ସର୍ବଭାରତୀୟ ସମବାୟ ସପ୍ତାହ ପାଳନ

ମେଣ୍ଢାଶାଳ,୧୪।୧୧(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତି ମଙ୍ଗଳବାର ଦିନ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ କରିଛି ।ଏଥିରେ ମେଣ୍ଢାଶାଲ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ. ମେଣ୍ଢାଶାଳ ଶାଖା ପରିଚାଳକ ବିକାଶ କୁମାର. ସୁପରଭକ୍ଷଇଜର ସନ୍ତୋଷ ମଙ୍ଗରାଜ.ପରିଚାଳନା ନିର୍ଦେଶକ ରାଜ ଖାନ. ନିମାଇଁ ଚରଣ ବିଶ୍ୱାଳ. କାଳୁ ଦାସ. ସରୋଜ ପାତ୍ର. ଗୁରୁପ୍ରସାଦ ସାମନ୍ତରାୟ ଗ୍ରାମର ବୟୋଜ୍ୟେଷ୍ଠ ମୁରବି ବିଜୟ ଚନ୍ଦ୍ର ବଡ଼ଜେନା. ସର୍ବେଶ୍ୱର ସାମନ୍ତରାୟ. ଜୟ ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ ମେଣ୍ଢାଶାଳ ସେବାସମବାୟ ସମିତିର ଲୋକପ୍ରିୟତା ଉପରେ ମତବ୍ୟକ୍ତ କରିଥିଲେ। ଶେଷରେ ସମ୍ପାଦକ ହିମାଂଶୁ ଶେଖର ସାମନ୍ତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

Comments (0)
Add Comment