୨(ଏସଏସ ନିଉଜ)ପରିତ୍ୟକ୍ତଘର କାନ୍ଥ ଭୁଶୁଡ଼ି ୪ଜଣ ଶିଶୁ ଆହତ ହୋଇଛନ୍ତି। ଟୋକାଗଣ୍ଡା ଗାଁ ନିକଟ କୃଷ୍ଣନଗରରେ କାନ୍ଥ ଭୁଶୁଡ଼ିପଡିଛି । ଏହାଫଳରେ ଗୋଟିଏ ପରିବାରର ୩ ଭାଇଭଉଣୀ ଓ ଅନ୍ୟ ଜଣେ ଶିଶୁ ଆହତ ହୋଇଛନ୍ତି। ସମସ୍ତ ୪ ଆହତ ଶିଶୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

Comments (0)
Add Comment