ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷର ପାଲଟା ଜବାବକଲେ ଧର୍ମେନ୍ଦ୍ର

0 153

ଭୁବନେଶ୍ୱର,୧୯ା୨(ଏସଏସନିଉଜ)ବରଗଡ଼ସଭାରେ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷର ପାଲଟା ଜବାବକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନା ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ ମନକଥା ନକହି କାହା ହାତଲେଖା ପଢିବା ଭଳି ଲାଗୁଛି । ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି ଘୋଷଣାର ନିର୍ଦ୍ଧାରିତତାରିଖ ନକହିବା ପ୍ରତାରଣା ସଦୃଶ୍ୟ ନୁହେଁ କି ବୋଲି ପ୍ରଶ୍ନକରିଛନ୍ତି ।ଧର୍ମେନ୍ଦ୍ର କହିଛନ୍ତି , ‘ବରଗଡ଼ରେ ଦୁଇଟିନିର୍ବାଚନମଣ୍ଡଳୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେଇଛନ୍ତି ।ଜିଲ୍ଲାବାସୀ ଦାଦନଖଟିବାକୁ ଯାଉଛନ୍ତି । କେବେ ସମାଧାନହେବ? ବରଗଡ଼ରେ ଜଳସେଚନପ୍ରତିଶ୍ରୁତି କେବେ ପୂରଣ ହେବ? ସୋହେଲାଚାଷୀଙ୍କ ପାଇଁ ୧୦୦ଟଙ୍କା ବୋନସ୍ ଦେଇଛନ୍ତି କି  ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.