Browsing yearly archive

2023

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବର ମାସ ୨୭ତାରିଖ ବୁଧବାର । ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଦେବଙ୍କର ବଳିବାମନ ବେଶ, ବିଶ୍ବପର୍ଯ୍ୟଟନଦିବସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୯/୫୮,ସୂର୍ଯ୍ୟାସ୍ତ- ଘ୫/୩୫/୪୬,ଭାଦ୍ରବମାସ, ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/ ୩୭ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଦକ୍ଷିଣଦିଗରେ, ରାତ୍ରି ଘ୧୦/ ୩୭ମି ପରେ ପଶ୍ଚିମ ଦିଗରେ। ରିକ୍ତାତିଥି, ଶନିଯୁକ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବାଇଗଣ ରାତ୍ରି ଘ୧୦/୩୭ମିପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବାଘ୮/୩୯ମି ରୁ ଘ୧୦ /୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୯ମି […]

ପେଣ୍ଡାଲରୁ ଗାୟବହେଲା ଗଣେଶମୂର୍ତ୍ତି

କଣ୍ଟାବାଞ୍ଜି,୨୬ା୯(ଏସଏସନିଉଜ)ରାତାରାତି ପୂଜାମଣ୍ଡପରୁ ଗଣେଷଙ୍କ ମୂର୍ତ୍ତି ଗାୟାବ ହୋଇଯାଇଥିବାଭଳି ଘଟଣା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦା ଗାଁରେ ଘଟିଛି ।ଭଷାଣି ପୁର୍ବରୁ ମୁର୍ତି ଗାଏବ ହୋଇଯାଇଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି ପୂଜାକମିଟି ।ପୂଜାକମିଟିର କର୍ମକର୍ତାମାନଙ୍କ ଅଭିଯୋଗ ହେଲାଯେ,ସେମାନେ ଗଣେଶପୂଜାରେ ଅନ୍ୟଏକ ଜାଗାରେ ହେଉଥିବା ସାଂସ୍କୃତିକ କାର‌୍ୟ୍ୟକ୍ରମ ଦେଖିବାକୁ ଯାଇ ଫେରିବାବେଳକୁ ତାଙ୍କର ଗଣେଶଙ୍କ ମୂର୍ତ୍ତି ପେଣ୍ଡାଲରେ ନଥିଲା ।ତେବେ ମୂର୍ତ୍ତି ପେଣ୍ଡାଲରୁ ଗାୟାବ ନୁହେଁ ଚୋରି ହୋଇଯାଇଥିବାର ଜଣାପଡିଛି ।  

ଚାଲିଗଲା କଳାହଂସର ଜୀବନ

ବାରଙ୍ଗ,୨୫।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୭୫ନମ୍ବର(ବି) ଏନକ୍ଲୋଜରରେ ରହୁଥିବା ଏକ ଅଣ୍ଡିରା କଳାହଂସର ରବିବାରଦିନ ମୃତ୍ୟୁ ଘଟିଛି।ତେବେ ହଂସଟି ଏନକ୍ଲୋଜରରେ ଠିକ ଭାବେ ବିଚରଣ କରୁଥିବାବେଳେ ହଠାତ୍ କିପରି ମୃତ୍ୟୁ ଘଟିଲା ତାକୁନେଇ କର୍ତ୍ତୁପକ୍ଷ ଖୋଳତାଡ ଆରମ୍ଭ କରିଥିବାର ଜଣାପଡିଛି।ଶବବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚିକିତ୍ସକଙ୍କଠାରୁ ଶୁଣିବାକୁ ମିଳିଛି।ଏହି ହଂସର ମୃତ୍ୟୁପରେ ସେମାନଙ୍କ ସଂଖ୍ୟା ହ୍ରାସପାଇ ୪ରେ ପହଂଚିଛି। ଅଷ୍ଟେଲିଆ ଓ ତାସମାନିଆର ଆର୍ଦ୍ରଭୂମିରେ ଏହି ପ୍ରଜାତିର କଳାହଂସଙ୍କ ନିବାସସ୍ଥଳୀ।ମାଈ କଳାହଂସମାନେ ଗଭୀର ହ୍ରଦ ମଧ୍ୟରେ […]

