ଆଜିର ରାଶିଫଳ
ମାର୍ଚ୍ଚମାସ ୦୬ ତାରିଖ ୨୦୨୩ ମସିହା(ସୋମବାର) ଫାଲଗୁନମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୪/୩୮ ଗତେ ପୁର୍ଣିମା, ସୁର୍ୟୋଦୟ-ପ୍ରାତଃ ଘ୦୬/୦୭/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୪୯,ମକର ଓ କର୍କଟରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବରାହ ଦୋଳ ଓ ଓଳକଣା ମେଲଣ,ବିରି ଦିବା ଘ୦୪/୩୮ ଗତେ ଆମିଷ ଭକ୍ଷଣ ନିିଷେଧ । ମେଷ -ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ […]