ଆଜିର ରାଶିଫଳ
୨୦୨୩ମସିହା ମାର୍ଚ୍ଚମାସ ୨୫ତାରିଖ ଶୁକ୍ରବାର ,ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି-ଚତୁର୍ଥୀ ଦି୪/୧୨ ଗତେ ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃଘ୦୫/୫୦/୪୨ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୫/୨୪ ,ମେଷରାଶିର ଘାତଚନ୍ଦ୍ର ,ବୃଷ, ସିଂହ, କନ୍ୟାରାଶିର ଘାତବାର ,ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅମୃତ ବେଳା- ଘ୯/୪୯ ଗତେ ଘ୧/୧ ମଧ୍ୟେ , ରାତ୍ରି ଘ୮/୧୯ ଗତେ ଘ୧୦/୪୩ ମଧ୍ୟେ ,ରାତ୍ରି ଘ୧୨/୧୯ ଗତେ ଘ୧/୫୫ ମଧ୍ୟେ , ରାତ୍ରି ଘ୨/୪୩ ଗତେ ଘ୪/୧୯ ମଧ୍ୟେ ,ମାହେନ୍ଦ୍ରବେଳା-ନାସ୍ତି ,ମୂଳା ଦି୪/୧୨ ଗତେ ନଡ଼ିଆ ଭକ୍ଷଣ ନିଷେଧ ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। […]