ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା !

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କରଦାସଙ୍କ ବାନ୍ଧବୀ ସୋମାଲିକା ଦାଶ।ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହୋଇଛନ୍ତି। ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲିକା ପ୍ରତିକ୍ରିୟା ଦେଇଛନ୍ତି। ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି ବୋଲି କହିଛନ୍ତି।ସବୁ ପ୍ରମାଣସତ୍ତ୍ବେ ବିଜେଡିର ସଦସ୍ୟଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି। ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା ବୋଲି ସୋମାଲିକା କହିଛନ୍ତି।

Comments (0)
Add Comment