ଆଜିର ରାଶିଫଳ
୨୦୨୩ ମସିହା ଅପ୍ରେଲମାସ ୪ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ଅନଙ୍ଗତ୍ରୟୋଦଶୀ, ଦୟଣାଚୋରୀ, ଶିବଦମନକଯାତ୍ରା, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ମାତାରାତାରିଣୀଯାତ୍ରା ଶେଷ, ମହାବୀରଜୟନ୍ତୀ, ମାମଙ୍ଗଳାଓଷା ଶେଷପାଳି, ସ୍ନୁହୀ ଚତୁର୍ଦ୍ଦଶୀ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୪୧/୫୭ ,ସୂର୍ଯ୍ୟାସ୍ତ-ଘ୫/୫୭/୫୧ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ତ୍ରୟୋଦଶୀ ଦିବା ଘ୮/୧୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ। ଦିବା ଘ୮/୧୮ମି ପରେ ପଶ୍ଚିମଦିଗରେ। ମଙ୍ଗଳବାର, ରିକ୍ତାତିଥି, ଶନିସପ୍ତପରେ ରବିସପ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।କର୍କଟ ଓ ମକରରାଶିର ଏବଂ ଦିବା ଘ୪/୫୫ମି ପରେ ବୃଷରାଶିର […]