ମାଡି ବସିଲା ପୋଲିସ

ଉତ୍ତରପ୍ରଦେଶ ଓ ବିହାରରୁ ଆସି ଭୁବନେଶ୍ୱରରେ ଗଞ୍ଜେଇ ବେପାର

ଭୁବନେଶ୍ବର,୧୯ା୨(ଏସଏସନିଉଜ) ରାଜଧାନୀରୁ ଦୁଇ ଗଞ୍ଜେଇବେପାରୀ ଗିରଫ ହୋଇଥିବାର ସୁଚନାମିଳିଛି। ଗିରଫଅଭିଯୁକ୍ତ ଉତ୍ତରପ୍ରଦେଶ ଓ ବିହାରରୁଆସି ଭୁବନେଶ୍ୱରରେ ଗଞ୍ଜେଇବେପାର କରୁଥିଲେ। ଦୁଇଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ମାନସିଂଯାଦବ ଓ ବିହାରର ମୁକେଶକୁମାରଯାଦବ। ଏକ ସ୍ୱିଫ୍ଟ ଡିଜାୟାର ଓ ସୁଜୁକି ସିଆଜକାରରେ ଗଞ୍ଜେଇ ଚାଲାଣ କରୁଥିଲେ। ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଇଉନିଭରସିଟି ଅଫ ଟେକ୍ନୋଲୋଜି ରିସର୍ଚ୍ଚସେଣ୍ଟର ନିକଟରେ ମାଡିବସିଥିଲା ଏସଟିଏଫ୍ ଓ ଭରତପୁରଥାନା ପୁଲିସ। ଉଭୟଙ୍କ ନିକଟରୁ ୧୮୫କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକମୂଲ୍ୟ କୋଟିଏ ୮୫ ଲକ୍ଷଟଙ୍କା ବୋଲି କୁହାଯାଉଛି।

- Advertisement -

Leave A Reply

Your email address will not be published.