Browsing yearly archive

2023

ପୁରୀରେ ହାତୀ!

ପୁରୀ,୧୦।୧(ଏସଏସ ନିଉଜ)ହାତୀକୁ ଟ୍ରାଙ୍କୁଲାଇଜ ହେବ !ଜନବସତି ମୁହାଁ ହୋଇଛନ୍ତି ଜଙ୍ଗଲୀ ହାତୀ ।ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ଯାହାଫଳରେ ହାତୀକୁ ଟ୍ରାଙ୍କୁଲାଇଜ କରି କାବୁ କରିବାକୁ ନିଷ୍ପତ୍ତି ହୋଇଛି। ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ନେଇ ପୁରୀ ବନଖଣ୍ଡ ରେଞ୍ଜ ଅଫିସରଙ୍କ ସୂଚନା ମିଳିଛି। ହାତୀ ଏବେ ବାଲିଆଗୁଳି ଅଭୟାରଣ୍ୟରେ ଥିବାର ଜଣାପଡିଛି।

ଆଜିର ରାଶିଫଳ

ସଙ୍କଟଚତୁର୍ଥୀ ବ୍ରତ,୨୦୨୩ ମସିହା ଜାନୁୟାରୀ ମାସ ୧୦ ତାରିଖ (ମଙ୍ଗଳବାର)ମାଘ ମାସ – କୃଷ୍ଣପକ୍ଷ ,ତିଥି-ତୃତୀୟା ଦିବା ଘ୧୨/୧୯ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୭/୦୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୦/୫ ,ମକର ରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଚତୁର୍ଥୀର ପ୍ରାବଣଶ୍ରାଦ୍ଧ ,ପୋଟଳ ଦିବା ଘ୧୨/୧୯ ଗତେ ମୂଳା ଭକ୍ଷଣ ନିଷେଧ । ମେଷ-ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତକାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ […]

ମେଣ୍ଢାଶାଳରେ ଧାନମଣ୍ଡି ଖୋଲିଲା

ବାରଙ୍ଗ.୯ା୧(ଏସଏସନିଉଜ)ମେଣ୍ଢାଶାଳରେ ଥିବା ସେବାସମବାୟସମିତିଠାରେ ଚଳିତ ବର୍ଷର ଧାନକିଣିବାପାଇଁ ମଣ୍ଡି ସୋମବାରଦିନ ଉଦ୍‌ଘାଟିତ ହୋଇଯାଇଛି ।ସେବା ସମବାୟ ସମିତିସଭାପତି ମହେନ୍ଦ୍ରକୁମାରପ୍ରଧାନ ଏହାକୁ ଆନୁଷ୍ଠାନକଭାବେ ଉଦଘାଟନ କରିଥିଲେ ।ଏହି ଉଦଘାଟନ ଉସ୍‌ବରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ କୈାଶଲ୍ୟାବଳିୟାରସିଂହ,ସମିତିର ଶାଖାପରିଚାଳିକା ସସ୍ମିତାନାୟକ ଅତିଥିରୁୁପେ ଯୋଗଦେଇଥିଲେ ।ବ୍ୟାଙ୍କସୁପରଭାଇଜର ସନ୍ତୋଷକୁମାମଙ୍ଗରାଜ,ସଭ୍ୟ ନିମାଁଇ ଚରଣ ବିଶ୍ୱାଳ,ରାଜଖାନ୍‌,ମୁରଲିଧରମହାନ୍ତି,କାଳୁଚରଣଦାସ,ରତ୍ନାକରସାହୁ,ପବିତ୍ରପଟ୍ଟନାୟକ, କୁନ୍ତଳା ପଟ୍ଟନାୟକ,ସରୋଜକୁମାରପାତ୍ର,ଗୁରୁପଦସାମନ୍ତରାୟଙ୍କ ସମେତ ପରିଚାଳନା ନିର୍ଦ୍ଦେଶକମାନେ ଓ ଦଣ୍ଡେଶ୍ୱର ରାଇସ ମିଲ,ଜଟଣୀ ନିୟନ୍ତ୍ରିତ ବଜାର କମିଟିସଭ୍ୟମାନେ ଯୋଗଦେଇଥିଲେ ।ପ୍ରଥମଦିନରେ ୨୬ଜଣଚାଷୀଙ୍କଠାରୁ ସାତଶହ୪୫କୁଇଟାଂଲ ଧାନ ସଂଗ୍ରହ କରାଯାଇଥିବାସମ୍ପାଦକ ହିମାଂଶୁଶେଖରସାମନ୍ତରାୟ କହିଛନ୍ତି […]

