Browsing monthly archive

July 2023

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧ତାରିଖ ମଙ୍ଗଳବାର।ଶ୍ରାବଣ ମଳପୂର୍ଣ୍ଣିମା/ମଙ୍ଗଳ ପୂର୍ଣ୍ଣିମା, ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟଦାନ, ତିଳକ ଜୟନ୍ତୀ।ବିବିଧ- ଶରଣଂ ସ୍ତ୍ରୀତୈଳ ବର୍ଜନ, ହଳନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୫/୫୦ ,ସୂର୍ଯ୍ୟାସ୍ତ-ଘ୬/୨୦/୦ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଭୌମବାସ ,ତିଥି- ପୂର୍ଣ୍ଣିମାରାତ୍ରି ଘ୧୨/୧୭ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୧୨/୧୭ମିପରେ ପୂର୍ବଦିଗରେ। ମଙ୍ଗଳବାର, ପକ୍ଷାନ୍ତ, ବିଷ୍ଟିକରଣ, ରବିସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କରଶ୍ରାଦ୍ଧ […]

ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୩୧ ତାରିଖ ସୋମବାର ।ଶ୍ରାବଣ ଅଧିମାସ କାରଣରୁ ଅଦ୍ୟ ରାତ୍ରୌ ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା, ଶ୍ରୀଶିବଶୟନଉତ୍ସବ, ଶ୍ରୀଲିଙ୍ଗରାଜଦେବଙ୍କ ଶୟନଯାତ୍ରା, ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ରାତ୍ରିଘ୧୨/୫୯ମି ପରେ ଶରଣ ପଞ୍ଚକଆରମ୍ଭ, ତୃଣକାଷ୍ଠ ଚ୍ଛେଦନ ନିଷେଧ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୨୫/୨୮ ,ସୂର୍ଯ୍ୟାସ୍ତ- ଘ୬/୨୦/୨୮,ଶ୍ରାବଣମାସ, ଚାନ୍ଦ୍ରମଳ ଶୁକ୍ଳପକ୍ଷ,ଚ଼ନ୍ଦ୍ରବାସ,ତିଥି- ତ୍ରୟୋଦଶୀ ଦିବା ଘ୭/୩୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ କ୍ଷୟରାତ୍ରି ଘ୩/୩୦ମି ପର୍ଯ୍ୟନ୍ତ ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଏବଂ ରାତ୍ରି ଘ୧୨/୫୯ମି ପରେ ସିଂହରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୩୦ତାରିଖ ରବିବାର।ଶ୍ରୀମନ୍ଦିରେ ଗରୁଡ଼ଶୟନ ଉତ୍ସବ, ମଳ ପ୍ରଦୋଷ ବ୍ରତ।ଋତୁ-ବର୍ଷା (ପ୍ରଥମମାସ)ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୫/୮ ,ସୂର୍ଯ୍ୟାସ୍ତ-ଘ୬/୨୦/୫୨ ,ଶ୍ରାବଣମାସ ,ତିଥି- ଦ୍ବାଦଶୀ ଦିବାଘ୧୦/୩୯ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ନକ୍ଷତ୍ର-ମୂଳାନକ୍ଷତ୍ର ରାତ୍ରିଘ୧୦/୧୩ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପୋଇଶାଗ, ଦିବା ଘ୧୦/୩୯ମି ପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୫ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।କାଳରାତ୍ରି […]

ପାଟିରେ ଘାହେଲେ କଣକରିବେ ?

ଆଜି ଜାଣିବା (ପାଟିଘା/ଅଲସରରୁ ମୁକ୍ତିପାଇଁ ଘରୋଇଉପଚାର) ୧.ମହୁ-ପାଟିରୁ ଚୋପା ଛାଡ଼ୁଥିଲେ ସେହିସ୍ଥାନରେ ମହୁଲଗାନ୍ତୁ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଭରି ରହିଥାଏ, ଯାହା ଅଲସରକୁ ଶୀଘ୍ର ଭଲକରିବାରେ ସାହାଯ୍ୟକରେ। ଆପଣଚାହିଁଲେ ମହୁରେ ଅଳ୍ପହଳଦୀ ମିଶାଇମଧ୍ୟ ଲଗାଇପାରିବେ। କିଛିଘଣ୍ଟା ମଧ୍ୟରେ ଆରାମଲାଗିବ। ୨.ନଡ଼ିଆତେଲ-ପାଟି ଅଲସରରୁ ମୁକ୍ତିପାଇଁ ଆପଣ ନଡ଼ିଆତେଲ ମଧ୍ୟ ବ୍ୟବହାର କରିପାରିବେ। ନଡ଼ିଆ ତେଲରେ ଆଣ୍ଟିଇନ୍‌ଫ୍ଲେମେଟୋରୀ ଗୁଣରହିଛି। ଏହା ପାଟିର ସମସ୍ତସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିବ। ୩.ଲୁଣପାଣି-ପାଟିର ସମସ୍ତରୋଗ ଦୂରକରିବାକୁ ଆପଣ ଲୁଣପାଣି ବ୍ୟବହାର କରିପାରିବେ। ଲୁଣରେ ଥିବା […]

