Browsing monthly archive

May 2023

ଆଜିର ରାଶିଫଳ

୯-୫-୨୦୨୩(ମଙ୍ଗଳବାର)ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୬।୫୧ ଗତେ ଘ୮।୨୬ ମଧ୍ୟେ ବାରବେଳା । ଘ୧।୨୬ ଗତେ ଘ୩।୧ ମଧ୍ୟେ କାଳବେଳା । ରାତ୍ରି ଘ୭।୩୬ ଗତେ ଘ୯।୧ ମଧ୍ୟେ କାଳରାତ୍ରି । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳା ଦିବା ଘ୪।୦ ଗତେ ବେଲ ଭକ୍ଷଣ ନିଷେଧ ।ଅମୃତ –ଦିବା ଘ୭।୪୦ ଗତେ ଘ୧୦।୪ ମଧ୍ୟେ ଘ୧୨।୨୮ ଗତେ ଘ୨।୪ ମଧ୍ୟେ ଘ୨।୫୨ ଗତେ […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ ବିଶ୍ବ ରେଡକ୍ରସ୍ ଦିବସ

ଆସିକା ୮ା୫(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଯୁବରେଡକ୍ରସ୍ ଶାଖା ତରଫରୁ ବିଶ୍ବ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ଯୁବ ରେଡକ୍ରସ୍ ଉପଦେଷ୍ଟା ଦେବବ୍ରତ ସାହୁ ସଭା ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ରାଜେଶ୍ କୁମାର ସାହୁ ଉକ୍ତ ଆୟୋଜନର ସୁପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ ଆସିକା ନିକଟସ୍ଥ କୋଟିନଡା ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ କୃଷ୍ଣ ସାହା ଏବଂ ମୁଖ୍ୟ ବକ୍ତା ରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର […]

ଆଜିର ରାଶିଫଳ

୨୦୨୩ମସିହା ମଇମାସ ୮ ତାରିଖ ସୋମବାର। ସଙ୍କଟଚତୁର୍ଥୀ ବ୍ରତ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/ ୧୭/୫୭,ସୂର୍ଯ୍ୟାସ୍ତ- ଘ୬/୮/୧୭,ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ତୃତୀୟା ସନ୍ଧ୍ୟା ଘ୬/୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ସନ୍ଧ୍ୟା ଘ୬/୮ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ପାପସପ୍ତ, ମାସଦଗ୍ଧା, ଚତୁର୍ଥୀ ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବା ଘ୭/୬ମି ମଧ୍ୟେ ଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, […]

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୭ ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୨୭,ସୂର୍ଯ୍ୟାସ୍ତ- ଘ୬/୭/୫୫,ଜ୍ୟେଷ୍ଠ ମାସ,କୃଷ୍ଣପକ୍ଷ,ଆଦିତ୍ୟ ବାସ, ତିଥି- ଦ୍ବିତୀୟା,ରାତ୍ରି ଘ୮/୪ମି ପର୍ଯ୍ୟନ୍ତ, ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- (ବୋଇତାଳୁ), ଏବଂ ରାତ୍ରି ଘ୮/୪ମି ପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୭ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି=ରାତ୍ରି ଘ୧/୭ମି ରୁ ଘ୨/୨୮ମି […]

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୬ ତାରିଖ ଶନିବାର।ଦେବର୍ଷି ନାରଦ ଜୟନ୍ତୀ। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୫୮ ,ସୂର୍ଯ୍ୟାସ୍ତ- ଘ୬/୭/୩୪ ,କୃଷ୍ଣପକ୍ଷ ,ଶୌରି ବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୯/୪୪ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଶନିବାର, ଦର୍ଶତିଥି, ବ୍ୟତିପାତ ଯୋଗ, ରବିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ। ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମକର ଏହି ରାଶି ମାନଙ୍କର ଏବଂ ଦିବା ଘ୩/୫୦ମି ପରେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର […]

ବ୍ଲାକମେଲିଂ କରି ବନ୍ଧାହେଲେ ମ୍ୟାନେଜର

ମେଣ୍ଢାଶାଳ,୫ା୫(ଏସଏସନିଉଜ)ଜଣେ ଯୁବତୀକୁ ସୋସିଆଲ ମିଡିଆରୁ ଫସାଇ ତା ସହ ସର୍ମ୍ପକ ରଖି କିଛ ଅନ୍ତରଙ୍ଗ ମୁହୁର୍ତର ଫଟୋକୁ ହାତେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଓଡିଶା ମୋଟରର୍ସର ମ୍ୟାନେଜର ବିଶ୍ୱଜିତ ରାଉତଙ୍କୁ ଚନ୍ଦକାଥାନା ପୋଲିସ ଗିରଫକରି ଶୁକ୍ରବାର ଦିନ କୋର୍ଟଚାଳଣ କରିଛି । ପ୍ରକାସଯେ,ଚନ୍ଦକାଥାନା ଅଧିନସ୍ଥ ମେଣ୍ଢାଶାଳ ଅଂଚଳର ଜଣେ ୨୨ବର୍ଷିୟା ଯୁବତୀକୁ ଭୁବନେଶ୍ୱର କେସୁରାଠାରେ ଥିବା ଓଡିଶା ମୋଟରର୍ସର ମ୍ୟାନେଜର ବିଶ୍ବଜିତ ରାଉତ ସୋସିଆଲ ମିଡିଆରୁ ଜାଣିବା ଆରମ୍ଭ କରିଥିଲେ ।୧ବର୍ଷର ବ୍ୟବଧାନରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା […]