ବାରଙ୍ଗରେ ଚାଲିଛି ବେଆଇନ ବାଲିଉଠା

ବାରଙ୍ଗ,୯ା୧(ଏସଏସନିଉଜ) କଟକଭୁବନେଶ୍ବର ଓ ଏହାର ଉପକଣ୍ଠରେ ହେଉଥିବା ବିଭିର୍ଣ ଉନୟନମୂଳକ କାର୍ଯ୍ୟନିମନ୍ତେ ଆଵଶ୍ୟକତାଥିବା ଲଘୁଖଣିଜଜାତ ଦ୍ରବ୍ୟର ଉସ୍‌ସାଜିଥିବା ବାରଙ୍ଗ ଉପରେ ଅଂଚଳବାସୀ ଉପରେ ନିର୍ଭର କରିଥାନ୍ତି ।ଏହାକୁ ଦୃଷ୍ଟିରେ ରଖି ବାରଙ୍ଗତହସିଲ ପକ୍ଷରୁ କିଛିଜାଗାରେ ବାଲିଘାଟ ନିମନ୍ତେ ନିଲାମ ସୁତ୍ରରେ ଦିଆଯାଇଛି ।ଏସବୁସତ୍ୱେ ଚୋରାରେ ବାଲି ଉଠିବା ଏକ ନିତିଦିନିଆ ଘଟଣା ପାଲଟିଛି ।ଅନ୍ୟପଟେ ବାଲିମାଫିଆମାନେ ବେଆଇନଭାବେ ନଦୀପଠାରୁ ବାଲିଉଠାଇବା ସହ ସରକାରୀ ଜାଗାକୁ ଜବରଦଖଲ କରି ବାଲିଗଛିତରଖି ବିକ୍ରି କରିଚାଲିଛନ୍ତି ।ଏସବୁସତ୍ୱେ ତହସିଲପକ୍ଷରୁ ଦୃଷ୍ଠାନ୍ତମୁଳକଭାବେ କାର୍ଯ୍ୟାନୁଷ୍ଠାନ […]

ବସରେ ଲାଗିଗଲା ନିଆଁ

ସାକ୍ଷୀଗୋପାଳ,୯।୧(ଏସଏସନିଉଜ)ସାକ୍ଷୀଗୋପାଳମନ୍ଦିର ନିକଟରେ ଆଜି ଏକ ଏକ ୟୁପି୭୫-ଏଟି-୧୭୭୬ନଂ ଯାତ୍ରୀବାହୀ ବସଟିରେ ନିଆଁ ଲାଗିଯାଇଥିଲା ।ବସଟି ଉତରପ୍ରଦେଶରୁ ୫୦ରୁଉର୍ଦ୍ଧ ଯାତ୍ରୀନେଇ ଗଙ୍ଗାସାଗର ବୁଡକୁ ଆସିଥିଲ।।ବସଟି ମନ୍ଦିର ନିକଟରେ ଥୁଆହୋଇଥିବାବେଳେହଠାତ ଜଳିଉଠିଥିଲା ।ଯଦିଓ କେହି ମୃତାହାତ ହୋଇନାହାନ୍ତି ତଥାପି ଯାତ୍ରୀମାନଙ୍କର କିଛିଆସବାସପତ୍ର ଓ ଟଙ୍କାପଇସା ଜଳିଯାଇଥିବାର ଜଣାପଡିଛି ।ଖବରପାଇ ଦମକଳ ଆସି ନିଆଁକୁ ଆୟତ କରିଥିଲା ।ନିଆଁ ଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ବେଟାରିରୁ ସର୍ଟସର୍କିଟ ଯୋଗୁ ଏପରି ହୋଇଥିବାର ଅନୁମାନ କରାଯାଉଛି ।  

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୦୯ ତାରିଖ (ସୋମବାର) ମାଘ ମାସ – କୃଷ୍ଣପକ୍ଷ,ତିଥି- ଦ୍ଵିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୫୩,ସୂର୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୧୯/୨୬,ମିଥୁନ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ବୋଇତି କଖାରୁଦିବା ଘ୯/୪୧ ଗତେ ପୋଟଳ ଭକ୍ଷଣ ନିଷେଧ। ମେଷ-ଆଜି ଆପଣଙ୍କଦିନ ମିଶ୍ରିତ ଫଳଦାୟୀ ରହିବ। ଖର୍ଚ୍ଚର ଚିନ୍ତାରେମନ ଅଶାନ୍ତି ରହିପାରେ କିନ୍ତୁ ସବୁଠିକ ହୋଇଯିବ। ବାଣୀଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ଅଫିସର ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭହେବ। ଆର୍ଥିକ ଦୃଷ୍ଟିକୋଣ ରେ ଦିନ […]

ଆଜିର ରାଶିଫଳ

ପୁଷ୍ୟା ଭିଷେକ ଓ ରାଜା ଭିଷେକ ,୨୦୨୩ ମସିହା ଜାନୁୟାରୀ ମାସ ୦୮ ତାରିଖ (ରବିବାର)ମାଘମାସ -କୃଷ୍ଣପକ୍ଷ ,ତିଥି-ପ୍ରତିପଦା ପ୍ରାତଃ ଘ୭/୧ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୩୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୮/୫୦ ,ମେଷ ରାଶିର ଘାତବାର ,ଦ୍ଵିତିଆର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣିକଖାରୁ ଦିବା ଘ୭/୧ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧା ମେଷ-ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ […]

