ଭୁବନେଶ୍ୱର,୨୧ା୪(ଏସଏସନିଉଜଆଜିଠାରୁ ପାଗ ବଦଳିବାସହ ତାତିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ଗୁରୁଚାପ ବଳୟ ପ୍ରଭାବ ହ୍ରାସ ଯୋଗୁଁ ତାପମାତ୍ରା ହ୍ରାସର ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ଆଗାମୀ ୩ରୁ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ବଢ଼ିବା ସମ୍ଭାବନା ରହିଛି ।୩ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା ଦେଖାଦେଇଛି ।ଯାହାଫଳରେ ଆଜିଠୁ ତାତିରେ ବ୍ରେକ୍ ଲାଗିବାକୁ ଯାଉଛି । ମୁଣ୍ଡପଟା ଖରାରୁ ମିଳିବାକୁ ଯାଉଛି ଆଶ୍ବସ୍ତି ।ଯାହାଫଳରେ ପୂର୍ବରୁ ଜାରି ଥିବା ୟେଲୋ ୱାର୍ଣ୍ଣିଂ ହଟାଇ ଦିଆଯାଇଛି