ପିକଅପ୍‌କୁ ଧକ୍କା ଦେଲା ବାଇକ

ରାୟଗଡ଼ା,୧୯ା୨(ଏସଏସନିଉଜ) ପିକଅପ୍‌କୁ ଧକ୍କା ଦେଇଛି ବାଇକ ।ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁଘଟିଛି । ଚାନ୍ଦିଲିଥାନା ଜେପିପଡ଼ାବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ୨ଜଣମୃତକ କଳାହାଣ୍ଡି ଥୁ. ରାମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

 

Comments (0)
Add Comment