Browsing yearly archive

2023

ବାଘର ପାଦଚିହ୍ନ

ଆନନ୍ଦପୁର,୧୯ା୧୧(ଏସଏସନିଉଜ) ପଞ୍ଚୁପଲ୍ଲୀ ଅଞ୍ଚଳରେ ଏକ ବାଘ ବୁଲିବା ନେଇ ଭିଡିଓ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗର ଚେତା ପଶିଛି । ଜଙ୍ଗଲବିଭାଗ ପକ୍ଷରୁ ତନାଘନାତଦନ୍ତ ଆରମ୍ଭ କରାଯିବାସହ ବୈତରଣୀ ନଦୀକୂଳ ଏକ ବିଲରୁ ବାଘର ପାଦଚିହ୍ନ ଠାବ ହୋଇଛି। ଏହା ଏକ କଲରାପତରିଆ ବାଘ ବୋଲି ଜଙ୍ଗଲବିଭାଗ ପକ୍ଷରୁ କୁହାଯାଇଛି ।ବାଘଟି ହଦଗଡ଼ ଅଭୟାରଣ୍ୟର କାଠକଟା ଅଞ୍ଚଳରୁ ଚାଲି ଆସିଥିବା ସନ୍ଦେହ କରାଯାଉଥିବାବେଳେ ଭୋରସମୟରେ ନଦୀକୂଳ ବିଲମଧ୍ୟରେ ବାଘଟି ଯାଉଥିବାବେଳେ ତାର ଭିଡିଓ କେହିଜଣେ କରିଥିଲେ […]

ବିରଳ ଶିଶୁ କନ୍ୟା

ମୟୂରଭଞ୍ଜ,୧୯ା୧୧(ଏସଏସନିଉଜ) ବିରଳ ଶିଶୁ କନ୍ୟା ଜନ୍ମ ହୋଇଛି ।ଯାହାରକି ମୁଣ୍ଡ ନାହିଁ କି ଗୋଡ଼ ମଧ୍ୟନାହିାଁ ମୟୂରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟଘଟଣା ଶନିବାର ଦିନ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ପଣସଡ଼ିହା ପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଡାକ୍ତରଖାନାରେ ଅପରାହ୍ନ ସମୟରେ ମୃତ ଅବସ୍ଥାରେ ମୁଣ୍ଡ ଓ ହାତ ନଥିବା ଆଉ ଏକ ବିରଳ ଶିଶୁ କନ୍ୟାକୁ ଜନ୍ମ […]

୨୦ ଫୁଟ୍ ତଳକୁ ଖସିଲା କାର୍

ସୁନ୍ଦରଗଡ଼,୧୯ା୧୧(ଏସଏସନିଉଜ) ମହୁଲପଦା ଥାନାର ନଗରିଆ ପୋଲ ତଳକୁ ଭାରସମ୍ୟ ହରାଇ ଏକ କାର ଖସିପଡିଛି ।କାରଟି ପ୍ରାୟ ୨୦ ଫୁଟ ତଳକୁ ଖସିପଡିଥିବାରୁ ଜଣେ ଆହତ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହେଲେ କେନ୍ଦୁଝର କାଦଡ଼ିଆର ଅଜିତ ମହାନ୍ତ ଓ ଡ୍ରାଇଭର ଓମକାର ବେହେରା । ଉଭୟଙ୍କୁ ରାଉରକେଲା ଚିକିସ୍‌ାପାଇଁ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ କାରଟି ଦୁର୍ଘଟଣାଗସ୍ତ ହୋଇଥିଲା ।ଖବରପାଇ […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୧୯ତାରିଖ ରବିବାର। ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା, ଦୁର୍ଗାଦେବୀଙ୍କର ଅନୁକଳ୍ପ ସପ୍ତମୀପୂଜା,ମୁକ୍ତିମଣ୍ଡପର ଷୋହଳ ଶାସନ ଅମୃତମଣୋହି ଭୋଗ, ଛଟ୍ ପୂଜା, ଭାନୁସପ୍ତମୀ,ଶ୍ରୀକ୍ଷେତ୍ରେ ଜଗମୋହନଭୋଗ।ସୁର୍ଯ୍ୟୋଦୟ- ଘ୬/୧/୦ ,ସୂର୍ଯ୍ୟାସ୍ତ- ଘ୫/୩/୨ ,କାର୍ତ୍ତିକମାସ ,ଶୁକ୍ଳ ପକ୍ଷ ,ଆଦିତ୍ୟବାସ ,ତିଥି- ଷଷ୍ଠୀ ଦିବା ଘ୭/୩୫ମି ପରେସପ୍ତମୀ କ୍ଷୟନିଶାନ୍ତ ଘ୫/୩୭ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ଦିବା ଘ୭/୩୫ମି ପରେ ବାୟବ୍ୟକୋଣରେ,ନିଶାନ୍ତ ଘ୫/୩୭ମି ପରେ ଐଶାନ୍ୟକୋଣରେ। ତ୍ରିହ୍ୟସ୍ପର୍ଶତିଥି ,ବିଷ୍ଟିକରଣଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହ ରାଶିରଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- […]

