ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ,୧୯।୨(ଏସଏସ ନିଉଜ)ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କର ମୃତୁ ଘଟିଛି।ବିଳମ୍ବିତ ରାତିରେ ବନ୍ତଳାଥାନା ଖାଲଗାଁ ନିକଟରେ ଦୁର୍ଘଟଣା ଘଟିଛି। ଅଟୋରେ ୩ ଜଣ କୁଲାସିଂହା ଫେରିଲା ବେଳେ ଦୁର୍ଘଟଣା ହୋଇଛି। ଏକ ହାଇୱା ଧକ୍କାଦେଇ ଘଟଣାସ୍ଥଳରୁ ପଳାଇଥିବା ସୂଚନା ମିଳିଛି।

Comments (0)
Add Comment