ମିଳୁନିଘାସ,ଅଧାପେଟରେ ରହୁଛନ୍ତି ତୃଣଭୋଜିପ୍ରାଣି

ବାରଙ୍ଗ,୭ା୧(ଏସଏସମନିଉଜ)ନନ୍ଦନକାନନର ବିକାଶପାଇଁ ସରକାରବିଭିର୍ଣମାଧ୍ୟମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି ।ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାପାଇଁ ତଳଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀମାନେ କାର୍ଯ୍ୟାଆରମ୍ଭ କରିଦେଇଥିବାର ମଧ୍ୟ କହୁଛନ୍ତି ।ପଶୁପକ୍ଷୀମାନଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କୁ ପରିଚାଳନାକରିବା ପାଇଁ ଆବଶ୍ୟକତାର ଦ୍ୱାହିଦିଆଯାଇ ମାଳମାଳ ଅସ୍ଥାୟୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଚାଲିଛି ।ଏହାପରେ ବି ପଶୁପକ୍ଷୀମାନେ ଏବେ ଅଧାପେଟରେ ଜୀବନନିର୍ବାହ କରୁଥିବାର ଜଣାପଡିଛି ।ପାଟିଫିଟୁନ ଥିବାରୁ ସେମାନେ ଅଭିଯୋଗ କରିପାରୁନଥିଲେ ମଧ୍ୟ କଷ୍ଟରେ ରହିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଏସବୁ ସତ୍ୱେ ଷ୍ଟୋରବିଭାଗ […]

ବାସୁଦେବଙ୍କ ପୀଠରେ ଭଜନମେଳା

ବାରଙ୍ଗ,୭।୧ (ଏସଏସନିଉଜ) ମେଣ୍ଢାଶାଳଗ୍ରାମର ଆରାଧ୍ୟ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ସାମ୍ବତ୍ସରିକ ପୁଷ୍ୟାଭିଷେକ ଭଜନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେଆଖପାଖ ଗାଁର ଭଜନମଣ୍ଡଳୀ ଯୋଗଦେଇ ଭଜନ ପରିବେଷଣ କରିଥିଲେ । ବିଳମ୍ଭିତ ରାତିପର୍ଯ୍ୟନ୍ତ ଏହି ଭଜନ ଚାଲିଥିବାବେଳେ ଗ୍ରାମବାସୀମାନେ ରାତି ଉଜାଗର ରହି ଏହାକୁ ଉପଭୋଗ କରିଥିଲେ ।ବୃନ୍ଦାବନପରିଡା. ପବିତ୍ର ବଳିୟାରସିଂହ.ରମେଶ ଚନ୍ଦ୍ର ପରିଡା.ପ୍ରଫୁଲ୍ଲ କୁମାର ଶ୍ରୀଚନ୍ଦନ.ବୀରକିଶୋର ବିଶ୍ୱାଳ. ରବି ପରିଡା. ବିଭୁତି ପରିଡା.ପ୍ରାଣକୃଷ୍ଣ ମହାରଣା.ସତ୍ୟନାରାୟଣ ସାମନ୍ତରାୟ. ହିମାଂଶୁ ଶେଖର ସାମନ୍ତରାୟ.ସମ୍ଭୁନାଥ ବେହେରା.ସନାତନ ପଟ୍ଟନାୟକ. ସନାତନ ବାରିକ. […]

ରୁପାର ପ୍ରଥମ ଶାବକ ମୃତ

ବାରଙ୍ଗ,୭।୧ (ଏସଏସନିଉଜ) ଶୁକ୍ରବାରଦିନ ପ୍ରାଣିଉଦ୍ୟାନ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିବା ଧଳାବାଘୁଣି ରୁପାର ତିନଟିଶାବକ ମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଛି ।ଗତକାଲି ବିଳମ୍ଭିତ ରାତିରେ ରୁପା ଜନ୍ମଦେଇଥିବା ସାଧାରଣରଙ୍ଗର ପ୍ରଥମଶାବକଟି ମରିପଡିଥିବାର ଶନିବାର ସକାଳେ ଜଣାପଡିଛି ।ଶନିବାର ଦିନତମାମ ମଲାଛୁଆଟିକୁ ପାଖରେ ରଖି ରହିଥିବାରୁ ରୁପାପାଖରୁ ମଲାଛୁଆକୁୁ ଅଲଗା କରିବାପାଇଁ ଜନ୍ତୁବିଭାଗର କର୍ମଚାରୀମାନେ ଚେଷ୍ଟାକରି ବିଫଳ ହୋଇଛନ୍ତି ।ଅନ୍ୟଦୁଇଟିଛୁଆକୁ ରୁପା ପାଖରେ ରଖିବାସହ ଖାଇବାକୁ କ୍ଷୀର ଦେଉଥିବାର ଜଣାପଡିଛି ।ତେବେ ରୁପା କୁଦିଦେବାଯୋଗୁ ଛୁଆଟିର ମୃତ୍ୟୁ ହୋଇଥିବାର ଜଣାପଡିଛି […]