Browsing daily archive

June 10, 2023

ମାତାରାତାରିଣୀଙ୍କ ପୀଠରେ ଏକାଠିହେଲେ ବିଶ୍ଵକର୍ମାସମାଜ

ଭୁବନେଶ୍ୱର,୧୦ା୬(ଏସଏସନିଉଜ)ମାତାରାତାରିଣୀଙ୍କ ପୀଠରେ ଦୁଇଦିନଧରି ଦକ୍ଷିଣଓଡ଼ିଶା ବିଶ୍ଵକର୍ମା ସମାଜ ପକ୍ଷରୁ ମହାସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୩୪ତାଲୁକାର ରାଜଶ୍ରୀ ଓ କୂଳମୁଖ୍ୟଙ୍କ ତତ୍ତ୍ଵାବଧାନରେ ସଙ୍ଗଠନକୁ ମଜବୁତ କରିବାପାଇଁ କର୍ମକର୍ତ୍ତା ଚୟନ କାରଯାଇଥିଲା ।ଏଥିରେ ସର୍ବସମ୍ମତିକ୍ରମେ ସଭାପତିଭାବେ ସନ୍ତୋଷ କୁମାର ମହାରଣା , ସିମାଞ୍ଚଳ ମହାରଣା, ଅଭିମନ୍ୟୁ ମହାରଣା ( କାର୍ଯ୍ୟକାରୀସଭାପତି) ହାଡୁ ବନ୍ଧୁ ମହାରଣା ( ସମ୍ପାଦକ ) ଅଶୋକ ମହାରଣା ( ସାଧାରଣ ସମ୍ପାଦକ) ବାଇନାଥ ମହାରଣା ( କୋଷାଧ୍ୟକ୍ଷ)ଙ୍କ ସମେତ ପାଞ୍ଚଜଣ ଉପସଭାପତି, […]

ଆଜିର ରାଶିଫଳ

ଜୁନମାସ ୧୧ତାରିଖ ୨୦୨୩ମସିହା(ରବିବାର)ଆଷାଢ଼ମାସ-କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ୧୨/ ୪୧ପର୍ୟ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୩୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୫୧ ,ଧନୁରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ଅଷ୍ଟମୀର ଏକୋଦିଷ୍ଟଶ୍ରାଦ୍ଧ ଓ ନବମୀର ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା – ଘ୧୦/୦୫ ଗତେ ଘ୦୧/୨୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୬/୪୭ ଗତେ ଘ୦୯/୧୨ ମଧ୍ୟେ ଓ ରାତ୍ରି ଘ୦୭/୫୭ ଗତେ ଘ୧୧/୧୦ ମଧ୍ୟେ ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୩/୩୫ଗତେ ଘ୦୪/୨୭ ମଧ୍ୟେ , ନଡ଼ିଆ […]

ଡକାୟତି ପୂର୍ବରୁ ଧରିଲା ପୋଲିସ

ଜଟଣୀ,୧୦।୬(ଏସଏସନିଉଜ) ଗତକାଲି ସନ୍ଧ୍ୟାରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନା ପାଟ୍ରୋଲିଂଟୀମ ଥାନା ପରିସରଭୁକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ ।ଏହି ସମୟରେ ବେଲପଡା ମଶାଣି ପଡିଆ ହନୁମାନମନ୍ଦିର ନିକଟରେ ତପୁ ଓରଫ ଚନ୍ଦ୍ରକାନ୍ତ ହରିଚନ୍ଦନ ଓ ତାର ସହଯୋଗୀ ପିସ୍ତଲ ରଖିବା ସହ ମୋଟର ସାଇକେଲ ଉପରେ ବସି ଅପରାଧିକ ଷଡଯନ୍ତ୍ର କରୁଥିବା ନେଇ ସୂଚନା ପାଇଥିଲେ । ପାଟ୍ରୋଲିଂ ଟୀମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପଦନପୁର ତଳସାହିର ତପୁ ଓରଫ ଚଦ୍ରକାନ୍ତ ହରିଚାନ୍ଦନଙ୍କୁ ଗିରଫ […]

ହୋଇଛିକି ଏସିଡିଟି?

ବର୍ତ୍ତମାନ ସମୟରେ ଏସିଡିଟି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ଓ ଏସିଡିଟି ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଜାଣନ୍ତୁ.. ଜଙ୍କ୍‌‌ ଫୁଡ୍‌‌, ଅଧିକ ମସଲା ଜାତୀୟ ଜିନିଷ ଆଦି ଆଦୌ ଖାଆନ୍ତୁ ନାହିଁ। ଏସିଡିଟି ସମୟରେ ଖଟା ଫଳ କମଳା, ଲେମ୍ବୁ, ଜାମୁକୋଳି, ଟମାଟୋ ଆଦିକୁ ଖାଆନ୍ତୁ ନାହିଁ। ଏସିଡିଟି ସମୟରେ ମାଟିଆ ଚାଉଳରେ ପ୍ରସ୍ତୁତ ଭାତ, ପାଉଁରୁଟି, ପାସ୍ତା ଆଦି ଖାଇବା ଉଚିତ ନୁହେଁ। ଏସିଡିଟି […]

ଭାରସାମ୍ୟହରାଇ ଓଲଟିଲା କାର

ବାରଙ୍ଗ, ୧୦।୬ (ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଡପୁରରୁ ନରାଜ ବ୍ୟାରେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଧକ୍କା ଦେଲା ପରେ ଓଲଟିପଡିଛି କାର। ଶନିବାର ସଂଧ୍ୟାରେ ସଣ୍ଢପୁରରୁ ନିରାଜ ଅଭିମୁଖେ ଦୃତଗତିରେ ଯାଉଥିବା ଓଡି ୦୫ ଏଟି ୮୭୨୮ କାରଟି ଭାରସାମ୍ୟ ହରାଇବା ପରେ ଏକ ବିଦ୍ୟୁତ ଖୁଣ୍ଟ ରେ ଧକ୍କାଦେଇ ଘଟଣା ସ୍ଥଳରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ କାର ଭିତରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ।ଆହତ ମାନଙ୍କ ମଧ୍ୟରୁ […]