ଆଜିର ରାଶିଫଳ

୨୯-୭-୨୦୨୩(ଶନିବାର)ମହରମ ଓ ହରି ଶୟନ ଏକାଦଶୀ,ଯୋଗିନୀ ଅଗ୍ନିକୋଣେ । ଦିବା ଘ୧।୦ ଗତେ ନୈଋତେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ବୃଷ ସିଂହ ଓ କନ୍ୟାରାଶିମାନଙ୍କର ଘାତବାର । ଦିବା ଘ୭।୨ ମଧ୍ୟେ ଘ୪।୪୩ ଗତେ ଘ୬।୨୦ ମଧ୍ୟେ କାଳବେଳା ଘ୧।୨୮ ଗତେ ଘ୩।୫ ମଧ୍ୟେ ବାରବେଳା । ରାତ୍ରି ଘ୭।୪୩ ମଧ୍ୟେ ଘ୪।୨ ଗତେ ଘ୫।୨୫ ମଧ୍ୟେ କାଳରାତ୍ରି । ଏକାଦଶୀର ଏକୋଦ୍ଦିଷ୍ଟ ଓ ଦ୍ଵାଦଶୀର […]

ନନ୍ଦନକାନନକୁ ପଡିଲା କି ଶନିଦଶା !

ବାରଙ୍ଗ,୨୭।୭(ଏସଏସନିଉଜ) ବିଶ୍ୱସ୍ତରୀୟ ଚିଡିଆଖାନା ପାଇଁ ନନ୍ଦନ କାନନ କର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିବାବେଳେ ଦିନକୁ ଦିନ ଜୀବଜନ୍ତୁମାନଙ୍କ ସଂଖ୍ୟା କମିବାରେ ଲାଗିଛି।ଏବେବି ୧୫ରୁଉର୍ଦ୍ଧ୍ବ ଜୀବଜନ୍ତୁ ଅସୁସ୍ତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଗୋଟିଏ ମାଈଚିତା ବିରାଡିର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରସକାଳେ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ମୃତ୍ୟୁ ହୋଇଛି।ଯାହାକୁ ନେଇ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।ତେବେ ନନ୍ଦନ କାନନକୁ ଶନିଦାଷା ପଡିଛି ବୋଲି ଆଲୋଚନା ହେଉଛି। ରାଜ୍ୟ ଉଭିଦଉଦ୍ୟାନର ଶାଗୁଣା […]

ବଦଳିଲେ ଜେଲର

ବାରଙ୍ଗ,୨୭।୭(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରଶ୍ରମର ଜେଲର ଅଶୋକ କୁମାର ବେହେରାଙ୍କର ଏଠାରୁ ଦିଗପହଣ୍ଡି ଉପକାର ଗରକୁ ବଦଳି ହୋଇଛି ।ତାଙ୍କ ସ୍ଥାନରେ ଦିଗପହଣ୍ଡି ଜେଲର ଅମିୟ ବେହେରାଙ୍କର ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମକୁ ବଦଳି ହୋଇଛି ।ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବାପରେ କାରାଶ୍ରମର କଏଦୀମାନଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଛି ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୮ତାରିଖ,ଶୁକ୍ରବାର।ଋତୁ-ବର୍ଷା (ପ୍ରଥମମାସ)ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୪/୨୭ ,ସୂର୍ଯ୍ୟାସ୍ତ-ଘ୬/୨୧/୩୯ ,ଶ୍ରାବଣମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ଦଶମୀ ଦିବା ଘ୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୨/୫୧ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷହେତୁ ସୂର୍ଯ୍ୟୋଦୟରୁ ଦିବାଘ୨/୫୧ମି ମଧ୍ୟେ ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି, ଦିବାଘ୨/୫୧ମିପରେ ରାତ୍ରିଘ୧/୫୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର ନାହିଁ।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ […]

ଶିଶୁକନ୍ୟା ଅପହରଣ ଅଭିଯୋଗ

ପୁରୀ,୨୭ା୭(ଏସଏସନିଉଜ) ପୁରୀ ବେଳାମାର୍ଗରୁ ୩ବର୍ଷର ଜଣେ ଶିଶୁକନ୍ୟାକୁ ଜଣେ ମହିଳା ବୁଧବାର ସନ୍ଧ୍ୟାରେ ଏକ କାର୍‌ରେ ଅପହରଣ କରାଯାଇଥିବାର ସଞ୍ଜୟ ମଲ୍ଲିକ ନାମକ ବ୍ୟକ୍ତି ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ସଞ୍ଜୟ ହୋଟେଲ ସି-ଭିୟୁ ‌ସମ୍ମୁଖରେ ବେଳାମାର୍ଗରେ ଏକ ପଇଡ଼ ଦୋକାନ କରିଛନ୍ତି। ଏକ କଳାରଙ୍ଗର କାରରେ ବସିଥିବା ଜଣେ ମହିଳାଆସି ପଇଡ ମାଗିଥିଲେ ।ପଇଡଟି ନେଇ ୯ ବର୍ଷର ବଡ଼ ଝିଅ ଓ ୩ ବର୍ଷର ଶିଶୁ କନ୍ୟା ଯାଇଥିଲେ ।ପଇଡରୁ ନାଳି କାଢିବାକୁ କହି […]

ମହାନଦୀକୁ ଡେଇଁଲେ ଯୁବକ

ସମ୍ବଲପୁର,୨୭ା୭(ଏସଏସନିଉଜ) ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି ଗୋବିନ୍ଦତୋଲା ଅଞ୍ଚଳର ଜଣେ ଯୁବକ । ଭୋର ସମୟରେ ଏହି ଅଘଟଣ ଘଟିଛି। ଟାଉନ ଥାନା ଅନ୍ତର୍ଗତ ଚାଉରପୁର ବ୍ରିଜ ଉପରୁ ପାଣିକୁ ଡେଇଁ ଯୁବକ ନିଖୋଜ ହୋଇଥିବାର ଜଣାପଡିଛି ।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।