ଆଉ ୭ଟି ଫ୍ଲାଏଓଭର

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରେ ରାଜଭବନ ଛକଠାରୁ ବାରଙ୍ଗ ମଧ୍ୟରେ ଆଉ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ । ନିକୋପାର୍କ ଛକ, ଜୟଦେବବିହାରଛକ, ଜନତାମଇଦାନ ଛକ, ଜାଭିୟରଛକ, କଳିଙ୍ଗହସ୍ପିଟାଲ ଛକ, ପାୱାରହାଉସ ଛକ ଓ ନନ୍ଦନକାନନଛକ ନିକଟରେ ଫ୍ଲାଏଓଭର ନିର୍ମାଣ କରାଯିବ ।ରାଜଭବନ ଛକଠାରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର‌୍ୟ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର‌୍ୟ୍ୟ କରାଯିବା ସହିତ ଫ୍ଲାଏଓଭର ନିର୍ମାଣ କରାଯିବ ।ଏହାସହ ଭବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ଭବାନିପାଟଣା ଓ ଭଦ୍ରକ ଆଦି ସହରମାନଙ୍କରେ […]

ପ୍ଲାଣ୍ଟକୁ ଯିବାବେଳେ ଦନ୍ତାହାତୀନେଲା ଜୀବନ

ଅନୁଗୁଳ,୨୬ା୯(ଏସଏସନିଉଜ) ହାତୀ-ମଣିଷ ଲଢ଼େଇ କମିନି, ବରଂ ଅଧିକ ତୀବ୍ର ହୋଇଛି ।ଯାହାର ଉଦାହରଣ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଚଳିତବର୍ଷ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି ଆଜି ସକାଳେ ଗଡ଼ାସନ୍ତ୍ରୀପଞ୍ଚାୟତ ଅନ୍ତର୍ଗତ ବାଇଝାଲିଆ ସହିରେ ହାତୀ ଆକ୍ରମଣରେ ପ୍ରଫୁଲ୍ଲଭୋଇ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଆହତ ହୋଇଛନ୍ତି। ଆଜିସକାଳେ ଟାଟାପ୍ଲାଣ୍ଟକୁ କାମ କରିବାକୁ ପ୍ରଫୁଲ୍ଲ ଯାଇଥିଲାବେଳେ ନଳଚନ୍ଦ୍ରପୁର ଶ୍ମଶାନପାଖରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ପ୍ରଫୁଲଙ୍କୁ ଧରି କଚାଡ଼ି ଦେବାରୁ […]

ଛାତ୍ରଙ୍କୁ ପଥରରେଛେଚି ହତ୍ୟା!

ରାଉରକେଲା,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଖର୍ଚ୍ଚ କରିବାକୁ ଟଙ୍କା ନଦେବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାରସାଙ୍ଗମାନେ ଲାଠିରେ ପିଟି ଓ ପଥରରେଛେଚି ହତ୍ୟା କରି ଉଦିତନଗର ସରନାଛକ କଚଡ଼ା ପୁଲିଆନିକଟରେ ଫିଙ୍ଗି ଦେଇଛନ୍ତି ।ଏନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାରେ ଦୁଇ ନାବାଳକ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବାର ଜଣାପଡିଛି ।ମୃତକ ହେଉଛନ୍ତି ବାଲୁଘାଟ ନୂଆବସ୍ତିର ରୁଦ୍ରନାରାୟଣ ପାଢ଼ୀ (୧୫)। ରୁଦ୍ର ସିଭିଲଟାଉନସିପ ସ୍ଥିତ ଡେଭେଲପ […]

କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ନିଖୋଜ

କଟକ,୨୬ା୯(ଏସଏସନିଉଜ) କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ତପନକୁମାରସାହୁ ନିଖୋଜ ହୋଇଥିବାନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ବୈଦେଶ୍ୱର ପୋଲିସ ଏକ ମିସିଙ୍ଗ ରିପୋର୍ଟ ରୁଜୁକରି ତଦନ୍ତ ଆରମ୍ଭକରିଛି।ଗତକାଲି ନାଟେରୀଛକ ନିକଟରୁ ତପନ ନିଖୋଜ ହୋଇଯାଇଛନ୍ତି ।ସେ ବାଇକ ଯୋଗେ ଶ୍ୱଶୁର ଘର ବ୍ରହ୍ମପୁରରୁ ଫେରୁଥିଲେ।କଳାପଥର କାର‌୍ୟ୍ୟାଳୟରେ ଅଫିସକାମ ପାଇଁ ବାଟରେ ଅଟକିଥିଲେ।ଏହାପରେ ବଡ଼ମ୍ବାକାର୍ଯ୍ୟାଳୟ  ମୁହାଁ ହୋଇଥିବାବେଳେ ନିଖୋଜ ହୋଇଯାଇଥିବାବେଳେ ତାଙ୍କଫୋନ ସୁଇଚଅଫ ରହିଥିବାର ଜଣାପଡିଛି ।

ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର

ଗଜପତି ,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଅଡ଼ବାଥାନା ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର ହୋଇଥିବାର ଜଣାପଡିଛି । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତା ଦୁର୍ବତ୍ତମାନେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖବରପାଇ ସ୍ତ୍ରୀସସ୍ମିତା ଘରକୁ ଯାଉଥିବାବେଳେ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି ।ଯାହାଫଳରେ ସ୍ୱାମୀସ୍ତ୍ରୀ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇବାସହ ତଦନ୍ତ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୨୬ତାରିଖ ମଙ୍ଗଳ ବାର।ଶ୍ରୀମନ୍ଦିରରେ ଓ ସର୍ବସମ୍ମତ ବାମନଜନ୍ମ, ସୁନିଆଁ ୬୭ଅଙ୍କ ସନ ୧୪୩୧ସାଲ ଆରମ୍ଭ, ଗରୁଡ଼ ପାର୍ଶ୍ବ ପରିବର୍ତ୍ତନ, ବୈଷ୍ଣବସମ୍ମତଏକାଦଶୀ, ବିଜୟା ମହାଦ୍ବାଦଶୀ, ଶକ୍ରୋତ୍ଥାପନ ଇନ୍ଦ୍ରଧ୍ବଜପୂଜା, ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୯/୪୪,ସୂର୍ଯ୍ୟାସ୍ତ- ଘ୫/୩୬/୪୨,ଭାଦ୍ରବମାସ,ଶୁକ୍ଳପକ୍ଷ,ଭୌମବାସ,ତିଥି- ଦ୍ବାଦଶୀ ରାତ୍ରିଘ୨/୨ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ଶ୍ରବଣା ଦିବା ଘ୧୦/୨୯ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୨/୨ମିପରେ ଦକ୍ଷିଣ ଦିଗରେ।ମଙ୍ଗଳବାର,ଅଗନ୍ତବ୍ୟ ତିଥି, ଶନି ଯୁକ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ସିଂହରାଶିର ରାତ୍ରି ଘ୯/୧୬ମି ପରେ ମିଥୁନ […]

ବୁଲୁଛି ବାଘ !

ସୁବର୍ଣପୁର,୨୫।୯(ଏସଏସନିଉଜ)ଉଲଣ୍ଡା ରେଞ୍ଜ ଚଢ଼େଇପଙ୍କ ମହାନଦୀ ଘାଟ ନିକଟରେ ଏକ କଲରା ପତାରିଆ ବାଘ ବୁଲୁଥିବାର ଜଣାପଡିଛି।ସ୍ଥାନୀୟ ଲୋକ ବାଘଟି ବୁଲୁଥିବାର ଦେଖି ବନବିଭାଗ କୁ ଖବର ଦେଇଥିଲେ।ବନବିଭାଗ ଖବର ପାଇ ଆସି ବାଘଟିର ଗତିବିଧି ଉପାରେ ଦୃଷ୍ଟି ଦେଇଛି ବାଘଟି ଗାଁ ଭିତରକୁ ନସିବା ପାଇଁ ଜଗିରହିଥିବାର ଜଣାପଡିଛି।ଅନ୍ୟପଟେ ବାଘର ପାଦଚିହ୍ନ କୁ ବନବିଭାଗ ଦେଖିଛି।ତେବେ ଏହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି