କେନ୍ଦୁଝର ,୧୯ା୨(ଏସଏସନିଉଜ)ତେଲକୋଇରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀାସ୍ତ୍ରୀକୁ ଟାଙ୍ଗିଆରେହାଣି ହତ୍ୟା କରିବାପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସ୍ୱାମୀ। କେନ୍ଦୁଝର ତେଲକୋଇର ରଗଡାଗାଁରେ ଏହି ଜଘନ୍ୟହତ୍ୟକାଣ୍ଡ ଘଟିଛି। ଗାଁର ରଥୀଆ ସେଠୀ ନିଜପତ୍ନୀ ସୁଲୋଚନାକୁ ଟାଙ୍ଗିଆରେହାଣି ହତ୍ୟାକରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡନେଇ ମୃତ ମହିଳାଙ୍କପରିବାର ଯୌତୁକଜନିତ ହତ୍ୟା ଅଭିଯାଗ ଆଣିଛନ୍ତିାଖବରପାଇ ପୋଲିସ ସାଇଂଟଫିକ୍ ଟିମ୍ ଧରି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
