Browsing monthly archive

February 2023

ଦ୍ରୁତତ୍ତମ ବ୍ୟାଟସ୍‌ମ୍ୟାନ୍‌ ହେଲେ ବିରାଟକୋହଲି

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)୨୫,୦୦୦ ଆନ୍ତର୍ଜାତିକ ରନ୍‌ ସଂଗ୍ରହ କରି ଦ୍ରୁତତ୍ତମ ବ୍ୟାଟସ୍‌ମ୍ୟାନ୍‌ ହୋଇଛନ୍ତି ବିରାଟ କୋହଲି lଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟ୍‌ର ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ଆଜି ୧୨ ରନ୍‌ ସଂଗ୍ରହ କରିବା ପରେ ଭାରତୀୟ କ୍ରିକେଟ୍‌ ଖେଳାଳି ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୫,୦୦୦ ରନ୍‌ ସମ୍ପୂର୍ଣ୍ଣ କରି ଦ୍ରୁତତ୍ତମ ବ୍ୟାଟ୍‌ସ୍‌ମ୍ୟାନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି ।

ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା !

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କରଦାସଙ୍କ ବାନ୍ଧବୀ ସୋମାଲିକା ଦାଶ।ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହୋଇଛନ୍ତି। ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲିକା ପ୍ରତିକ୍ରିୟା ଦେଇଛନ୍ତି। ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି ବୋଲି କହିଛନ୍ତି।ସବୁ ପ୍ରମାଣସତ୍ତ୍ବେ ବିଜେଡିର ସଦସ୍ୟଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି। ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା ବୋଲି ସୋମାଲିକା କହିଛନ୍ତି।

ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ,୧୯।୨(ଏସଏସ ନିଉଜ)ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କର ମୃତୁ ଘଟିଛି।ବିଳମ୍ବିତ ରାତିରେ ବନ୍ତଳାଥାନା ଖାଲଗାଁ ନିକଟରେ ଦୁର୍ଘଟଣା ଘଟିଛି। ଅଟୋରେ ୩ ଜଣ କୁଲାସିଂହା ଫେରିଲା ବେଳେ ଦୁର୍ଘଟଣା ହୋଇଛି। ଏକ ହାଇୱା ଧକ୍କାଦେଇ ଘଟଣାସ୍ଥଳରୁ ପଳାଇଥିବା ସୂଚନା ମିଳିଛି।

ପପୁ ପମପମକୁ ପଥରମାଡ

ଗଞ୍ଜାମ,୧୯।୨(ଏସଏସ ନିଉଜ)ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଆସି ହଟହଟା ହେଲେ କମେଡିକିଙ୍ଗ ପପୁ ପମପମ୍ ।ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାଥାନା ଅନ୍ତର୍ଗତ ଚିକିଟିବ୍ଳକର ସୋରଳ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା lତେବେ ଅଭିନେତା ପପୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ପଥରମାଡରେ ଦେଢଲକ୍ଷ ଟଙ୍କାର ଡିସପ୍ଲେ ବୋର୍ଡ ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡିଛି ।

ବର୍ଷକଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା lଆଜି ଝାରବନ୍ଧରେ ଆୟୋଜିତ ସାଧାରଣସଭାକୁ ଉଦବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ l ସେହିପରି ପଦମପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ ୯୦ କୋଟିଟଙ୍କା ମଂଜୁର କରିଛନ୍ତି l

ଆଜିର ରାଶିଫଳ

୧୯-୨-୨୦୨୩(ରବିବାର)ଚତୁର୍ଦ୍ଦଶୀ , ମେଷ ବୃଷ ସିଂହ କନ୍ୟା ବିଛା ଧନୁ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମିଥୁନ ଓ ମୀନ ରାଶିମାନଙ୍କର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୩୪ ଗତେ ଘ୧।୨୬ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୩୪ ଗତେ ଘ୩।୮ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବିରି ଦିବା ଘ୪।୨୭ ଗତେ ସ୍ତ୍ରୀ ତୈଳ ବର୍ଜନ […]