ନୁତନ ତ୍ରିଶୁଳ ପ୍ରତିଷ୍ଟା ଉସ୍ୱବ

ମେଣ୍ଢାଶାଳ,୫।୫(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମରେ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ସଂମୁଖରେ ନୂତନ ତ୍ରିଶୂଳ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ବୋଲବମ ସେବାସମିତି ଆନୁକୂଲ୍ୟରେ ଜ୍ୟୋର୍ତିମମୟୀଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିରାଟ ପଟୁଆରରେ ଗ୍ରାମବାସୀମାନେ ତ୍ରିଶୂଳକୁ ଗାଁପରିକ୍ରମା କରାଇ ମନ୍ଦିର ସଂମୁଖକୁ ଆଣିବାପରେ ପ୍ରାଣପ୍ରତିଷ୍ଠା କରାଯାଇ ଥିଲା।ସେହିଁଭଳିଭାବେ ଗାଁର ଆରାଧ୍ୟ ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ପାଞ୍ଚ ଦିନବ୍ୟାପୀ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି।ପଣ୍ଡିତ ରମେଶ ଚନ୍ଦ୍ର […]

ଆଜିର ରାଶିଫଳ

୨୦୨୩ମସିହା ମଇମାସ ୫ ତାରିଖ ଶୁକ୍ରବାର।ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧପୂର୍ଣ୍ଣିମା, ବୈଶାଖ ପୂର୍ଣ୍ଣିମା, ଚନ୍ଦ୍ରୋପ ବାସପୂଜା ଓ ଅର୍ଘ୍ୟଦାନ, ବୈଶାଖବ୍ରତ ସମାପନ, ମୁକ୍ତିମଣ୍ଡପ ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି, କୂର୍ମାବତ୍ତାର ଜୟନ୍ତୀ, ବୁଦ୍ଧଜୟନ୍ତୀ, ଖଣ୍ଡ ଛାୟାଯୁକ୍ତ ଚନ୍ଦ୍ରଗ୍ରହଣ ଅଦୃଶ୍ୟ ହେତୁ (ପାଳନୀୟନୁହେଁ) ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୯/୨୯,ସୂର୍ଯ୍ୟାସ୍ତ- ଘ୬/୭/୧୩, ବୈଶାଖମାସ,ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ପୂର୍ଣ୍ଣିମା ରାତ୍ରି ଘ୧୦/୫୯ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୧୦/ […]

ଦ୍ଵାରିକାଦାସଙ୍କ ଜନ୍ମଉତ୍ସବ

ବାଙ୍କୀ,୪।୫(ଏସଏସନିଉଜ )ଭଗୀପୁର ଗ୍ରାମର ଆରାଧ୍ୟଦେବତା ବାବା ଦ୍ଵାରିକାଦାସଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି । ଏହି ଜନ୍ମଦିବସ ଉପଲକ୍ଷେ ବାବା ଦ୍ଵାରିକାଦାସଙ୍କ କଳସ ସ୍ଥାପନ ପାଇଁ ମହାନଦୀ ରୁ ଏକ ମାଠିଆରେ ଜଳଆସି କଳସ ସ୍ଥାପନ କରଯାଇଥିଲା । ପରେ ଦ୍ଵାରିକାଦାସଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା । ପ୍ରକାଶଯେ ବାବା ଦ୍ବାରିକାଦାସ ବାଙ୍କୀ ଡମପଡା ଅର୍ନ୍ତଗତ ଭଗିପୁରଗ୍ରାମରେ ବହୁକାଳ ଧରି ଆଶ୍ରମ କରି ଅବସ୍ଥାନ କରୁଥିଲେ । ଡମପଡ଼ାରାଜା ଦ୍ଵାରିକା ଦାସଙ୍କପାଇଁ ବୃତ୍ତିବାଡ଼ି ଖଞ୍ଜି ଦେଇଥିଲେ […]

ଆଜିର ରାଶିଫଳ

ମଇମାସ ୦୪ତାରିଖ୨୦୨୩ ମସିହା(ଗୁରୁବାର) ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୨୧/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୦୭/୩୯, ତୁଳା ଓ କୁମ୍ଭରାଶିର ଘାତବାର, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଦିବା ଘ୦୧/୨୧ ଗତେ ଘ୦୩/୪୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୫୫ ମଧ୍ୟେ ଓ ଘ୧୦/୦୮ ଗତେ ଘ୧୨/୩୩ ମଧ୍ୟେ, ବିରି ଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁ ମାନଙ୍କ […]