ଆଜିର ରାଶିଫଳ

ନଭେମ୍ବରମାସ ୧୮ତାରିଖ ୨୦୨୩ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ଦିବା ଘ୦୯/୨୨ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧/୩୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୪୯ ,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ସିଂହରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୬/୨୫ ମଧ୍ୟେ ଓ ଘ୦୩/୪୦ ଗତେ ଘ୦୫/୦୩ ମଧ୍ୟେ ,ବାରବେଳା – ଦିବା ଘ୧୨/୫୩ ଗତେ ଘ୦୨/୧୭ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୩୬ ଗତେ ଘ୧୦/୦୧ ମଧ୍ୟେ ଓ ଘ୦୨/୧୮ ଗତେ ଘ୦୩/୩୮ […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୧୭ତାରିଖ ଶୁକ୍ରବାର। ବିଛାସଂକ୍ରାନ୍ତି, କାର୍ତ୍ତିକେୟପୂଜା ଓ ବ୍ରତ, ନାଗଚତୁର୍ଥୀବ୍ରତ, ମାସିକ ଗଣେଶଚତୁର୍ଥୀ।ସୁର୍ଯ୍ୟୋଦୟ- ଘ୫/୫୯/୫୦ ,ସୂର୍ଯ୍ୟାସ୍ତ- ଘ୫/୩/୨୨ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଚତୁର୍ଥୀ ଦିବା ଘ୧୧/୪ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ପୂର୍ବାଷାଢ଼ା ନକ୍ଷତ୍ର ରାତ୍ରି ଘ୧/୫୯ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢ଼ା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୧୧/୪ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି , ବିଷ୍ଟିକରଣ, ସଂକ୍ରମଣ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ […]

ଆଜିର ରାଶିଫଳ

ନଭେମ୍ବରମାସ ୧୬ତାରିଖ ୨୦୨୩ ମସିହା(ଗୁରୁବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ଦିବା ଘ୧୨/୩୧ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ନକ୍ଷତ୍ର- ମୂଳା ରାତ୍ରି ଘ୦୨/୫୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ,ସୁର୍ୟୋଦୟ-ପ୍ରାତଃ ଘ୦୬/୦/୨୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୦୯ ,ଯୋଗିନୀ ଅଗ୍ନିକୋଣେ ଦିବା ୧୨/୩୨ ପର୍ଯ୍ୟନ୍ତ ତଦନ୍ତେ ନୈରୁତ ,ତୃତୀୟାର ଏକୋଦିଷ୍ଟ ଓ ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ବରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ବରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୧୬ ଗତେ ଘ୦୫/୦୩ ମଧ୍ୟେ […]

ଆଜିର ରାଶିଫଳ

୨୦୨୩ ମସିହା ନଭେମ୍ବର ମାସ ୧୫ ତାରିଖ ବୁଧବାର। ଯମଦ୍ବିତୀୟା, ଭ୍ରାତୃଦ୍ବିତୀୟା, ଯମେଶ୍ବରଙ୍କ ଯାତ୍ରା, ରାଧାରମଣ ପ୍ରେସର ପ୍ରତିଷ୍ଠାତା ସ୍ବର୍ଗତ ରତ୍ନାକର ଗରାବଟୁଙ୍କର ଜନ୍ମଦିବସ।କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଦ୍ବିତୀୟା ଦିବା ଘ୧/୪୦ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଜ୍ୟେଷ୍ଠା ନକ୍ଷତ୍ର ରାତ୍ରି ଘ୩/୩୫ମି ପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୧/୪୦ମିପରେ ଆଗ୍ନେୟକୋଣରେ। ସୂର୍ଯ୍ୟୋଦୟ ରୁ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ,ପଶ୍ଚିମଦିଗକୁ ତ୍ୟାଗ, ଦିବା ଘ୧/୪୦ମି ପରେ ଅଗ୍ନିକୋଣ,ପୂର୍ବଦିଗ ଏବଂ ଐଶାନ୍ୟକୋଣକୁ ତ୍ୟାଗକରି […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୧୪ତାରିଖ ମଙ୍ଗଳବାର। ଦ୍ୟୁତ ପ୍ରତିପଦ୍, ବଳିରାଜୋତ୍ସବ, ଅନ୍ନକୂଟ, ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ଶିଶୁଦିବସ, ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ।କାର୍ତ୍ତିକ ମାସ ,ଶୁକ୍ଳ ପକ୍ଷ ,ଭୌମ ବାସ ,ତିଥି- ପ୍ରତିପଦ୍ ଦିବା ଘ୨/୨୯ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ରାତ୍ରି ଘ୩/୫୮ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର। ସୁର୍ଯ୍ୟୋଦୟ- ଘ୫/୫୮/୬ ,ସୂର୍ଯ୍ୟାସ୍ତ- ଘ୫/୪/୬ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୨/୨୯ମି ପରେ ଉତ୍ତରଦିଗରେ। ମଙ୍ଗଳବାର ଓ […]

ସର୍ବଭାରତୀୟ ସମବାୟ ସପ୍ତାହ ପାଳନ

ମେଣ୍ଢାଶାଳ,୧୪।୧୧(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତି ମଙ୍ଗଳବାର ଦିନ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ କରିଛି ।ଏଥିରେ ମେଣ୍ଢାଶାଲ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ. ମେଣ୍ଢାଶାଳ ଶାଖା ପରିଚାଳକ ବିକାଶ କୁମାର. ସୁପରଭକ୍ଷଇଜର ସନ୍ତୋଷ ମଙ୍ଗରାଜ.ପରିଚାଳନା ନିର୍ଦେଶକ ରାଜ ଖାନ. ନିମାଇଁ ଚରଣ ବିଶ୍ୱାଳ. କାଳୁ ଦାସ. ସରୋଜ ପାତ୍ର. ଗୁରୁପ୍ରସାଦ ସାମନ୍ତରାୟ ଗ୍ରାମର ବୟୋଜ୍ୟେଷ୍ଠ ମୁରବି ବିଜୟ ଚନ୍ଦ୍ର ବଡ଼ଜେନା. ସର୍ବେଶ୍ୱର ସାମନ୍ତରାୟ. ଜୟ ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ […]