ଅନ୍ଧାରରେ ‘ମେଣ୍ଟ ରାଜନିତୀ

ଭୁବନେଶ୍ବର,୧୫ା୩(ଏସଏସନିଉଜ)ଗତକିଛିଦିନହେବ ବିଜେଡି-ବିଜେପି ମେଂଟ ହେବାନେଇ ଚର୍ଚ୍ଚା ଯୋରଧରିଛି ।କିନ୍ତୁ ଅଦ୍ୟାବଧି ଉଭୟଦଳର ନେତା କେହି ସ୍ପଷ୍ଟ କଥାକହୁନାହାନ୍ତି ।ଯାହାକୁନେଇ ଦ୍ୱନ୍ଦରେ ରହିଯାଇଛନ୍ତି କର୍ମି । ବିଜେପିରାଜ୍ୟ ସଭାପତି ମନମୋହନସାମଲ ଦିଲ୍ଲୀରୁ ଫେରି ଏକା ଲଢିବାନେଇ କଥା ଦୋହରାଇବା ସହ ସାମାଜିକ ଗଣମାଧ୍ୟମରେ ଏହିକଥା ଲେଖିଥିଲେ ।ଏହାପରେ ବିଜେପିକର୍ମୀମାନଙ୍କ ମଧ୍ୟରେ ବେଶ ଉସ୍‌ାହ ଦେଖିବାକୁମିଳିଥିଲା ।ମାତ୍ର କେଇଘଂଟାପରେ ଟ୍ବିଟ୍‌(ଏକ୍ସ)ରୁ ଦିଆଯାଇଥିବା ବିବୃତିକୁ କଟାଯାଇଥିଲା ।ଏହାପରଠାରୁ ବିଜେପିନେତା ମେଂଟ ନେଇ କୈାଣସି ମନ୍ତବ୍ୟ ଦେବାର ଜଣାପଡିନାହିଁ ।ଅନ୍ୟପଟେ ନବୀନ ନିବାସରେ ବିଜେଡି ନେତାଙ୍କ ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ହେଲା। କିନ୍ତୁ ସେଠାରେ ମେଣ୍ଟ ଆଲୋଚନା ଆଦୌ ହେଲାନି। ଏବେ ବିଜେଡି-ବିଜେପି ମେଣ୍ଟ ହେବନି ବୋଲି ଉଭୟ ପକ୍ଷରୁ କେହି ସ୍ପଷ୍ଟ କରୁନଥିବାବେଳେ ଏହା ଆହୁରି ଦ୍ୱନ୍ଦ ଭିତରକୁ ଠେଲି ହୋଇଯଇାଛି ।

 

Comments (0)
Add Comment