Browsing daily archive

May 27, 2023

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୨୮ ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୧୮ ,ସୂର୍ଯ୍ୟାସ୍ତ- ଘ୬/୧୬/୬ ,ଜ୍ୟେଷ୍ଠ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟ ବାସ ,ତିଥି- ଅଷ୍ଟମୀ ଦିବା ଘ୧୦/୧୭ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ। ଦିବା ଘ୧୦/୧୭ମି ପରେ ପୂର୍ବ ଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି ଓ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ । ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ […]

କୁଆଖାଇରେ ବୁଡିଲେ ଦୁଇ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର,୨୭ା୫(ଏସଏସନିଉଜ)ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ସୀମାନ୍ତରେ ଥିବା ବାଲିଅନ୍ତା ଅଞ୍ଚଳର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ବୁଡ଼ିଯାଇଛନ୍ତି। ସେମାନେ ହେଉଛନ୍ତି ତମାଣ୍ଡୋର ସ୍ମୁତିସୈାରଭପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ୍ ଦାସ ବୋଲି ଜଣାପଡିଛି। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଦଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।ଏହିଦଳ ସ୍ମୃତିକୁ କୁଆଖାଇରୁ ଉଦ୍ଧାର କରିବା ସହ ଖୋଜାଖୋଜି ଚଳାଇଛନ୍ତି ।

୧୯ଦିନ ପରେ ପୋଲିସହାତରେ ଧରାପଡିଲା ସୈାମ୍ୟ

ଅନୁଗୋଳ ,୨୭ା୫(ଏସଏସନିଉଜ) ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ଘଟଣାର ୧୯ ଦିନ ପରେ ପୁଲିସ ଧରିବାରେ ସଫଳ ହୋଇଛିାଗତ ୮ତାରିଖ ସକାଳ ପ୍ରାୟ ୧୦ ଟା ବେଳର ଘଟଣା ।କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ (୧୩ବର୍ଷର ନାବାଳିକା) ଘରେ ସାନ ଭାଇ ସହ ଖେଳୁଥିଲା ।ଏହିସମୟରେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୌମ୍ୟ ରଞ୍ଜନ ଘର ଭିତରକୁ […]