ଭାତଥାଳି ଧରି ରାସ୍ତାରେ ଚାଲିଲେ ଛାତ୍ରଛାତ୍ରୀ

ବାରିପଦା,୩।୪(ଏସଏସ ନିଉଜ)ଛାତ୍ରଛାତ୍ରୀମାନେ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଭାତଥାଳି ଧରି ବ୍ଲକ ଅଫିସ ଘେରିଥିଲେ ଛାତ୍ରଛାତ୍ରୀ।
ରାସଗୋବିନ୍ଦପୁର ବିନୋଦ ରାୟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିଆରା ଭାବେ ପ୍ରତିବାଦ କରି ଧାରଣା ଦେଇଥିଲେ। ମଧ୍ୟାହ୍ନଭୋଜନ ରେ ତରକାରୀ ସରିଯିବାରୁ ପିଲାଙ୍କ ଅଭିନବ ପ୍ରତିବାଦ ହୋଇଛି।ଷଷ୍ଠ ଓ ସପ୍ତମ ଶ୍ରେଣୀର ପ୍ରାୟ୧୫ଜଣ ଛାତ୍ରଛାତ୍ରୀଙ୍କ ଧାରଣା ଦେଇଥିଲେ।ଭାତଥାଳି ଧରି ପ୍ରାୟ ୫ଶହମିଟର ଚାଲିଚାଲି ଯାଇଥିଲେ ଛାତ୍ରଛାତ୍ରୀ।

Comments (0)
Add Comment