Browsing daily archive

April 21, 2023

ଆଜିର ରାଶିଫଳ

୨୨-୪-୨୦୨୩(ଶନିବାର)ଯୋଗିନୀ ଉତ୍ତରେ ।ବିଛାରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟାରାଶିମାନଙ୍କର ଘାତବାର । ଦିବା ଘ୭।୧ ମଧ୍ୟେ ଘ୪।୨୯ ଗତେ ଘ୬।୩। ମଧ୍ୟେ କାଳବେଳା ।ରାତ୍ରି ଘ୭।୨୮ ମଧ୍ୟେ ଘ୪।୦ ଗତେ ଘ୫।୨୫ ମଧ୍ୟେ କାଳରାତ୍ରି । ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପର୍ଶୁରାମଜୟନ୍ତୀ । ବୋଇତି କଖାରୁ ଦିବା ଘ୭।୩୯ ଗତେ ପୋଟଳ ଭକ୍ଷଣ ନିଷେଧ ।ଅମୃତ – ଦିବା ଘ୯।୨୬ ଗତେ ଘ୧୨।୩୮ ମଧ୍ୟେ ରାତ୍ରି ଘ୮।୨୭ ଗତେ ଘ୧୦।୫୧ ମଧ୍ୟେ ଘ୧୨।୨୭ […]

ଧରିଲା ପୋଲିସ

ବାରଙ୍ଗ,୨୧।୪(ଏସଏସନିଉଜ)ରାମଦାସପୁର ରାଜସ୍ୱକାର୍ଯ୍ୟାଳୟଠାରୁ ମାତ୍ର କେଇହାତ ଦୁରରେ ଚାଲିଥିଲା ମୋରମଚୋରାଚାଳଣ ।ଦିନେକି ଦୁଇଦିନ ନୁହେଁ ,ଗତକିଛିମାସ ଧରି ଖୋଲାଖୋଲିଭାବେ ଚାଲିଥିଲା ଚୋରାରେ ମୋରମ ଚାଳଣ ।ସବୁଜାଣି ରାଜସ୍ୱବିଭାଗର ତଳଠାରୁ ବଡବାବୁମାନେ ଚୁପ ବସିଥିଲେ ।ଶେଷରେ ବାବୁମାନଙ୍କ ଭିତିରି କାରନାମା ଉପରୁ ପରର୍ଦା ଉଠାଇଛି ବାରଙ୍ଗ ପୋଲିସ ।ଗୁରୁବାର ବିଳମ୍ଭିତ ରାତିରେ ବାରଙ୍ଗପୋଲିସ ଚଢଉ କରି ୬ଟି ହାଇୱା, ୨ଟିଜେସିବି ମେସିନ, ଦୁଇବାଇକକୁ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି । ପ୍ରକାସଯେ, ଗତକିଛିମାସ ଧରି ଦିନରାତି ନିବିଘ୍ନରେ […]

ପୂର୍ବତନସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

କଟକ,୨୧ା୪(ଏସଏସନିଉଜ) ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ ହୋଇଛି।ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ସେ କଟକପୌରପାଳିକାର ପ୍ରାକ୍ତନଅଧ୍ୟକ୍ଷ ,ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ଅଧ୍ୟକ୍ଷ , ରାଜ୍ୟ ଅର୍ଥକମିସନର ଅଧ୍ୟକ୍ଷ ,ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ତ୍ରିଲୋଚନ କାନୁନଗୋ ଜଗତସିଂହପୁର ଲୋକସଭା ଆସନରୁ ସେ […]

ବିଦ୍ୟୁତ ନେଲା ୨ଜଣଙ୍କ ଜୀବନ

ମାଲକାନଗିରି,୨୧ା୪(ଏସଏସନିଉଜ) ବିଦ୍ୟୁତ ଆଘାତରେ ୨ ନାବାଳକ ମୃତୁବରଣ କରିଛନ୍ତି । ଚଢ଼େଇ ଧରିବାକୁ ଗଛ ଉପରେ ଚଢ଼ିଥିବା ବେଳେ ଅଘଟଣ ଘଟିଥିଲା ।ଗଛରେ ଚଢିଥିବାବେଳେ କରେଣ୍ଟ ଲାଗିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା । ୨ ମୃତକ କାଲିମେଳା ଥାନା ଉଣ୍ଡୁରୁକୁଣ୍ଡା ଗାଁର ହୋଇଥିବାବେଳେ ସେମାନଙ୍କ ବୟସ ୭ ଓ ୯ ବର୍ଷ ହେବ ବୋଲି ଜଣାପଡିଛି ।  

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ

ସାକ୍ଷୀଗୋପାଳ,୨୧ା୪(ଏସଏସନିଉଜ) ଜମ୍ମୁକାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀରଯବାନ ଦେବାଶିଷବିଶ୍ୱାଳ ସହିଦ ହୋଇଛନ୍ତି ।ଦେବାଶିଷଙ୍କ ଘର ପୁରୀଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳରେ । ଏହାଜଣାପଡିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁରାଜନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏଥିରେ ୫ଜଣ ଯବାନ […]

ଆଜିଠାରୁ ବଦଳିବ ପାଗ

ଭୁବନେଶ୍ୱର,୨୧ା୪(ଏସଏସନିଉଜଆଜିଠାରୁ ପାଗ ବଦଳିବାସହ ତାତିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଗୁରୁଚାପ ବଳୟ ପ୍ରଭାବ ହ୍ରାସ ଯୋଗୁଁ ତାପମାତ୍ରା ହ୍ରାସର ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ଆଗାମୀ ୩ରୁ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ବଢ଼ିବା ସମ୍ଭାବନା ରହିଛି ।୩ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ଆଜିଠୁ ତାତିରେ ବ୍ରେକ୍ ଲାଗିବାକୁ ଯାଉଛି । ମୁଣ୍ଡପଟା ଖରାରୁ ମିଳିବାକୁ ଯାଉଛି ଆଶ୍ବସ୍ତି ।ଯାହାଫଳରେ ପୂର୍ବରୁ ଜାରି ଥିବା ୟେଲୋ […]