Browsing yearly archive

2023

ନନ୍ଦନକାନନକୁ ପଡିଲା କି ଶନିଦଶା !

ବାରଙ୍ଗ,୨୭।୭(ଏସଏସନିଉଜ) ବିଶ୍ୱସ୍ତରୀୟ ଚିଡିଆଖାନା ପାଇଁ ନନ୍ଦନ କାନନ କର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିବାବେଳେ ଦିନକୁ ଦିନ ଜୀବଜନ୍ତୁମାନଙ୍କ ସଂଖ୍ୟା କମିବାରେ ଲାଗିଛି।ଏବେବି ୧୫ରୁଉର୍ଦ୍ଧ୍ବ ଜୀବଜନ୍ତୁ ଅସୁସ୍ତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଗୋଟିଏ ମାଈଚିତା ବିରାଡିର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରସକାଳେ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ମୃତ୍ୟୁ ହୋଇଛି।ଯାହାକୁ ନେଇ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।ତେବେ ନନ୍ଦନ କାନନକୁ ଶନିଦାଷା ପଡିଛି ବୋଲି ଆଲୋଚନା ହେଉଛି। ରାଜ୍ୟ ଉଭିଦଉଦ୍ୟାନର ଶାଗୁଣା […]

ବଦଳିଲେ ଜେଲର

ବାରଙ୍ଗ,୨୭।୭(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରଶ୍ରମର ଜେଲର ଅଶୋକ କୁମାର ବେହେରାଙ୍କର ଏଠାରୁ ଦିଗପହଣ୍ଡି ଉପକାର ଗରକୁ ବଦଳି ହୋଇଛି ।ତାଙ୍କ ସ୍ଥାନରେ ଦିଗପହଣ୍ଡି ଜେଲର ଅମିୟ ବେହେରାଙ୍କର ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମକୁ ବଦଳି ହୋଇଛି ।ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବାପରେ କାରାଶ୍ରମର କଏଦୀମାନଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଛି ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୮ତାରିଖ,ଶୁକ୍ରବାର।ଋତୁ-ବର୍ଷା (ପ୍ରଥମମାସ)ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୪/୨୭ ,ସୂର୍ଯ୍ୟାସ୍ତ-ଘ୬/୨୧/୩୯ ,ଶ୍ରାବଣମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ଦଶମୀ ଦିବା ଘ୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୨/୫୧ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷହେତୁ ସୂର୍ଯ୍ୟୋଦୟରୁ ଦିବାଘ୨/୫୧ମି ମଧ୍ୟେ ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି, ଦିବାଘ୨/୫୧ମିପରେ ରାତ୍ରିଘ୧/୫୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର ନାହିଁ।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ […]

ଶିଶୁକନ୍ୟା ଅପହରଣ ଅଭିଯୋଗ

ପୁରୀ,୨୭ା୭(ଏସଏସନିଉଜ) ପୁରୀ ବେଳାମାର୍ଗରୁ ୩ବର୍ଷର ଜଣେ ଶିଶୁକନ୍ୟାକୁ ଜଣେ ମହିଳା ବୁଧବାର ସନ୍ଧ୍ୟାରେ ଏକ କାର୍‌ରେ ଅପହରଣ କରାଯାଇଥିବାର ସଞ୍ଜୟ ମଲ୍ଲିକ ନାମକ ବ୍ୟକ୍ତି ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ସଞ୍ଜୟ ହୋଟେଲ ସି-ଭିୟୁ ‌ସମ୍ମୁଖରେ ବେଳାମାର୍ଗରେ ଏକ ପଇଡ଼ ଦୋକାନ କରିଛନ୍ତି। ଏକ କଳାରଙ୍ଗର କାରରେ ବସିଥିବା ଜଣେ ମହିଳାଆସି ପଇଡ ମାଗିଥିଲେ ।ପଇଡଟି ନେଇ ୯ ବର୍ଷର ବଡ଼ ଝିଅ ଓ ୩ ବର୍ଷର ଶିଶୁ କନ୍ୟା ଯାଇଥିଲେ ।ପଇଡରୁ ନାଳି କାଢିବାକୁ କହି […]

ମହାନଦୀକୁ ଡେଇଁଲେ ଯୁବକ

ସମ୍ବଲପୁର,୨୭ା୭(ଏସଏସନିଉଜ) ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି ଗୋବିନ୍ଦତୋଲା ଅଞ୍ଚଳର ଜଣେ ଯୁବକ । ଭୋର ସମୟରେ ଏହି ଅଘଟଣ ଘଟିଛି। ଟାଉନ ଥାନା ଅନ୍ତର୍ଗତ ଚାଉରପୁର ବ୍ରିଜ ଉପରୁ ପାଣିକୁ ଡେଇଁ ଯୁବକ ନିଖୋଜ ହୋଇଥିବାର ଜଣାପଡିଛି ।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

ଭଦ୍ରକରେ ଚାଞ୍ଚଲ୍ୟ

ଭଦ୍ରକ,୨୭ା୭(ଏସଏସନିଉଜ) ପାରିବାରିକ କଳହରୁ ନାବାଳକ ପୁଅସହ ମିଶି ସ୍ତ୍ରୀସ୍ୱାମୀକୁ ଛୁରି ଭୁସି ହତ୍ୟା କରିବା ଭଳି ଘଟଣା ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟିକରିଛି ।ଭଦ୍ରକ ଗ୍ରାମାଞ୍ଚଳଥାନା ବାଣିତିଆପଞ୍ଚାୟତ ମହଲାସାହିରେ ଏହି ଅଘଟଣ ଘଟିଛି । ବାଣିତିଆ ପଞ୍ଚାୟତ ମହଲା ସାହିର ମଞ୍ଜୁଲତାଙ୍କୁ ବାହା ହୋଇ ସୁରେଶଲାଲ ଘରଜ୍ବାଇଁ ଭାବେ ରହୁଥିଲା।ଗତକାଲିରାତିରେ କୈାଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ତୀବ୍ର ରୂପ ନେଇଥିଲା। ମଞ୍ଜୁଲତା ନାବାଳକ ପୁଅ ସହାୟତାରେ ସ୍ୱାମୀସୁରେଶକୁ ଛୁରିରେ ଭୁସି ଦେବାରୁ ଘଟଣାସ୍ଥଳରେ ସୁରେଶର ମୃତ୍ୟୁ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୭ତାରିଖ ଗୁରୁବାର।ଋତୁ-ବର୍ଷା (ପ୍ରଥମମାସ) ସୂର୍ଯ୍ୟ- ଦକ୍ଷିଣାୟନ ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୪/୫ ,ସୂର୍ଯ୍ୟାସ୍ତ- ଘ୬/ ୨୨/୧ ,ଶ୍ରାବଣ ମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ବୃହସ୍ପତି ବାସ ,ତିଥି- ନବମୀ ଦିବା ଘ୩/୪୮ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୩/୪୮ମି ପରେ ଉତ୍ତର ଦିଗରେ। ରିକ୍ତାତିଥି ଦୋଷହେତୁ ଦିବା ଘ୩/ ୪୮ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର […]

ପାଣିରେ ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ

ମାଲକାନଗିରି,୨୬ା୭(ଏସଏସନିଉଜ) ପାଣିରେ ବୁଡ଼ିଯାଇଛି ମାଲକାନଗିରିର କାଙ୍ଗୁରୁକୋଣ୍ଡା ପୋଲ। ଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳପ୍ରବାହିତ ହେଉଛି । ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୬ ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।ସେହିପରି ଲଗାଣ ବର୍ଷା ଯୋଗୁଁ […]

କଟକଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ

କଟକ,୨୬।୭(ଏସଏସନିଉଜ) ସଡ଼କପଥରେ କଟକଚଣ୍ଡୀମନ୍ଦିରକୁ ଯାଇ ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ରାଷ୍ଟ୍ରପତି ପହଁଚିବାପରେ ହୁଳୁହୁଳିରେ କମ୍ପିଉଠିଲା କଟକଚଣ୍ଡୀମନ୍ଦିରର ପରିବେଶ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ମିଶିଥିବାର ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଆସିବାର ସୁଚନା ରହିଥିବାରୁ ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ।ତେବେ କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ […]

ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ

ଡେଲାଙ୍ଗ,୨୫ା୭(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଡେଲାଙ୍ଗବ୍ଲକ୍‌ର କନିଷ୍ଠଯନ୍ତ୍ରୀ ରଜନୀକାନ୍ତମାଝି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ବିଲ୍ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ।ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଏକ ମାମଲା ରୁଜୁକରି ତଦନ୍ତଚଳାଇଥିବା ସୂଚନା ମିଳିଛି।ଡେଲାଙ୍ଗବ୍ଲକର ରେଞ୍ଚପଞ୍ଚାୟତ ଅଧୀନ ପିଢ଼ପାଟଣା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣପାଇଁ ୭ଲକ୍ଷଟଙ୍କା ମଞ୍ଜୁର ହୋଇଥିଲା। ଏହି ଗୃହନିର୍ମାଣ କରୁଥିବା ଠିକାଦାରଙ୍କ ଫାଇନାଲ୍ ବିଲ୍ ପାସ୍ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଲାଞ୍ଚ […]