Browsing daily archive

March 15, 2024

୨୦୨୪ମସିହା ମାର୍ଚ୍ଚମାସ ୧୬ତାରିଖ ଶନିବାର।ଶନିଶ୍ଚରଉଦୟ, ବିଜୟାସପ୍ତମୀ ସ୍ନାନ, ଭାନୁ ସପ୍ତମୀ।ସୁର୍ଯ୍ୟୋଦୟ- ଘ୫/୫୭/୫୬ ,ସୂର୍ଯ୍ୟାସ୍ତ- ଘ୫/୫୩/୧୪ ,ଫାଲଗୁନମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ସପ୍ତମୀ ରାତ୍ରି ଘ୯/୩୪ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ଘାତଚନ୍ଦ୍ର– ବିଛା ରାଶିର ଏବଂ ନିଶାନ୍ତ ଘ୫/୨ମି ପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ, ରାତ୍ରି ଘ୯/୩୪ମି ପରେ ନଡ଼ିଆଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃ ରୁ ଦିବା ଘ୭/୨୩ମି ମଧ୍ୟେ, ଘ୪/୨୩ମି ରୁ ସୂର୍ଯ୍ୟାସ୍ତ ଘ୫/୫୩ମି ପର୍ଯ୍ୟନ୍ତ।ବାରଵେଳା ଦିବା ଘ୧/୨୩ମି […]

ବନ୍ୟପ୍ରାଣୀଙ୍କ ସହ ସେଲ୍‌ଫି ମନା

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବନ୍ୟଜନ୍ତୁଙ୍କ ଓ ସେମାନଙ୍କ ଶରୀରର ବିଭିର୍ଣ ଅଂଶ ସହ ଫଟୋ କିମ୍ବା ସେଲଫି ନେଲେ ଏଥର ଜେଲ୍ ଯିବାକୁ ପଡିବ ।ବନ୍ୟଜନ୍ତୁଙ୍କ ସହ ସେଲଫିନେଇ ସୋସିଆଲ ମିଡିଆରେ ଛାଡିଲେ ହେବ ଦୃଢକାର୍ଯ୍ୟାନୁଷ୍ଠାନ ।ଏହା ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରି ନଥାଏ ବରଂ ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ , ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ। ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ ।ଏହାସହ ମୃତ ବନ୍ୟଜନ୍ତୁ […]

୫ ଦିନ କାଳବୈଶାଖୀ

ଭୁବନେଶ୍ୱର,୧୫ା୩(ଏସଏସନିଉଜ)ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ କାଳବୈଶାଖୀ ହେବାକୁଯାଉଛି । ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରାରେ ପରିବର୍ତ୍ତନ ହେବନି। ଉପକୂଳ ଓଡ଼ିଶାରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ରହିବ ଦିନ ତାପମାତ୍ରା। ଆଭ୍ୟନ୍ତରୀଣ ଓଡିଶାରେ ୩୭ ରୁ ୩୯ଡିଗ୍ରୀ ରହିପାରେ ତାପମାତ୍ରା। ପରବର୍ତ୍ତୀ ୩ରୁ ୪ ଦିନ ଯାଏଁ ଆହୁରି କମିବ ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିବ ପାରଦ। ପଶ୍ଚମାଝଡ ପ୍ରଭାବରେ ବଢିବ ବଜ୍ରପାତ ଜନିତ ବର୍ଷା। ୧୬ […]

ମେଣ୍ଟନେଇ ଅମିତଶାହଙ୍କ ବଡ଼ବୟାନ !

ଭୁବନେଶ୍ୱର,୧୫ା୩(ଏସଏସନିଉଜ)ରାଜ୍ୟରେ ବିଜେପି-ବିଜେଡି ମେଂଟକୁନେଇ ସ୍ପଷ୍ଟଚିତ୍ର ମିଳିପାରିନଥବାବେଳେ ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ ରହିଛି । ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭରେ ସେକହିଛନ୍ତି ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତିା ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି କହିଛନ୍ତି ।

ଖଣ୍ଡାରେ ଆକ୍ରମଣ ଘଟଣାରେ ୨କୋର୍ଟଚାଳଣ

ବାରଙ୍ଗ,୧୫ା୩(ଏସଏସନିଉଜ)ତାସ ଖେଳକୁନେଇ ଗୁରୁବାରଦିନ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ଏହି ଘଟଣାରେ ଜଣେ ଫେରାର ଥିବାବେଳେ ପୋଲିସ ସେମାନଙ୍କଠାରୁ ଘାସକଟା ଖଣ୍ଡା ଓ ସ୍କୁଟିକୁ ଜବତକରିଛି । ପ୍ରକାସଯେ,ଗୁରୁବାର ୪ଟା ସମୟରେ ପାଇକେରାପୁରଗ୍ରାମର ଅମର ପ୍ରଧାନ ,ଧଡୁଦାସ ଓ ଅନ୍ୟମାନେ ମିଶି ଗାଁରେ ତାସ ଖେଳୁଥିଲେ ।ତାସ ଖେଳକୁନେଇ ଅମିର ପ୍ରଧାନ ଓ ଧଡୁଦାସଙ୍କ ମଧ୍ୟରେ ବଚସା ହୋଇଥିଲା ।ଏହିଘଟଣା ପରବର୍ତିସମୟରେ ଉଗ୍ରରୁପ ଧାରଣ କରିଥିଲା ।ଧଡୁ ଦାସ […]

