Browsing monthly archive

July 2023

ଭଦ୍ରକରେ ଚାଞ୍ଚଲ୍ୟ

ଭଦ୍ରକ,୨୭ା୭(ଏସଏସନିଉଜ) ପାରିବାରିକ କଳହରୁ ନାବାଳକ ପୁଅସହ ମିଶି ସ୍ତ୍ରୀସ୍ୱାମୀକୁ ଛୁରି ଭୁସି ହତ୍ୟା କରିବା ଭଳି ଘଟଣା ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟିକରିଛି ।ଭଦ୍ରକ ଗ୍ରାମାଞ୍ଚଳଥାନା ବାଣିତିଆପଞ୍ଚାୟତ ମହଲାସାହିରେ ଏହି ଅଘଟଣ ଘଟିଛି । ବାଣିତିଆ ପଞ୍ଚାୟତ ମହଲା ସାହିର ମଞ୍ଜୁଲତାଙ୍କୁ ବାହା ହୋଇ ସୁରେଶଲାଲ ଘରଜ୍ବାଇଁ ଭାବେ ରହୁଥିଲା।ଗତକାଲିରାତିରେ କୈାଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ତୀବ୍ର ରୂପ ନେଇଥିଲା। ମଞ୍ଜୁଲତା ନାବାଳକ ପୁଅ ସହାୟତାରେ ସ୍ୱାମୀସୁରେଶକୁ ଛୁରିରେ ଭୁସି ଦେବାରୁ ଘଟଣାସ୍ଥଳରେ ସୁରେଶର ମୃତ୍ୟୁ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୭ତାରିଖ ଗୁରୁବାର।ଋତୁ-ବର୍ଷା (ପ୍ରଥମମାସ) ସୂର୍ଯ୍ୟ- ଦକ୍ଷିଣାୟନ ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୪/୫ ,ସୂର୍ଯ୍ୟାସ୍ତ- ଘ୬/ ୨୨/୧ ,ଶ୍ରାବଣ ମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ବୃହସ୍ପତି ବାସ ,ତିଥି- ନବମୀ ଦିବା ଘ୩/୪୮ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୩/୪୮ମି ପରେ ଉତ୍ତର ଦିଗରେ। ରିକ୍ତାତିଥି ଦୋଷହେତୁ ଦିବା ଘ୩/ ୪୮ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର […]

ପାଣିରେ ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ

ମାଲକାନଗିରି,୨୬ା୭(ଏସଏସନିଉଜ) ପାଣିରେ ବୁଡ଼ିଯାଇଛି ମାଲକାନଗିରିର କାଙ୍ଗୁରୁକୋଣ୍ଡା ପୋଲ। ଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳପ୍ରବାହିତ ହେଉଛି । ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୬ ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।ସେହିପରି ଲଗାଣ ବର୍ଷା ଯୋଗୁଁ […]

କଟକଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ

କଟକ,୨୬।୭(ଏସଏସନିଉଜ) ସଡ଼କପଥରେ କଟକଚଣ୍ଡୀମନ୍ଦିରକୁ ଯାଇ ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ରାଷ୍ଟ୍ରପତି ପହଁଚିବାପରେ ହୁଳୁହୁଳିରେ କମ୍ପିଉଠିଲା କଟକଚଣ୍ଡୀମନ୍ଦିରର ପରିବେଶ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ମିଶିଥିବାର ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଆସିବାର ସୁଚନା ରହିଥିବାରୁ ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ।ତେବେ କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ […]

ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ

ଡେଲାଙ୍ଗ,୨୫ା୭(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଡେଲାଙ୍ଗବ୍ଲକ୍‌ର କନିଷ୍ଠଯନ୍ତ୍ରୀ ରଜନୀକାନ୍ତମାଝି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ବିଲ୍ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ।ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଏକ ମାମଲା ରୁଜୁକରି ତଦନ୍ତଚଳାଇଥିବା ସୂଚନା ମିଳିଛି।ଡେଲାଙ୍ଗବ୍ଲକର ରେଞ୍ଚପଞ୍ଚାୟତ ଅଧୀନ ପିଢ଼ପାଟଣା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣପାଇଁ ୭ଲକ୍ଷଟଙ୍କା ମଞ୍ଜୁର ହୋଇଥିଲା। ଏହି ଗୃହନିର୍ମାଣ କରୁଥିବା ଠିକାଦାରଙ୍କ ଫାଇନାଲ୍ ବିଲ୍ ପାସ୍ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଲାଞ୍ଚ […]

ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

ସମ୍ବଲପୁର,୨୬ା୭(ଏସଏସନିଉଜ) ଜମନକିରାଥାନା ୫୩ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେସରାଠାରେ ୧୪ଚକିଆ କୋଇଲା ବୋଝେଇ ଟ୍ରକ ଏବଂ ୪୦୭ ଗାଡ଼ି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି।ଫଳରେ ଦୁଇଟିଟ୍ରକ ଓଲଟି ପଡ଼ିଥିବାବେଳେ ଟ୍ରକରୁ ବାହାରି ନପାରି ୪୦୭ଗାଡ଼ି ସହ ଜିଅନ୍ତା ଜଳିଯାଇଛନ୍ତି ଡ୍ରାଇଭର। ମୃତଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅନ୍ୟପଟେ ଗୁରୁତର ଅବସ୍ଥାରେ ୪୦୭ର ହେଲ୍ପରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଛି ।

