Browsing yearly archive

2023

ଛାତଡେଇଁ ଚମ୍ପଟ୍‌ ମାରିଲେ ଜେଇ

ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ।ସୁନୀଲଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍‌ ଚାଲିଛି। ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ଚାଲିଛି ରେଡ୍‌।ଭିଜିଲାନ୍ସ ରେଡ୍‌ ବେଳେ ଘର ଛାତ ଡେଇଁ ଚମ୍ପଟ୍‌ ମାରିଲେ ଜେଇ। ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଖସିଗଲେ। ଜେଇ ସୁନୀଲ ପାଢ଼ୀ ଘର ଛାତକୁ ଯାଇ ପଡ଼ିଶା ଛାତକୁ […]

ଦେଖାଗଲା କଳାବାଘ

ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳାବାଘ।ପ୍ରଥମ ଥର ପାଇଁ ଟ୍ରାପ୍‌ କ୍ୟାମେରାରେ ଦେଖାଗଲା କଳାବାଘ।ଟ୍ୱିଟ ରେ ସୂଚନା ଦେଲେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ।ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା ମହାବଳ ଦେଖାଯାଇଥିଲା।

ଡିସେମ୍ବର ୨ରେ ବାତ୍ୟା!

ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧାବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ବାତ୍ୟା ପାଇଁ ସତର୍କତା ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା , ପୁରୀ , ଗଞ୍ଜାମ , ଭଦ୍ରକ , ବାଲେଶ୍ଵର , କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର।

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୩୦ତାରିଖ ଗୁରୁବାର। ମାର୍ଗଶିର ପ୍ରଥମଗୁରୁବାର।ସୁର୍ଯ୍ୟୋଦୟ- ଘ୬/୭/୫୬ ,ସୂର୍ଯ୍ୟାସ୍ତ- ଘ୫/୨/୩୪ ,ମାର୍ଗଶିର ମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତୃତୀୟା ଦିବା ଘ୧/୫୯ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ନକ୍ଷତ୍ର- ଆର୍ଦ୍ରା ନକ୍ଷତ୍ର ଦିବା ଘ୩/୨୦ମି ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୧/୫୯ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ବିଷ୍ଟିକରଣ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୧/୫୯ମି ପରେ ମୂଳା […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨୯ତାରିଖ ବୁଧବାର। ସୁର୍ଯ୍ୟୋଦୟ- ଘ୬/୭/୧୬ ,ସୂର୍ଯ୍ୟାସ୍ତ- ଘ୫/୨/୩୨ ,ମାର୍ଗଶିର ମାସ ,କୃଷ୍ଣ ପକ୍ଷ ,ପଣ୍ଡିତ ବାସ ,ତିଥି- ଦ୍ବିତୀୟା ଦିବା ଘ୧/୩୧ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ମୃଗଶିରା ନକ୍ଷତ୍ର ଦିବା ଘ୨/୧୭ମି ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ଘ୧/୩୧ମି ପରେ ଆଗ୍ନେୟ କୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ। ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ, ଦିବା ଘ୧/୩୧ମି ପରେ […]

ଆଜିର ରାଶିଫଳ

୨୦୨୩ ମସିହା ନଭେମ୍ବର ମାସ ୨୮ ତାରିଖ ମଙ୍ଗଳବାର।ଛାଡ଼ଖାଇ, ରୋହିଣୀ ପ୍ରତିପଦ ସ୍ନାନ, ଅଦ୍ୟ ମହୋଦଧିରେ ଦିବା ଘ୧/୪୧ମି ମଧ୍ୟେ ବିଶିଷ୍ଟ ରୋହିଣୀ ପ୍ରତିପଦ ସ୍ନାନ।ସୁର୍ଯ୍ୟୋଦୟ- ଘ୬/୬/୩୭, ସୂର୍ଯ୍ୟାସ୍ତ- ଘ୫/୨/୨୯,ମାର୍ଗଶିର ମାସ,କୃଷ୍ଣପକ୍ଷ, ଭୌମ ବାସ,ତିଥି- ପ୍ରତିପଦ୍ ଦିବା ଘ୧/୪୧ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୧/୪୧ମି ପରେ ଉତ୍ତର ଦିଗରେ। ମଙ୍ଗଳବାର, ତିଥି, ରବି ମଙ୍ଗଳସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ବିଛା ରାଶିର ଏବଂ ରାତ୍ରି ଘ୨/୩ମି ପରେ […]

