ଆଜିର ରାଶିଫଳ
୨୦୨୩ମସିହା ଜୁଲାଇମାସ ୯ତାରିଖ ରବିବାର।ଭାନୁ ସପ୍ତମୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୭/୩୨ ,ସୂର୍ଯ୍ୟାସ୍ତ- ଘ୬/୨୫/୪୪ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି- ସପ୍ତମୀ ରାତ୍ରି ଘ୮/୩୦ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ। ରାତ୍ରି ଘ୮/୩୦ମିପରେ ଐଶାନ୍ୟକୋଣରେ। ଅଗନ୍ତବ୍ୟତିଥି, ବଷ୍ଟିକରଣ, ଦୋଷହେତୁ ଦିବାଘ୯/୨୫ମି ପରେ ରାତ୍ରି ଘ୮/୩୦ମି ମଧ୍ୟେ ଯାତ୍ରାଶୁଭ। ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଧନୁ ରାଶିରଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ତାଳ, ରାତ୍ରିଘ୮/୩୦ମି ପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭବେଳା-ବାର […]