ପୁରୀମେନ୍‌କେନାଲ ଭିତରକୁ ପଶିଲା ଅଟୋ

ବାରଙ୍ଗ ୧୫ା୩(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁରଗ୍ରାମ ନିକଟ ପୁରୀ ମୁଖ୍ୟକେନାଲ ଭିତରକୁ ଭାରସାମ୍ୟ ହରାଇ ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ଅଟୋ ପଶିଯାଇଥିଲା ।ଅଟୋରେ କେହିନଥିବାବେଳେ ଚାଳକ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ପ୍ରକାସ ଯେ, ଶୁକ୍ରବାର ସକାଳେ ପ୍ରାୟ ସାଢେ ଆଠଟା ସମୟରେ ଓଡି ୩୩ଏଏଲ ୨୫୦୨ ନଂ ଯାତ୍ରୀବାହୀ ଅଟୋଟି ମାଛ ଦାନା ନେଇ ପ୍ରତାପ ନଗରୀଦେଇ କେନାଲବନ୍ଧରାସ୍ତାରେ ବାରଙ୍ଗ ଆସୁଥିଲା ।ଅଟୋଟି କାନପୂର ଗ୍ରାମ ନିକଟରେ ପହଁଚିଥିବାବେଳେ ଭାରସାମ୍ୟ ହରାଇ କେନାଲଭିତରକୁ […]

ବିଜେପିରେ ଅଭିନେତା ଅରିନ୍ଦମ ରାୟ

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ତଥା ବିଜେଡିର ସାଧାରଣ ସଂପାଦକ ଅରିନ୍ଦମ ରାୟ ଆଜି ବିଜୁ ଜନତାଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ।ବିଜେପିକାର୍ଯ୍ୟାଳୟରେ ବରିଷ୍ଟନେତାମାନଙ୍କ ଉପସ୍ଥିତିରେ ସେ ବଜେପିରେ ଯୋଗଦେଇଛନ୍ତି ।ସେ ବିଜେଡିର ପ୍ରାଥମିକସଦସ୍ୟପଦରୁ ଇସ୍ତପାଦେବାସହ ଇସ୍ତପାପତ୍ର ଦଳୀୟ ସଭାପତି ନବୀନପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।ସେତାଙ୍କ ଇସ୍ତପାପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି।

ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବିନ୍ଦୁସାଗରରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତହେଦଟି ପୋଖରୀର ଉତ୍ତରେଶ୍ୱର ଘାଟରେ ଭାସୁଥିବାର ଜଣାପଡିବାପରେ ସ୍ଥାନୀୟଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ କଭରଦେଇଥରଲେ ।ପରେ ଅଗ୍ନିଶମ କର୍ମଚାରୀମାନେ ଆସି ପାଣିଭିତରୁ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।ତେବେ ମହିଳା ଜଣଙ୍କ କିଏ ଓ ତାଙ୍କର ପରିଚୟ ଅଦ୍ୟାବଧି ମିଳିପାରିନଥିବାବେଳେ ଲିଙ୍ଗରାଜ ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତଆରମ୍ଭ କରିଛି ।

ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭଦ୍ରକ,୧୫ା୩(ଏସଏସନିଉଜ) ଆଜି ସକାଳୁ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ସଂଘ ଓ ବରପଦା ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ସକାଳ୬ଟାରୁ ଏହି ବନ୍ଦ ଡାକରା ଦିଆଯାଇଛି । କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ବିଜେଡି ନେତା ପ୍ରୟାସକାନ୍ତି ସାମଲଙ୍କୁ ଗିରଫ ଦାବିରେ ଓ କଲେଜର ପରିଚାଳନା ପ୍ରଶାସନ ହାତକୁ ନେବା ଓ କର୍ମଚାରୀଙ୍କୁ ଦରମା ଦେବା ଦାବି କରି […]

ଅନ୍ଧାରରେ ‘ମେଣ୍ଟ ରାଜନିତୀ

ଭୁବନେଶ୍ବର,୧୫ା୩(ଏସଏସନିଉଜ)ଗତକିଛିଦିନହେବ ବିଜେଡି-ବିଜେପି ମେଂଟ ହେବାନେଇ ଚର୍ଚ୍ଚା ଯୋରଧରିଛି ।କିନ୍ତୁ ଅଦ୍ୟାବଧି ଉଭୟଦଳର ନେତା କେହି ସ୍ପଷ୍ଟ କଥାକହୁନାହାନ୍ତି ।ଯାହାକୁନେଇ ଦ୍ୱନ୍ଦରେ ରହିଯାଇଛନ୍ତି କର୍ମି । ବିଜେପିରାଜ୍ୟ ସଭାପତି ମନମୋହନସାମଲ ଦିଲ୍ଲୀରୁ ଫେରି ଏକା ଲଢିବାନେଇ କଥା ଦୋହରାଇବା ସହ ସାମାଜିକ ଗଣମାଧ୍ୟମରେ ଏହିକଥା ଲେଖିଥିଲେ ।ଏହାପରେ ବିଜେପିକର୍ମୀମାନଙ୍କ ମଧ୍ୟରେ ବେଶ ଉସ୍‌ାହ ଦେଖିବାକୁମିଳିଥିଲା ।ମାତ୍ର କେଇଘଂଟାପରେ ଟ୍ବିଟ୍‌(ଏକ୍ସ)ରୁ ଦିଆଯାଇଥିବା ବିବୃତିକୁ କଟାଯାଇଥିଲା ।ଏହାପରଠାରୁ ବିଜେପିନେତା ମେଂଟ ନେଇ କୈାଣସି ମନ୍ତବ୍ୟ ଦେବାର ଜଣାପଡିନାହିଁ ।ଅନ୍ୟପଟେ ନବୀନ ନିବାସରେ […]