Browsing daily archive

March 27, 2024

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୮ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୭/୩୩ ,ସୂର୍ଯ୍ୟାସ୍ତ- ଘ୫/୫୬/୨୭ ,ଚୈତ୍ରମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତୃତୀୟା ସନ୍ଧ୍ୟା ଘ୬/୫୮ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ନକ୍ଷତ୍ର- ସ୍ବାତୀନକ୍ଷତ୍ର ରାତ୍ରି ଘ୭/୨୦ମିପର୍ଯ୍ୟନ୍ତ ତଦନ୍ତେ ବିଶାଖାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ।ସନ୍ଧ୍ୟା ଘ୬/୫୮ମି ପରେ ନୈର୍ଋତକୋଣରେ।ରିକ୍ତାତିଥି,ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୪ମି ମଧ୍ୟେ ଯାତ୍ରା ଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପଟୋଳ, ସନ୍ଧ୍ୟା ଘ୬/୫୮ମିପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୫୩ମି ରୁ ସୂର୍ଯ୍ୟାସ୍ତ […]

ମାଆରମୃତଦେହ ଟ୍ରଲିରେବୋହିଲା ପୁଅ

ବାଙ୍କୀ,୨୭ା୩(ଏସଏସନିଉଜ) ମାମରଶରୀରକୁ ଟ୍ରଲିରେ ବୋହିକି ନେଲା ପୁଆଗୋପାଳପୁରରୁ ହରିରାଜପୁରକୁ ମୃତଦେହ ବୋହି ନେଲା ପୁଆକଣ ପାଇଁ ଟ୍ରଲିରେ ମୃତଦେହ ନେଇଥିଲା ଜଣାପଡ଼ି ନାହିାଁମୃତମହିଳା ଗୋପାଳପୁରର ହୋଇଥିବାବେଳେ ହରିରାଜପୁର ସମ୍ପର୍କୀୟ ଘରକୁ ଆସିଥିଲୋ ସମ୍ପର୍କୀୟ ଘରେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଦେହ ନେବ କିଏ ? କଟକଏସସିବିରୁ ମୃତଦେହକୁ ନେବାକୁ ଦୁଇପକ୍ଷ ମଧ୍ୟରେ ଟଣାଓଟରା ଲାଗିଥିଲା ।ଜଣେ କନଷ୍ଟେବଲଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ଶବ ପାଇଁ ଟଣାଓଟରା ଲାଗିଥିଲା ।ମୃତକଙ୍କ ପ୍ରଥମ ସ୍ତ୍ରୀ […]

ପାଣି ପାଇଁ ବୋମାମାଡ଼

ଡେଲାଙ୍ଗ,୨୭ା୩(ଏସଏସନିଉଜ) କୂଅରୁ ପାଣି ଉଠାଇବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଟାଙ୍ଗୀଭଂସରଗାଁରେ ଗଣ୍ଡଗୋଳ ହୋଇଛି ।ଏତିକିରେ ଗଣ୍ଡଗୋଳ ଶାନ୍ତ ପଡିନି । ଗାଁରେ ବୋମାମାଡ଼ ହୋଇଥିବାର ଖବର ମିଳିଛି।ଯଦିଓ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ତଥାପି ଗଣ୍ଡଗୋଳ ବଢିବାର ଆଶଙ୍କା କରି ପୋଲିସ ପହଁଚି ପରିସ୍ଥିଉପରେ ତତିକ୍ଷ୍ଣ ନଜରରଖିଛି ।ଏହାସହ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।  

ବିଜେଡିର ଦ୍ୱିତୀୟ ପାର୍ଥିତାଲିକା ଘୋଷଣା

ଭୁବନେଶ୍ୱର,୨୭।୩(ଏସଏସନିଉଜ)ବିଜେଡି ତାର ଦ୍ୱିତୀୟ ପାର୍ଥି ତାଲିକା ଘୋଷଣା କରିଛି। ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇଛି।ପୁରୀ- ଅରୂପ ପଟ୍ଟନାୟକ, ଢେଙ୍କାନାଳ- ଅବିନାଶ ସାମଲ,ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ,କନ୍ଧମାଳ- ଅଚ୍ୟୁତ ସାମନ୍ତ,କଟକ- ସଂତୃପ୍ତ ମିଶ୍ର, ଯାଜପୁର- ଶର୍ମିଷ୍ଠା ସେଠୀଙ୍କ ନାମ ଘୋଷଣା ହୋଇଛି।

ବିଜେଡି ଘୋଷଣାକଲା ପ୍ରଥମପର୍ଯ୍ୟାୟ ପାର୍ଥୀ ତାଲିକା

ବିଜେଡି ୯ ଲୋକସଭା ପ୍ରାର୍ଥୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ,କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପତିର୍କୀ,ମୟୂରଭଂଜ- ସୁଦାମମାରାଣ୍ଡି, କେନ୍ଦ୍ରାପଡ଼ା- ଅଂଶୁମାନମହାନ୍ତି, ନବରଙ୍ଗପୁର- ପ୍ରଦୀପ ମାଝୀ, ଭୁବନେଶ୍ବର- ମନ୍ମଥରାଉତରାୟ,କୋରାପୁଟ- କୌଶଲ୍ୟାହିକକା, ଆସିକା- ରଂଜିତା ସାହୁ। ସେହିଭଳି ଭାବେ ବିଜେଡି ୭୧ ବିଧାନସଭା ପ୍ରାର୍ଥୀ ଘୋଷଣା କଲା- ବିଷମକଟକରୁ ଜଗନ୍ନାଥ ସାରକା,ଗୁଣୁପୁରରୁ ରଘୁନାଥଗମାଙ୍ଗ,ରାୟଗଡାରୁ ଅନୁସୂୟାମାଝୀ,ବରଗଡରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତାସାହୁ,ଅତାବିରାରୁ ସେହ୍ନାଙ୍ଗିନୀ ଛୁରିଆ,ଭଟଲିରୁ ସୁଶାନ୍ତସିଂ,ଜଳେଶ୍ୱରରୁ ଅଶ୍ୱିନୀ କୁମାରପାତ୍ର,ବସ୍ତାରୁସୁବାସିନୀଜେନା,ଭଣ୍ଡାରୀପୋଖରୀରୁ ସଞ୍ଜୀବମଲ୍ଲିକ,ଭଦ୍ରକରୁ […]

ଓଲଟିଲା ବସ

କୋରାପୁଟ,୨୬।୩(ଏସଏସନିଉଜ)କୋରାପୁଟଜିଲ୍ଲା ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣାରେ ଜଣଙ୍କର ମୃତୁ ହୋଇଛି ।ଖମ୍ବେଶ୍ୱରୀନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି ।ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ରହିଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ବସଟି ଯାତ୍ରୀଙ୍କୁ ନେଇ ଜୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।