୨୦ଗ୍ରାମ ବ୍ରାଉନସୁଗାର ଜବତ

ମେଣ୍ଢାଶାଳ,୨୫ା୭(ଏସଏସନିଉଜ) ମଙ୍ଗଳବାର ସକାଳେ ଭୁବନେଶ୍ୱର ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ଚନ୍ଦକାଥାନା ଅଧିନସ୍ଥ ଘଙ୍ଗାପାଟଣାଗାଁପାଖରୁ ୨୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ଘଙ୍ଗାପାଟଣାଗାଁର ବିରେନ୍ଦ୍ରବିଶ୍ୱାଳ ନାମକ ବ୍ୟକ୍ତିକୁ ଗିରଫ କାରଯାଇଛିାବିରେନ୍ଦ୍ର ବ୍ରାଉନସୁଗାର ଧରି ଗାଁମୁଣ୍ଡରେ ବିକ୍ରି ଉଦ୍ଦେଶ୍ୟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା । କୈାଣସିସୁତ୍ରରୁ ଖବରପାଇ ଅବକାରୀବିଭାଗର ଅଧିକାରୀମାନେ ସେହିସମୟରେ ଚଢଉ କରିଥିଲେ ।ଚଢଉ ବେଳେ ବିରେନ୍ଦ୍ର ପାଖରୁ ବ୍ରାଉନସୁଗାରକୁ ଜବତ କରିଥିଲେ ଅବକାରୀବିଭାଗ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ପଢିବାପାଇଁ ସହଯୋଗ କଲା ପ୍ରଶାସନ

ବାରଙ୍ଗ,୨୫ା୭(ଏସଏସନିଉଜ)ଘରର ଆର୍ଥିକଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠପଢା ପାଇଁ ଅର୍ଥ ବାଧକ ସାଜିଥିଲା।ପରିବାର ଲୋକ ଅସମର୍ଥ ପ୍ରକାଶ କରିବାପରେ ପାଠପଢାପ୍ରତି ଆଗ୍ରହ ଥିବାରୁ ଆବଶ୍ୟକତା ଥିବା ଅର୍ଥପାଇଁ ଦୋକାନଟିଏ ଦେଇଥିଲେ ଦଶମଶ୍ରେଣୀର ଛାତ୍ର ଚନ୍ଦନ କୁମାର ବିଶୋଇ ।ଚନ୍ଦନ ପରିବାରସହ ରାଜଧାନୀଉପକଣ୍ଠ ବରିମୁଣ୍ଡଗ୍ରାମରେ ଘରଭଡ଼ା ନେଇ ଦୀର୍ଘଦିନ ହେବ ରହି ଆସୁଥିବା ବେଳେ କେନ୍ଦୁପାଟଣା ଉତ୍କଳମଣି ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି। ପରିବାରକହିଲେ ୫ଜଣ ସଦସ୍ୟ। ଚନ୍ଦନଙ୍କ ବାପା ଜିତେନ୍ଦ୍ର ବିଶୋଇ ଜଣେ ଦିନ ମଜୁରିଆ ହୋଇଥିବାରୁ ୫ […]

ମୁଣ୍ଡଳୀରେ ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୨୫ା୭(ଏସଏସନିଉଜ)ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହିରାକୁଦରୁ ପର୍ଯ୍ୟାୟକ୍ରମେ ୧୨ଟି ଗେଟ ଖୋଲାଯାଇଛି ।ତେବେ ଚଳିତବର୍ଷର ଏହି ପ୍ରଥମ ବନ୍ୟାଜଳ ମଙ୍ଗଳବାରସକାଳେ ମୁଣ୍ଡଳିଠାରେ ଆସି ପହଁଚିଛି ।ଏହି ବନ୍ୟାଜଳ ପହଁଚିବା ପରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ମୁଣ୍ଡଳୀ ଦେଇ ୮୪ହାଜର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏବେ ଆସିଥିବା ବନ୍ୟାଜଳରେ ତଳିଆ ଅଞ୍ଚଳରେ କୌଣସି ବିପଦ ନଥିବା ସୂଚନା ଦିଆଯାଇଛି। ଯଦି ଆଗକୁ ଅଧିକରୁ ଅଧିକ ବର୍ଷା ହୁଏ ତେବେ ମହାନଦୀରେ ବନ୍ୟା ଆଶଙ୍କା […]

ଆଜିର ରାଶିଫଳ

ଜୁଲାଇମାସ ୨୬ତାରିଖ ୨୦୨୩ ମସିହା (ବୁଧବାର) ଶ୍ରାବଣମାସ-ମଳ ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୩/୪୬ ପର୍ୟ୍ୟନ୍ତ ତଦନ୍ତେ ନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୩୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୨୨/୩୧,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/ ୩୭ ଗତେ ଘ୧୦/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୧ମଧ୍ୟେ ଓ ରାତ୍ରି।ଘ୦୭/୧୦ ଗତେ ଘ୦୯/୩୪ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୩/୪୮ଗତେ ଘ୦୫/୨୫ ମଧ୍ୟେ,ନଡ଼ିଆ ଦିବା ଘ୦୩/୪୬ଗତେ ଲାଉଭକ୍ଷଣ ନିଷେଧ। ମେଷ- ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି […]