Browsing daily archive

March 10, 2024

ଆକ୍ସନମୁଡ଼ରେ ଗୋଳନ୍ଥରାଥାନା ପୁଲିସ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଗତ କିଛିଦିନ ହେବ ଗୋଳନ୍ଥରା ଥାନାପୋଲିସ ପେଟ୍ରୋଲିଂ ଜୋରଦାର କରିବା ସହ ଆକ୍ସନ ମୁଡ଼ରେ ରହିଥିବା ନେଇ ଜଣାପଡିଛି।ଗତକାଲି ରାତିରେ ପୁଲିସ ସ୍ଥାନୀୟ ରାଳବ ନିକଟରେ ଚାଲିଥିବା ଏକ ସେକ୍ସ ରାକେଟ୍ ଠାବ କରିଛି । ଏଥିରେ ଦୁଇରାଣୀ ମହୁମାଛିଙ୍କ ସମେତ ୪ଜଣକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

EDଚଢ଼ାଉରେ ୩୦ଲକ୍ଷ ଜବତ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ED ଚଢ଼ାଉରେ ମିଳିଲା ୩୦ଲକ୍ଷ ନଗଦଟଙ୍କା।୨କେଜି ଓଜନର ସୁନା ବି ମିଳିଲା।ଯାହାରମୂଲ୍ୟ୧. ୨୪କୋଟି ଟଙ୍କା ହେବ।କେନ୍ଦୁଝର ଯୋଡ଼ାରେ ଇଡି ଚଢାଉ ବେଳେ ମିଳିଲା ଟଙ୍କା।ଦୀପକଗୁପ୍ତା ଓ ସହଯୋଗୀଙ୍କ ୧୨ଟି ସ୍ଥାନରେ ହୋଇଥିଲା ରେଡ୍ ।ବିଦେଶୀକାର୍, ସମ୍ପତ୍ତି, ଆପତ୍ତିଜନକ କାଗଜପତ୍ର ଜବତ ହୋଇଛି।

ବୋରୱେଲରେ ଫସିଲା ଶିଶୁ

ଦିଲ୍ଲୀ,୧୦।୩(ଏସଏସନିଉଜ)୪୦ ଫୁଟ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ।କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ ପ୍ଲାଣ୍ଟରେ ଅଘଟଣ ଘଟିଛି।ବୋରୱେଲରୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।ଘଟଣାସ୍ଥଳରେ ଅଗ୍ନିଶମବାହିନୀ , ଏନ୍‌ଡିଆରଏଫ୍ ଓ ପୋଲିସ ଉପସ୍ଥିତ ରହିଛନ୍ତି।

ରାତିରେ ଖୋଲିବ ନନ୍ଦନକାନନ!

ବାରଙ୍ଗ,୯ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ରାତିବେଳା ଖୋଲିବାକୁ ଯାଉଛି ।ଏଥର ପର୍ଯ୍ୟଟକମାନେ ରାତିରେ ମଧ୍ୟ ଜୀବଜନ୍ତୁ ମାନଙ୍କୁ ଦେଖିବାର ସୁଯୋଗ ପାଇବେ ।ଏଥିନିମନ୍ତେ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ବିଭିର୍ଣ ଜୀବଜନ୍ତୁ ଏନକ୍ଲୋଜର ଆଗରେ ଓ ରାସ୍ତାରେ ଆଲୋକିକରଣର ବ୍ୟବସ୍ଥା କରାଯାଉଛି ।ଏଥି ନିମନ୍ତେ ଶନିବାରଦିନ ନନ୍ଦନକାନନର କର୍ତୁପକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାମୁଳକଭାବେ ଅନୁଧ୍ୟାନ କରାଯାଇଥିବାର ଜଣାପଡିଛି ।ତେବେ ଏହି ସୁବିଧା କେବଳ ରବିବାରଦିନ ଉପଲବ୍ଧ ହୋଇପାରିବା ।ପ୍ରାଥମିକପର୍ଯ୍ୟାୟରେ ରବିବାର ରାତି୭ରୁ୯ଟା ଦୁଇଘଂଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଏହି ସୁବିଧା ପାଇପାରିବେ […]