ଆଜିର ରାଶିଫଳ

ନଭେମ୍ବର ମାସ ୨୭ ତାରିଖ ୨୦୨୩ ମସିହା (ସୋମବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣିମା ଦିବା ଘ୦୨/୨୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ, ନକ୍ଷତ୍ର- କୁର୍ତ୍ତିକା ଦିବା ଘ୦୧/୫୬ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ,ରାହାସ ପୂର୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୬/୬/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୯, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର, କାଳବେଳା -ଦିବା ଘ୦୭/୨୮ ଗତେ ଘ୦୮/୫୦ ମଧ୍ୟେ,ବାରବେଳା – ଦିବା ଘ୦୨/୧୮ ଗତେ ଘ୦୩/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ଘ୦୭/୨୭ ମଧ୍ୟେ ଓ ଘ ୦୯/୧୯ ଗତେ ଘ୧୧/୪୪ […]

ଆଜିର ରାଶିଫଳ

କେଦାରବ୍ରତ, ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ,୨୬-୧୧-୨୦୨୩(ରବିବାର)ଅଦ୍ଯ ବିଛା ଦି୧୦ନ,ଚତୁର୍ଦ୍ଦଶୀ ଦ୨୩।୫୦ ଦିଘ୩।୩୭,ଦ୍ବିଜା ଦ୨୧।୨ ଦିଘ ୨।୩୦,ମେଷ ଚନ୍ଦ୍ର ଦ୩୫।୩୪ ରାଘ୮।୧୯।ଯୋଗିନୀ ପଶ୍ଚିମେ । ଦିବା ଘ୩।୩୭ ଗତେ ବାୟବ୍ୟେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୨।୩୦ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶୁଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ।ରାତ୍ରି ଘ୮।୧୯ ଗତେ […]

ଆୟୁର୍ବେଦରେ ସର୍ପାଘାତର ଉପଚାର

ବାରଙ୍ଗ,୨୪।୧୧(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ଆୟୁର୍ବେଦରେ ସର୍ପାଘାତ ଉପଚାର ଶୀର୍ଷକୀୟ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।ଏହାକୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଦୀପା ବିନୟ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ସେମିନାରରେ ରାଜ୍ୟ ବାହାରୁ ଆଭାସି ମାଧ୍ୟମରେ ୧୧ଟି ଗବେଷଣା ତ୍ମକ ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା । ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ଏହି ସେମିନାରରେ ଚିକିତ୍ସାଳୟ ଅଧୀକ୍ଷକ ପ୍ରଫେସର ଦୁର୍ଗାପ୍ରସାଦ […]

ଉଦ୍ଧାରହାତୀ ନନ୍ଦନକାନନ ଆସିଲା

ବାରଙ୍ଗ,୨୪।୧୧ (ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ମଇଦାନକେଲ ସଂରଖିତ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୩ ମାସର ମାଇ ହାତୀ ଛୁଆ ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ଆସିଛି । ତାର ଗୋଡ଼ରେ ଆଘାତ ଲାଗି ସଂକ୍ରମଣ ହୋଇଯାଇଛି। ତାର ଚିକିତ୍ସା ଜାରି ରଖିଛନ୍ତି ପ୍ରାଣୀ ଉଦ୍ୟାନ ର ଚିକିତ୍ସକ ଓ ବିଶେଷଜ୍ଞ ମାନେ ।ପ୍ରକାଶ ଯେ , ଏହି ଛୁଆ ହାତୀଟି ମାଠାରୁ ଅଲଗା କରି ଚିକିତ୍ସା ପାଇଁ ଏଠାକୁ ଅଣାଯାଇଛି। […]