Browsing yearly archive

2023

୫ପେସାଦାର ବନ୍ଧୁକବେପାରୀଙ୍କୁ ଧରିଲା ପୋଲିସ

କଟକ,୨ା୮(ଏସଏସନିଉଜ) କମିସନରେଟ ପୁଲିସର ସ୍ୱତନ୍ତ୍ରସ୍କ୍ୱାର୍ଡ ୫ଜଣ ପେସାଦାର ବନ୍ଧୁକ ବେପାରୀଙ୍କୁ ଧରିବା ସହ ସେମାନଙ୍କଠାରୁ ଗୋଟିଏକାର ଓ ଦୁଇଟିବାଇକ, ୫ଟିବନ୍ଧୁକ ସହ ୫୦ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ।ଏମାନେ ଏମାନଙ୍କ ମଧ୍ୟରୁ ଏକାଧିକ ଧଳସାମନ୍ତ ଗୋଷ୍ଠୀର ସଦସ୍ୟବୋଲି ଜଣାପଡିବାପରେ ସେମାନଙ୍କୁ ରିମାଣ୍ଡରେ ପୋଲିସ ଆଣିବାକୁ ଯୋଜନା କରିଛି । ଅଭିଯୁକ୍ତମାନେ କଟକ ଜିଲ୍ଲା ତଥା ଅଭିଭକ୍ତ କଟକ ଜିଲ୍ଲାର ପେସାଦାର ଅପରାଧୀ ବୋଲି ପୋଲିସ ସୁଚନା ଦେଇଥିବାବେଳେ ସେମାନେ ହେଲେ ସତ୍ୟଜିତ ଜେନା ଓରଫ କାଳିଆ, […]

ଲାଗିଛି ବର୍ଷା ବିପ୍ତାତ

ଭୁବନେଶ୍ୱର,୨।୮(ଏସଏସନିଉଜ)ଆଜି ବି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ନେଇ ପାଣିପାଗ ବିଭାଗର ସୂଚନାଦେଇଛି।ପାଣି ଜମିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା କରାଯାଇଛି।ସେହିଁଭଳିଭାବେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ହୋଇଥିବାବେଳେ ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିମି ବର୍ଷା,ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, […]

ପୋଖରୀକୁ ପଶିଲା କାର

ସୋର,୨।୮(ଏସଏସନିଉଜ) ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଛି କାର୍‌ । ସିମୁଳିଆ ମାର୍କୋଣା ବଜାର ନିକଟ ପୋଖରୀରେ ପଶିଯାଇଛି କାର୍‌ । କାର୍‌ ଭିତରୁ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ୪ ଜଣ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି।

ଟ୍ରେନ ଉପରକୁ ପଡିଲା ପଥର

ଅନୁଗୁଳ,୨।୮(ଏସଏସନିଉଜ)ଅନୁଗୁଳରୁ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର।ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର।ବଇଣ୍ଡାଠାରୁ ଗୋଟିଏ କିମି ଦୂରରେ ଘଟିଲା ଅଘଟଣ।ଯାହାଫଳରେ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ରେଲୱେ କର୍ମଚାରୀ ସୁରକ୍ଷିତ ଥିବାର ଜଣାପଡିଛି।ଖବରପାଇଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ୨ତାରିଖବୁଧବାର।ବିବିଧ- ଶରଣଂ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୬/ ୧୧ ,ସୂର୍ଯ୍ୟାସ୍ତ-ଘ୬/୧୯/୩୧ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପ୍ରତିପଦ ରାତ୍ରି ଘ୮/୨୪ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରିଘ୮/୨୪ମିପରେ ଉତ୍ତରଦିଗରେ। ରବିସପ୍ତପରେ ମଙ୍ଗଳସପ୍ତ ଓ ଶନିଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ରାତ୍ରିଘ୧୨/୨୦ମିପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପାଣିକଖାରୁ, ରାତ୍ରିଘ୮/୨୪ମିପରେ ବୋଇତାଳୁ ଭକ୍ଷଣ […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧ତାରିଖ ମଙ୍ଗଳବାର।ଶ୍ରାବଣ ମଳପୂର୍ଣ୍ଣିମା/ମଙ୍ଗଳ ପୂର୍ଣ୍ଣିମା, ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟଦାନ, ତିଳକ ଜୟନ୍ତୀ।ବିବିଧ- ଶରଣଂ ସ୍ତ୍ରୀତୈଳ ବର୍ଜନ, ହଳନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୫/୫୦ ,ସୂର୍ଯ୍ୟାସ୍ତ-ଘ୬/୨୦/୦ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଭୌମବାସ ,ତିଥି- ପୂର୍ଣ୍ଣିମାରାତ୍ରି ଘ୧୨/୧୭ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୧୨/୧୭ମିପରେ ପୂର୍ବଦିଗରେ। ମଙ୍ଗଳବାର, ପକ୍ଷାନ୍ତ, ବିଷ୍ଟିକରଣ, ରବିସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କରଶ୍ରାଦ୍ଧ […]

ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୩୧ ତାରିଖ ସୋମବାର ।ଶ୍ରାବଣ ଅଧିମାସ କାରଣରୁ ଅଦ୍ୟ ରାତ୍ରୌ ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା, ଶ୍ରୀଶିବଶୟନଉତ୍ସବ, ଶ୍ରୀଲିଙ୍ଗରାଜଦେବଙ୍କ ଶୟନଯାତ୍ରା, ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ରାତ୍ରିଘ୧୨/୫୯ମି ପରେ ଶରଣ ପଞ୍ଚକଆରମ୍ଭ, ତୃଣକାଷ୍ଠ ଚ୍ଛେଦନ ନିଷେଧ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୨୫/୨୮ ,ସୂର୍ଯ୍ୟାସ୍ତ- ଘ୬/୨୦/୨୮,ଶ୍ରାବଣମାସ, ଚାନ୍ଦ୍ରମଳ ଶୁକ୍ଳପକ୍ଷ,ଚ଼ନ୍ଦ୍ରବାସ,ତିଥି- ତ୍ରୟୋଦଶୀ ଦିବା ଘ୭/୩୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ କ୍ଷୟରାତ୍ରି ଘ୩/୩୦ମି ପର୍ଯ୍ୟନ୍ତ ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଏବଂ ରାତ୍ରି ଘ୧୨/୫୯ମି ପରେ ସିଂହରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୩୦ତାରିଖ ରବିବାର।ଶ୍ରୀମନ୍ଦିରେ ଗରୁଡ଼ଶୟନ ଉତ୍ସବ, ମଳ ପ୍ରଦୋଷ ବ୍ରତ।ଋତୁ-ବର୍ଷା (ପ୍ରଥମମାସ)ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୫/୮ ,ସୂର୍ଯ୍ୟାସ୍ତ-ଘ୬/୨୦/୫୨ ,ଶ୍ରାବଣମାସ ,ତିଥି- ଦ୍ବାଦଶୀ ଦିବାଘ୧୦/୩୯ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ନକ୍ଷତ୍ର-ମୂଳାନକ୍ଷତ୍ର ରାତ୍ରିଘ୧୦/୧୩ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପୋଇଶାଗ, ଦିବା ଘ୧୦/୩୯ମି ପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୫ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।କାଳରାତ୍ରି […]

ପାଟିରେ ଘାହେଲେ କଣକରିବେ ?

ଆଜି ଜାଣିବା (ପାଟିଘା/ଅଲସରରୁ ମୁକ୍ତିପାଇଁ ଘରୋଇଉପଚାର) ୧.ମହୁ-ପାଟିରୁ ଚୋପା ଛାଡ଼ୁଥିଲେ ସେହିସ୍ଥାନରେ ମହୁଲଗାନ୍ତୁ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଭରି ରହିଥାଏ, ଯାହା ଅଲସରକୁ ଶୀଘ୍ର ଭଲକରିବାରେ ସାହାଯ୍ୟକରେ। ଆପଣଚାହିଁଲେ ମହୁରେ ଅଳ୍ପହଳଦୀ ମିଶାଇମଧ୍ୟ ଲଗାଇପାରିବେ। କିଛିଘଣ୍ଟା ମଧ୍ୟରେ ଆରାମଲାଗିବ। ୨.ନଡ଼ିଆତେଲ-ପାଟି ଅଲସରରୁ ମୁକ୍ତିପାଇଁ ଆପଣ ନଡ଼ିଆତେଲ ମଧ୍ୟ ବ୍ୟବହାର କରିପାରିବେ। ନଡ଼ିଆ ତେଲରେ ଆଣ୍ଟିଇନ୍‌ଫ୍ଲେମେଟୋରୀ ଗୁଣରହିଛି। ଏହା ପାଟିର ସମସ୍ତସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିବ। ୩.ଲୁଣପାଣି-ପାଟିର ସମସ୍ତରୋଗ ଦୂରକରିବାକୁ ଆପଣ ଲୁଣପାଣି ବ୍ୟବହାର କରିପାରିବେ। ଲୁଣରେ ଥିବା […]

ଆଜିର ରାଶିଫଳ

୨୯-୭-୨୦୨୩(ଶନିବାର)ମହରମ ଓ ହରି ଶୟନ ଏକାଦଶୀ,ଯୋଗିନୀ ଅଗ୍ନିକୋଣେ । ଦିବା ଘ୧।୦ ଗତେ ନୈଋତେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ବୃଷ ସିଂହ ଓ କନ୍ୟାରାଶିମାନଙ୍କର ଘାତବାର । ଦିବା ଘ୭।୨ ମଧ୍ୟେ ଘ୪।୪୩ ଗତେ ଘ୬।୨୦ ମଧ୍ୟେ କାଳବେଳା ଘ୧।୨୮ ଗତେ ଘ୩।୫ ମଧ୍ୟେ ବାରବେଳା । ରାତ୍ରି ଘ୭।୪୩ ମଧ୍ୟେ ଘ୪।୨ ଗତେ ଘ୫।୨୫ ମଧ୍ୟେ କାଳରାତ୍ରି । ଏକାଦଶୀର ଏକୋଦ୍ଦିଷ୍ଟ ଓ ଦ୍ଵାଦଶୀର […]