ପିକଅପ୍‌କୁ ଧକ୍କା ଦେଲା ବାଇକ

0 138

ରାୟଗଡ଼ା,୧୯ା୨(ଏସଏସନିଉଜ) ପିକଅପ୍‌କୁ ଧକ୍କା ଦେଇଛି ବାଇକ ।ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁଘଟିଛି । ଚାନ୍ଦିଲିଥାନା ଜେପିପଡ଼ାବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ୨ଜଣମୃତକ କଳାହାଣ୍ଡି ଥୁ. ରାମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.